ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଗୋରା ହେଉଛନ୍ତି ଏହି 5 ଜଣ ଅଭିନେତା, ଏମାନଙ୍କୁ ଦେଖି ହିରୋଇନ ମାନେ ମଧ୍ୟ ଲାଜେଇ ଯାନ୍ତି

ପ୍ରତୋକ ଲୋକ ଙ୍କ ର ଏହି ଇଚ୍ଛା ରହିଥାଏ ଅଧିକ ଗୋରା ଓ ସୁନ୍ଦର ଦେଖାଯିବା I ଅନେକ ସମୟ ରେ ଶ୍ୟାମଲଃବର୍ଣ ଥିଲା ଲୋକ ଙ୍କ ର ଆତ୍ମବିଶ୍ୱାସ ରେ କମି ଦେଖିବାକୁ ମିଳିଥାଏ I ଅନେକ ଟିଭି ଇଣ୍ଡଷ୍ଟ୍ରି ର କଳାକାର ମଧ୍ୟ ଗୋରା ଦେଖାଯିବାକୁ ଲାଇଟନିଙ୍ଗ ଟ୍ରିଟ୍ମେଣ୍ଟ ର ସହାୟତା ନେଇଥାନ୍ତି I ଏବଂ ଅନେକ ଏପରି ମଧ୍ୟ କଳାକାର ଅଛନ୍ତି ଯେଉଁମାନେ ପୂର୍ବ ଅପେକ୍ଷ୍ୟା ଗୋରା ହେଇଯାଇଛନ୍ତି I କିନ୍ତୁ ଆଜି ଆମେ ଏଠାରେ କିଛି ଏପରି କଳାକାର ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହା ଙ୍କୁ ଅଧିକ ମେକାପ ର ଆବଶ୍ୟକ ହେଇ ନ ଥାଏ କାରଣ ସେମାନେ ସବୁଠାରୁ ଅଧିକ ଗୋରା ଓ ସୁନ୍ଦର ଅଟନ୍ତି I

ହୃତିକ ରୋଶନ

ହୃତିକ ରୋଶନ ବଲିଉଡ ରେ ସବୁଠାରୁ ହ୍ୟାଣ୍ଡସମ ଅଭିନେତା ଅଟନ୍ତି I ହୃତିକ ରୋଶନ ଜଣେ ସୁପର ଷ୍ଟାର ରୂପେ ମଧ୍ୟ ପରିଚିତ ଅଟନ୍ତି I ଏବଂ ସେ ତାଙ୍କ ଗୁଡ଼ ଲୁଇଙ୍ଗ ଙ୍କୁ ନେଇ ମଧ୍ୟ ଅଧିକ ପରିଚିତ ଅଟନ୍ତି I ହୃତିକ ରୋଶନ ଙ୍କ ର ଦମଦାର ଅଭିନୟ ଦର୍ଶକ ଙ୍କୁ ଅଧିକ ପସନ୍ଦ ଆସିଥାଏ I ହୃତିକ ରୋଶନ ଦେଖିବାକୁ ବହୁତ ଗୋରା ଅଟନ୍ତି I

ନୀଳ ନିତିନ ମୁକେଶ

ନୀଳ ନିତିନ ମୁକେଶ ଜଣେ ଭାରତୀୟ ଫିଲ୍ମ ଅଭିନେତା ଅଟନ୍ତି I ସେ ଖୁବ କମ ଫିଲ୍ମ ରେ ହିଁ କାମ କରିଛନ୍ତି I କିନ୍ତୁ ଦର୍ଶକ ଙ୍କୁ ତାଙ୍କ ର ପ୍ରତିଟି ଫିଲ୍ମ ବେଶ ଅଧିକ ପସନ୍ଦ ଆସିଥାଏ I ନୀଳ ନିତିନ ମୁକେଶ ଙ୍କ କ୍ୟାରିୟର ଫିଲ୍ମ ଜାନି ଗଦର ରୁ ଆରମ୍ଭ ହେଇଥିଲା I ଏବଂ ତାଙ୍କ ନାମ ବଲିଉଡ ରେ ସବୁଠାରୁ ଗୋରା ଅଭିନେତା ରୂପେ ପରିଚିତ ଅଟେ I

