ଏପରି କେଉଁ ଜିନିଷ ଯାହା ଗରିବ ପକାଇ ଦିୟନ୍ତି ଓ ଧନୀ ଉଠାଇକି ନିଜ ପାକେଟ ରେ ରଖି ଦିୟନ୍ତି ?

ଆଜିକା ବ୍ୟସ୍ତବହୁଳ ସମୟ ରେ ଲୋକେ ନିଜ ର ଦେଖାଶୁଣା କରିବାକୁ ବି ସମୟ ନାହିଁ I ଯାହା ଦ୍ୱାରା ନିଜ ପରିବାର କୁ ଅଧିକ ଗୁରୁତ୍ୱ ଦେଇ ପାରୁ ନାହାନ୍ତି I କାମ କରିବା ସହ ଟିକେ ମନୋରଞ୍ଜନ କରିବା ବି ଆବଶ୍ୟକ ଅଟେ I ସର୍ବଦା ଆପଣ ଯେତେବେଳେ ଇଣ୍ଟରଭିୟୁ ରେ ଯାଇଥାନ୍ତି ଆପଣ ଙ୍କୁ ସେଠାରେ କିଛି ପ୍ରଶ୍ନ ପଚରାଯାଇଥାଏ I ଯାହା ର ଉତ୍ତର ସହଜ ହେଇ ନ ଥାଏ I

କେବେ ହେଲେ ଖାଦ୍ୟ ଖାଇ ନ ଥାଏ କି କେବେ ହେଲେ ପାଣି ପିଇ ନ ଥାଏ ଏବଂ ତା ବୁଦ୍ଧି ଆଗ ରେ ସବୁ ଜ୍ଞାନୀ ବି ହାର ମାନିଥାନ୍ତି I
ଉତ୍ତର – କମ୍ପ୍ୟୁଟର

ଖରାପ ନଜର ରୁ ବଂଚିବାକୁ ଲୋକେ ଏହା କୁ ବ୍ୟବହାର କରିଥାନ୍ତି ଓ ଏହା ପାଣି ପରି ବୋହିଥାଏ I
ଉତ୍ତର – କାଜଲ

ସବୁଠାରୁ ଅଧିକ ଓଜନ ହେଇଥାଏ ଏବଂ ଶୁଣ୍ଢ ରେ ମୁ ପାଣି ପିଇଥାଏ I
ଉତ୍ତର – ହାତୀ

ମୁ 20ଙ୍କୁ କାଟିଦେଲି ଏବଂ କିଛି ବି ରକ୍ତ ବୋହି ନ ଥଲ କିନ୍ତୁ କିଛି ଆଇନି କୁ ବି ଅମାନ୍ୟ କରିନାହିଁ ?
ଉତ୍ତର – ନଖ କାଟିବା

ବିନା କୌଣସି ଗାତ କରିକି ଆପଣ କିପରି ଏକ କାନ୍ଥ ର ଏପଟ ସେପଟ ଦେଖି ପାରିବେ ?
ଉତ୍ତର – ଝରକା ରେ

ଏପରି କେଉଁ ଜିନିଷ ଯାହା ଗରିବ ପକାଇ ଦିୟନ୍ତି ଓ ଧନୀ ଉଠାଇକି ନିଜ ପାକେଟ ରେ ରଖି ଦିୟନ୍ତି ?
ଉତ୍ତର – ବୋହୁଥିବା ନାକ (ସିଙ୍ଗାଣି)