ଫିଲ୍ମ ଦିଲୱାଲେ ଦୁଲହନୀୟ ଲେ ଯାଏଁଗେ ରେ କାଜୋଲଙ୍କ ଏତେ ଛୋଟ ଡ୍ରେସ ପିନ୍ଧିବା ପଛରେ ଥିଲା ଏତେ ବଡ କାରଣ,ଜାଣିଲେ ଆପଣ କହିବେ …

କାଜୋଲ ଙ୍କ ର ଏହି ଛୋଟ ଡ୍ରେସ ର ସିନ ଥିଲା ପ୍ରାୟ 22 ବର୍ଷ ତଳ ର ଫିଲ୍ମ ଦିଲୱାଲେ ର I ଆଦିତ୍ୟ ଚୋପଦା , କାଜୋଲ ଓ ସାରୁଖ ଙ୍କୁ ନେଇ “ଦିଲୱାଲେ ଦୁଲହନୀୟ ଲେ ଯାଏଁଜେ ” ଫିଲ୍ମ ନିର୍ମାଣ କରିଥିଲେ ଓ ଏହା ବକ୍ସ ଅଫିସ ରେ ଅନେକ ସଫଳ ମଧ୍ୟ ହେଇଥିଲା I

ଏହି ଫିଲ୍ମ ଟି ଏତେ ସୁପରହିଟ ହେଇଥିଲା କି ଲୋକେ ଆଜି ମଧ୍ୟ ଏହି ଫିଲ୍ମ କୁ ମନେ ରଖିଛନ୍ତି I ଫିଲ୍ମ ରେ କାଜୋଲ ଏକ ଛୋଟ ଡ୍ରେସ ପିନ୍ଧିବା ର ନଜର ଆସିଥିଲେ ଏବଂ ବର୍ଷ ରେ ଡ୍ୟାନ୍ସ କରିବା ର ଏକ ସିନ ମଧ୍ୟ ସେ କରିଥିଲେ I ତେବେ ଏହା ପଛ ର ଏକ କାରଣ ମଧ୍ୟ ଥିଲା I ଫିଲ୍ମ ର ଡ଼ାଇରେକ୍ଟର ଏହି ଡ୍ରେସ କୁ ସ୍ପେଶାଲ ଡିଜାଇନ କରିଥିଲେ I ଏବଂ ଏହି ଗୀତ ଆଜି ମଧ୍ୟ ଲୋକ ଙ୍କ ମନ ରେ ରହିଛି I

ସୂଚନା ମୁତାବିକ ଡ଼ାଇରେକ୍ଟର ଙ୍କୁ କାଜୋଲ ଙ୍କ ର ଲମ୍ବା ଡ୍ରେସ ପସନ୍ଦ ଆସି ନ ଥିଲା ଏବଂ ଡିଜାଇନର ମନୀଷ ମାଲୋହତ୍ର ଏହି ଡ୍ରେସ କୁ କାଟି ଛୋଟାଇଥିଲେ I ତେବେ କାଜଲ ଙ୍କ ଏହି ଡ୍ରେସ ପୂର୍ବ ରୁ ଯେତିକି ଥିଲା ସେଥିରୁ ସାମାନ୍ୟ ହିଁ ଛୋଟ କରାଯାଇଛି I ଏବଂ ଡ଼ାଇରେକ୍ଟର ଙ୍କ କହିବା ଅନୁସାରେ କାଜଲ ଙ୍କୁ ଏହି ଡ୍ରେସ ପିନ୍ଧି ଅଭିନୟ କରିବାକୁ ପଡିଥିଲା I

ଗାଉନ ପିଂଧିକି ଡ୍ୟାନ୍ସ କରିବାକୁ ଚାହୁଁ ନ ଥିଲେ କାଜୋଲ I
ଫିଲ୍ମ ର ସ୍କ୍ରିପ୍ଟ ଅନଶୁୟାରେ କାଜୋଲ ଙ୍କୁ ଏକ ଗାଉନ ପିଂଧିକି ଡ୍ୟାନ୍ସ କରିବାର ଥିଲା I କିନ୍ତୁ ଏଥିପାଇ କାଜଲ ପ୍ରସ୍ତୁତ ନ ଥିଲେ I

ତେଣୁ ଆଦିତ୍ୟ ଚୋପଦା ତାଙ୍କ ର କହିବା ଅନୁସାରେ ଏହି ସିନ ରେ କିଛି ପରିବର୍ତନ କରିଥିଲେ ଓ କାଜଲ ରାଜି ହେଇଥିଲେ ଏହି ଡ୍ୟାନ୍ସ କରିବାକୁ I ସୁଟିଂ ପୁରା ହେବା ପରେ କାଜଲ ଦେଖି ମଧ୍ୟ ନିଜେ ଖୁବ ପସନ୍ଦ କରିଥିଲେ I

କିନ୍ତୁ କାଜଲ ଙ୍କ ର ସ୍କଟ ଛୋଟ କରିବା ଚକର ରେ ଏହା ଟିକେ ଅଧିକ ହିଁ ଛୋଟ ହେଇଯାଇଥିଲା I ତେବେ ଲୋକ ଙ୍କୁ ଏହି ଫିଲ୍ମ ର କାଜଲ ଙ୍କ ର ଏହି ହଟ ଡ୍ରେସ ଓ ବର୍ଷା ଭରା ରାତି ର ଡ୍ୟାନ୍ସ ସିନ ଖୁବ ପସନ୍ଦ ଆସିଥିଲା I