ରଣବୀର କପୁର

ବଲିଉଡ ର ମୋଷ୍ଟ ଏଲିଯିବେଳ ବ୍ୟାଚଲର ନାମ ରେ ପରିଚିତ ଅଟନ୍ତି ରଣବୀର କପୁର I ବର୍ତମାନ ସମୟ ରେ ସେ ଅଭିନେତ୍ରୀ ଆଲିୟ ଙ୍କ ସହ ପ୍ରେମ ସମ୍ବନ୍ଧ କୁ ନେଇ ସର୍ବଦା ଚର୍ଚା ରେ ରହିଥାନ୍ତି I ରଣବୀର କପୁର ବର୍ତମାନ ପର୍ଯ୍ୟନ୍ତ ଅନେକ ସୁପର ହିଟ ଫିଲ୍ମ ରେ କାମ କରିସାରିଛନ୍ତି I ଏବଂ ଆଜିକା ଯୁବପିଢ଼ି ମଧ୍ୟ ତାଙ୍କ ଅଭିନୟ କୁ ବେଶ ଅଧିକ ପସନ୍ଦ କରିଥାନ୍ତି I ବଲିଉଡ ରେ ରଣବୀର କପୁର ସବୁଠାରୁ ଗୋରା ଅଭିନେତା ରୂପେ ପରିଚିତ ଅଟନ୍ତି I

ଟାଇଗର ସରାଫ

ଟାଇଗର ସରାଫ ଆଜିକା ସମୟ ରେ ବଲିଉଡ ର ବେଶ ସୁପରିଚିତ କଳାକାର ଅଟନ୍ତି I ଫିଲ୍ମ ଇଣ୍ଡଷ୍ଟ୍ରି କୁ ଆସିବା ର ତାଙ୍କ ର ବେଶୀ ସମୟ ହେଇନାହିଁ କିନ୍ତୁ ସେ ତାଙ୍କ ର ଭଲ ଡ୍ୟାନ୍ସ ଓ ଆକ୍ସନ କୁ ନେଇ ବେଶ ପରିଚିତ ଅଟନ୍ତି I ଟାଇଗର ସରାଫ ହେଉଛନ୍ତି ଅଭିନେତା ଜ୍ୟାକି ସରାଫ ଙ୍କ ପୁଅ I ଟାଇଗର ସରାଫ ଆଜିକା ସମୟ ରେ ବଲିଉଡ ରେ ସବୁଠାରୁ ଗୋରା ଅଭିନେତା ରୂପେ ପରିଚିତ ଅଟନ୍ତି I

ରୁଷି କପୁର

80-90 ଦଶକ ରେ ରୁଷି କପୁର ଜଣେ ସୁପର ଷ୍ଟାର ରୂପେ ପରିଚିତ ଥିଲେ I ଏବଂ ଇଣ୍ଡଷ୍ଟ୍ରି ରେ ସେ ଜଣେ ରୋମାଣ୍ଟିକ ହିରୋ ରୂପେ ପରିଚିତ ଥିଲେ I ସେ ନିଜ ର ଅନେକ ସୁନ୍ଦର ଫିଲ୍ମ ରେ ନିଜ ର ଅଭିନୟ ର ପାରଦର୍ଶିତା ର ପ୍ରଦର୍ଶନ କରି ଦର୍ଶକ ଙ୍କୁ ମନୋରଞ୍ଜନ କରାଇଥିଲେ I ବର୍ତମାନ ସମୟ ରେ କିନ୍ତୁ ରୁଷି କପୁର କ୍ୟାନ୍ସର ରୋଗ ରେ ପୀଡିତ ଅଟନ୍ତି ଏବଂ ସେ ବଲିଉଡ ଇଣ୍ଡଷ୍ଟ୍ରି ରେ ସବୁଠାରୁ ଗୋରା ଅଭିନେତା ରୂପେ ମଧ୍ୟ ପରିଚିତ ଅଟନ୍ତି I