ବିବାହ ବ୍ୟକ୍ତି ଙ୍କ ଜୀବନ ର ଏକ ଗୁରୁତ୍ୱ ପୁର୍ଣ ସମୟ ହେଇଥାଏ I ବିବାହ କୁ ଏକ ପବିତ୍ର ବନ୍ଧନ କୁହାଯାଇଥାଏ I ଏହି ବିବାହ ବନ୍ଧନ କେବଳ ଏକ ବିଶ୍ୱାସ ଡୋରି ରେ ବନ୍ଧା ହେଇଥାଏ I ଏବଂ ଏକ ପୁଅ ଓ ଝିଅ କେବଳ ପରସ୍ପର ର ବିଶ୍ୱାସ ରେ ହିଁ ସାରା ଜୀବନ ବିତାଇଥାନ୍ତି I
ପୁଅ ଙ୍କୁ ଦେଖିବାକୁ ହେଇଥାଏ ଏହି ଜିନିଷ
ଆଜି ଆମେ ଆପଣ ଙ୍କୁ ଏକ ଏପରି ସ୍ଥାନ ବିଷୟ ରେ କହିବାକୁ ଯାଉଛୁ ଯେଉଁଠାରେ ପୁଅ ମାନେ ନିଜ ପୁରୁଷତ୍ୱ ର ପରିଚୟ ଦେଇଥାନ୍ତି ଏଠାରେ ବିବାହ ପୂର୍ବ ରୁ ଝିଅମାନେ କହିଥାନ୍ତି ନିଜ ପୁରୁଷତ୍ୱ ର ପ୍ରମାଣ ଦିଅ I ଏହା ପରେ ହିଁ ଝିଅ ମାନେ ବିବାହ ପାଁଇ ରାଜି ହେଇଥାନ୍ତି I
ଝିଅମାନେ ଏହା ପ୍ରମାଣ ଦେଇଥାନ୍ତି ଏପରି
ଏଠାରେ ଝିଅମାନେ ବି ନିଜ ବିବାହ ପୂର୍ବ ରୁ ସ୍ଵୟମ୍ବର ରଖିଥାନ୍ତି I ଏଠାରେ ହିଁ ନିଜ ସ୍ୱାମୀ ଙ୍କ ର ଚୟନ କରି ତାଙ୍କ ପୁରୁଷତ୍ୱ ର ପ୍ରମାଣ ନେଇଥାନ୍ତି I ପୁରୁଷ ଙ୍କୁ ବଛାଯିବ ପରେ ପୁରୁଷମାନେ ନିଜ ପୁରୁଷତ୍ୱ ର ପ୍ରମାଣ ଦେଇଥାନ୍ତି ଏବଂ ତାଙ୍କୁ ଏଥିପାଇ ମଦ ପିଆ ଯାଇଥାଏ ଏବଂ ଅଧିକ ମଦ୍ୟପାନ ପରେ ତାଙ୍କୁ 120 ଭୋଲ୍ଟ ର କରେଣ୍ଟ ଦିଆ ଯାଇଥାଏ I ଯଦି ସେହି ବ୍ୟକ୍ତି ଏହା କୁ ସହ୍ୟ କରିଦେଇଥାନ୍ତି ତେବେ ସେ ବିବାହ ପାଁଇ ଯୋଗ୍ୟ ବିବେଚିତ ହେଇଥାନ୍ତି I