ଏଥି ପାଇଁ Tarini ଙ୍କୁ ହଟେଇ ଅଣା ଯାଇଥିଲା ସୁମନକୁ, ଦେଖନ୍ତୁ କଣ ସତ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ତାରାତାରିଣୀ ଧାରାବାହିକ ବନ୍ଦ୍ ହେବା ପରେ ଯେଉଁ ଧାରାବାହିକଟି ପ୍ରସାରିତ ହେଉଛି କିଛି ଦିନ ହେଲା ତାରିଣୀ ଆଖିରେ ତାରା, ସେଥିରେ ତାରିଣୀ ଭୂମିକାରେ ଅଭିନୟ କରୁଥିବା ସୁମନ ପଟ୍ଟନାୟକ ସେ କେମିତି ତାରିଣୀ ଆଖିରେ ତାରା ଧାରାବାହିକ ପାଇଁ ସିଲେକ୍ଟ୍ ହେଲେ।

ଏବଂ ସେ କେମିତି ଆସିଲେ ଏହି ସିରିୟଲକୁ ଆସନ୍ତୁ ଜାଣିବା। ବନ୍ଧୁଗଣ ଯେମିତିକି ଆପଣମାନେ ଜାଣିଛନ୍ତି ସୁମନ୍ ପଟ୍ଟନାୟକ ଆସିବାପରେ ତାରାତାରିଣୀ ସିରିୟଲଟି ବନ୍ଦ୍ ହୋଇଯାଇଛି ଏବଂ ବନ୍ଦ୍ ହେବାପରେ ତାରାତାରିଣୀ ସିରିୟଲକୁ ବଦଳାଇ ତାରିଣୀ ଆଖିରେ ତାରା ହୋଇଯାଇଛି ଏବଂ ସେଥିରେ ଆପଣଙ୍କ ପ୍ରିୟା ଲିପି ମହାପାତ୍ର ବିଦାୟ ନେଇଛନ୍ତି।

ସୁମନ ପଟ୍ଟନାୟକ ଆଗରୁ ବୋହୁତ ସିରିୟଲରେ କରିଆସିଛନ୍ତି ଏବଂ ତାରିଣୀ ଆଖିରେ ତାରା ପାଇଁ ଏକ ନମ୍ର ଝିଅର ଆବଶ୍ୟକତା ଥିଲା ଏବେ ଯାହାକି ସୁମନ ପଟ୍ଟନାୟକ ସେଇ ଖାଲିସ୍ଥାନକୁ ପରିପୂର୍ଣ୍ଣ କରିଛନ୍ତି। ତାରିଣୀ ଆଖିରେ ତାରା ସିରିୟଲଟି ପ୍ରସାରିତ ହେବା ପରେ କୁନି ତାରା, କୁନି ତାରିଣୀ ଏବଂ ବୀର୍ ଙ୍କୁ ଆପଣମାନେ ଆଉ ଦେଖିବାକୁ ପାଇବେ ନାହିଁ। ତାରିଣୀ ଯିଏକି ଆପଣଙ୍କ ଲିପି ମହାପାତ୍ରଙ୍କୁ ବି ଆପଣ ଏଥିରେ ଦେଖିବାକୁ ପାଇବେ ନାହିଁ।

ସୁମନ ପଟ୍ଟନାୟକ ବୋହୁତ ସାରା ସିରିୟଲ କରିବା ସହିତ ବୋହୁତସାରା ଆଲବମ୍ ରେ ମଧ୍ୟ ଯୋଗଦାନ କରିଛନ୍ତି। ଏବଂ ତାଙ୍କର ପ୍ରତ୍ୟେକ ସିରିୟଲ ହିଟ୍ ହେବ ସହ ତାଙ୍କର ସବୁ ଆଲବମ୍ ମଧ୍ୟ ହିଟ୍ ହୋଇଥାଏ। ବର୍ତ୍ତମାନ ଯିଏକି ତାରିଣୀ ଭୂମିକାରେ ଅଭିନୟ କରୁଛନ୍ତି ତାରିଣୀ ଆଖିରେ ତାରାରେ ତାଙ୍କ ନାମ ହେଉଛି ସୁମନ ପଟ୍ଟନାୟକ। ସେ ଆଗରୁ ସିରିୟଲ କରିବା ସହିତ ସେ ଆଗରୁ ଗୋଟେ ଭଲ ଡାନ୍ସର ଥିଲେ। ସେ ବର୍ତ୍ତମାନ ସମୟରେ ଭୁବନେଶ୍ୱରରେ ରହୁଛନ୍ତି। ତାଙ୍କ ପରିବାରରେ ତାଙ୍କ ବାପା ଏବଂ ମାଆ ଅଛନ୍ତି।