ଏସୀୟ ର ସବୁଠାରୁ ସେ-କ୍ସି ମହିଳା ରୂପେ ବିଜେତା ହେଇଛନ୍ତି ନିୟା ଶର୍ମା, ଅନେକ ଥର ତାଙ୍କୁ କରା ଯାଇଥିଲା ରିଜେକ୍ଟ… ଫୋଟୋ ଦେଖିଲେ ଜାଣି ଯିବେ କାହିଁକି ସେ ଏସିଆର ସବୁଠୁ …

ରିୟାଲିଟି ସୋ ରେ ଅନେକ ଥର ନିୟା ଶର୍ମା ଙ୍କୁ ରିଜେକ୍ଟ କରାଯାଇଛି , କିନ୍ତୁ ବର୍ତମାନ ଏସୀୟ ର ସବୁଠାରୁ ତୃତୀୟ ସେକ୍ସି ମହିଳା ହେଉଛନ୍ତି ନିୟା ଶର୍ମା I

ଟିଭି ସିରିୟଲ ଏକ ହଜାରୋ ମେ ମେରୀ ବହନ ଆପଣ ଦେଖିଥିବେ I ଏହି ସିରିଏଲ ରୁ ହିଁ ନିୟା ଶର୍ମା ଅଭିନୟ ଜଗତ ରେ ପାଦ ରଖିଥିଲେ I 2016 ରେ ନିୟା ଶର୍ମା ଏସୀୟ ର ତୃତୀୟ ସବୁଠାରୁ ସେକ୍ସି ମହିଳା ପୁରସ୍କାର ପାଇଥିଲେ I ନିୟା ଶର୍ମା ବର୍ତମାନ ନିଜ ଫ୍ୟାସନ ଷ୍ଟାଇଲ କୁ ନେଇ ଫୋଟୋ ସୁଟ ରେ ବ୍ୟସ୍ତ ଅଛନ୍ତି I ସୋସିଆଲ ମିଡ଼ିଆ ରେ ମଧ୍ୟ ନିୟା ଶର୍ମା ସର୍ବଦା ଚର୍ଚା ରେ ରହିଥାନ୍ତି I

ନିୟା ଶର୍ମା ଏତେ ଲୋକପ୍ରିୟତା ପାଇବା ପରେ ମଧ୍ୟ ସେ ଅନେକ ଟିଭି ସିରିୟଲ ରେ କାମ କରୁଛନ୍ତି I ବିଗତ ଦିନ ରେ ଟିଭି ସିରିଏଲ ଇସ୍କ ମେ ମରଯାୱା ରେ ନଜର ଆସିଛନ୍ତି I ନିୟା ଶର୍ମା ତାଙ୍କ କ୍ୟାରିୟର ରେ ଅନେକ ସଂଘର୍ଷ କରି ଆଜି ସଫଳତା ର ଶୀର୍ଷ ରେ ପହଂଚିପାରିଛନ୍ତି I କିନ୍ତୁ ଏହା ସତ୍ୱେ ମଧ୍ୟ ଦୁଇଗୋଟି ରିୟାଲ୍ଟି ସୋ ରେ ତାଙ୍କୁ ରିଜେକ୍ଟ କରାଯାଇଛି I

ନିୟା ଶର୍ମା ତାଙ୍କ ଟିଭି ଜଗତ ରେ କ୍ୟାରିୟର ସିରିଏଲ “କାଲି -ଏକ ଅଗ୍ନି ପରୀକ୍ଷା ” ରୁ ଆରମ୍ଭ କରିଥିଲେ I ଏବଂ ସିରିଏଲ “ଏକ ହଯାର ମେ ମେରୀ ବହନ ହେ ” ରୁ ସେ ବେଶ ଲୋକପ୍ରିୟ ହେଇପାରିଥିଲେ I ସେ ଅନେକ ୱେବ ସିରିଜ ରେ ମଧ୍ୟ କାମ କରୁଛନ୍ତି I ଏବଂ ସେ ଟେଲିଭିଜନ ର ସବୁଠାରୁ ସୁପର ଷ୍ଟାର ଙ୍କ ମଧ୍ୟ ରେ ଅନ୍ୟତମ ଅଟନ୍ତି I

ଏହା ପରେ ସିରିଏଲ ଜମାଇ ରାଜା ରେ ମଧ୍ୟ ନିୟା ଶର୍ମା କାମ କରିଛନ୍ତି I ଏହି ସିରିଏଲ ରେ ସେ ଏକ ନୂଆ ଭୂମିକା ରେ ଅଭିନୟ କରିଛନ୍ତି I ରିୟାଲିଟି ସୋ ଖତରୋ କେ ଖିଲାଡୀ ରେ ମଧ୍ୟ ସେ ନଜର ଆସିଛନ୍ତି I ଏବଂ ଟପ 5 ଫାଇନାଲିଷ୍ଟ ମଧ୍ୟ ରେ ସେ ଥିଲେ I ରିୟାଲିଟି ସୋ ରୋଡିଜ ରେ ମଧ୍ୟ ସେ ଅଡିସନ ଦେଇଛନ୍ତି I କିନ୍ତୁ ସେଥିରେ ସେ ସିଲେକ୍ଟ ହେଇନାହାନ୍ତି I ସେ ସ୍ପିଲତସବୀଲା ପାଁଇ ଚେଷ୍ଟା କରିଥିଲେ କିନ୍ତୁ ସେଥିରେ ତାଙ୍କୁ ରିଜେକ୍ଟ କରାଯାଇଥିଲା ଓ ସେ ହାର ମାନି ନ ଥିଲେ I ଆଜି ସେ ତାଙ୍କ କ୍ୟାରିୟର ରେ ବେଶ ସଫଳତା ହାସିଲ କରିଛନ୍ତି I

ସୋସିଆଲ ମିଡ଼ିଆ ରେ ନିୟା ଶର୍ମା ବେଶ ଆକ୍ଟିଭ ରହିଥାନ୍ତି I