ଏତେ କୋଟି ଟଙ୍କା ସମ୍ପତିର ଏକୁଟିଆ ମାଲିକ ହେଉଛନ୍ତି ନେହା କକ୍କଡ, ଗୋଟେ ଗୀତ ପାଇଁ ନିୟନ୍ତି ଏତେ ଟଙ୍କା

ଆଜିକା ସମୟ ରେ ବଲିଉଡ ର ରଙ୍ଗୀନ ଦୁନିଆ ରେ ଅନେକ ନୂତନ ଗୀତ ଆପଣ ଦେଖିଥିବେ I କିଛି କିଛି ବଛା ବଛା ସିଙ୍ଗର ଙ୍କ ର ଗୀତ କୁ ହିଁ ଲୋକେ ପସନ୍ଦ କରିଥାନ୍ତି I ତେବେ ଆଜି ଆମେ ଏଠାରେ ଆଲୋଚନା କରୁଛେ ନେହା କକ୍କଡ ଙ୍କ ବିଷୟ ରେ I ଲକ୍ଷ୍ୟ ଲକ୍ଷ୍ୟ ଲୋକେ ନେହା କକ୍କଡ ଙ୍କ ର ଗୀତ କୁ ଖୁବ ଅଧିକ ପସନ୍ଦ କରିଥାନ୍ତି I କିନ୍ତୁ ନେହା କକ୍କଡ ଙ୍କୁ ଦିନେ ରିୟାଲିଟି ସୋ ରେ ବାହାର ର ରାସ୍ତା ବି ଦେଖିବାକୁ ପଡିଥିଲା I କିନ୍ତୁ ଆଜି ନେହା କକ୍କଡ ଙ୍କ ର ନାମ ଟପ 10 ଲିଷ୍ଟ ରେ ଉପରେ ଆସିଥାଏ I

ଜାଣିରଖନ୍ତୁ କି 2006 ରେ ଇଣ୍ଡିଆନ ଆଇଡିଆଲ ର ଦ୍ୱିତୀୟ ସିଜିନ୍ରୁ ରେ ନେହା କକ୍କଡ ଲୋକ ଙ୍କ ମଧ୍ୟ କୁ ଆସିଥିଲେ ଏବଂ ସେହି ସୋ ରେ ଜଜ ତାଙ୍କୁ କିନ୍ତୁ ସିଲେକସନ କରି ନ ଥିଲେ I କିନ୍ତୁ ସୋ ରେ ହରିକି ବି ତାଙ୍କ ର ମନୋବଳ ଭାଙ୍ଗି ନ ଥିଲା ଏବଂ ସେ ସଂଘର୍ଷ କରିଥିଲେ I ଭାଇ ଟୋନି ତାଙ୍କ ର ଅନେକ ସହାୟତା କରିଥିଲେ I ଏବଂ ଭଉଣୀ ଙ୍କ ର ଏକ ଆଲବମ କରି ୟୁଟୁବ ରେ ଉପଲୋଡ କରିଥିଲେ I

ଧୀରେ ଧୀରେ ଗୀତ ଟି ସୁପରହିଟ ହେଇଥିଲା I ଏବଂ ନେହା କକ୍କଡ ଙ୍କୁ ଧୀରେ ଧୀରେ ଲୋକେ ଜାଣିବାକୁ ଲାଗିଲେ ଏବଂ ତାଙ୍କୁ ବଲିଉଡ ଗୀତ ରେ ଗାଇବା ର ସୁଯୋଗ ମିଳିଥିଲା I ଏବଂ ନେହା କକ୍କଡ ଧୀରେ ଧୀରେ ସଫଳତା ର ପାହାଚ ଚଢି ଚଢି ଚାଲିଲେ I ଏବଂ ଆଜି ବଲିଉଡ ରେ ଟପ ଲେଡି ସିଙ୍ଗର ଙ୍କ ମଧ୍ୟ ରେ ସେ ଜଣେ I

ଆପଣ ଶୁଣି ଆଶ୍ଚଯ୍ୟ ହେବେ ଏକ ଗୀତ ପାଁଇ ଆଜିକା ସମୟ ରେ 10 ରୁ 15 ଲକ୍ଷ୍ୟ ଟଙ୍କା ଚାର୍ଜ କରିଥାନ୍ତି ନେହା କକ୍କଡ I ତାଙ୍କ ର ଦାମୀ ଦାମୀ କାର ର ସଉକ ରହିଛି I ଏବଂ ତାଙ୍କ ଘରେ ଅନେକ ଲଜ୍ଜରି କାର ରହିଛି I ତାଙ୍କ ଗାଡି ଗୁଡିକ ମଧ୍ୟ ରେ ଅଡ଼ି , ରେଞ୍ଜ ରୋଭର ଆଦି ସାମିଲ ରହିଛି I ଏବଂ ଆଜିକା ସମୟ ରେ ନେହା କକ୍କଡ ଲୋକ ଙ୍କ ମଧ୍ୟ ରେ ଅଧିକ ଲୋକପ୍ରିୟ ହେଇପାରିଛନ୍ତି I

ତେବେ ଫିଲ୍ମ ଗୀତ ଛଡା ନେହା କକ୍କଡ ନିଜ ଭାଇ ଙ୍କ ସହ ମିଶି ଅନେକ ଆଲବମ ବି କରିଛନ୍ତି I ଏବଂ ଆଜି ସେ ୟୁଟୁବ ରେ ଟପ 15 ରେ ବି ସ୍ଥାନ ପାଇଛନ୍ତି I ଓ ଅନେକ ସୋ ରେ ନେହା କକ୍କଡ ଜଜ ବି ହେଇଥାନ୍ତି I