ଏତେ ଟଙ୍କା ଦେଇ ନୁଆ ଘର କିଣିଲେ ଓଡ଼ିଆ ହିରୋଇନ Elina, ଦାମ ଜାଣିଲେ ବେହୋସ ହେଇଯିବେ

ଦର୍ଶକବନ୍ଧୁ ଓଡ଼ିଆ ହିରୋଇନ୍ ଏଲିନା ସାମନ୍ତରାୟଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଏଲିନା ସାମନ୍ତରାୟ ବର୍ତ୍ତମାନ ସମୟରେ ଗୋଟେ ନୂଆ ଘର କିଣିଛନ୍ତି। ଆଉ ଏହି ନୂଆ ଘର ବିଷୟରେ କଣ ରହିଛି ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ଓଲିଉଡର ଜବରଦସ୍ତ ହିରୋଇନ୍ ଏଲିନା ସାମନ୍ତରାୟଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଗୋଟିଏ ରିଆଲିଟି ସୋ ରୁ ଅଭିନୟ ଦୁନିଆରେ ଅଭିନୟ କରିଥିବାର ସୁଯୋଗ ପାଇଥିଲେ। ଆଉ ଏହି ରିଆଲିଟି ସୋ ଜିତିବା ପରେ ତାଙ୍କର ଭାଗ୍ୟ ବଦଳି ଯାଇଥିଲା।


ଗୋଟିଏ ଗରୀବ ବା ମିଡ଼ିଲ କ୍ଲାସ୍ ପରିବାରରୁ ଆସିଥିବା ଏଲିନା ସାମନ୍ତରାୟ ବର୍ତ୍ତମାନ ଓଡ଼ିଆ ସିନେମା ଜଗତରେ ଅଲଗା ପ୍ରକାରର ଛବି ବନେଇ ପାରିଛନ୍ତି। ଏଲିନା ସାମନ୍ତରାୟଙ୍କ ଅଭିନୟ ଓଡ଼ିଶା ଦର୍ଶକମାନଙ୍କୁ ବୋହୁତ ପସନ୍ଦ ଆସୁଛି ଏବଂ ଓଡ଼ିଶାର ଦର୍ଶକମାନେ ତାଙ୍କୁ ବୋହୁତସାରା ଭଲପାଇବା ମଧ୍ୟ ଦେଇଛନ୍ତି।


ଏଲିନା ସାମନ୍ତରାୟ ବୋହୁତ କମ୍ ଦିନ ମଧ୍ୟରେ ଓଲିଉଡର ଆଗ ଧାଡ଼ିର ଅଭିନେତାଙ୍କ ସହ ଅଭିନୟ କରି ତାଙ୍କର ଏକ ଅଲଗା ପ୍ରକାର ଜାଗା ବନେଇ ପାରିଛନ୍ତି। ଏଲିନା ସାମନ୍ତରାୟ କଟକର ଏକ ମିଡିଲ କ୍ଲାସ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସମୟରେ ସେ ଭୁବନେଶ୍ଵରରେ ଏକ ନୂଆ ଫ୍ଲାଟ୍ କିଣିଛନ୍ତି।

ଏବଂ ଏହି ଫ୍ଲାଟ୍ ରେ ପୂଜା ଅର୍ଚ୍ଚନା କରୁଥିବାର ଫଟୋ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଛାଡିଛନ୍ତି। ଏଲିନା ଏହି ଫ୍ଲାଟ୍ ଟିକୁ ପ୍ରାୟ ୧ କୋଟି ଟଙ୍କା ଦେଇ କିଣିଛନ୍ତି। ଏଲିନା ସାମନ୍ତରାୟଙ୍କ ଏହି ଫ୍ଲାଟ୍ ରେ ତାଙ୍କର ପରିବାରର ସମସ୍ତ ଲୋକମାନେ ରହୁଛନ୍ତି। ତାଙ୍କ ପରିବାରରେ ତାଙ୍କ ବାପା,ମା ଓ ତାଙ୍କ ଭାଇ ଅଛନ୍ତି।