ନିଜ ଗାଁ ରେ ରହି ରଜ ରେ ମଜାମସ୍ତି କରୁଛନ୍ତି ଓଡ଼ିଆ ହିରୋଇନ ଏଲିନା ତ ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ଗତ କିଛିଦିନ ପୂର୍ବେ ଏଲିନା ନିଜ ଗାଁ କୁ ଚାଲିଯାଇଛନ୍ତି ଓ ଲକଡାଉନ ରେ ସମସ୍ତ ସୁଟିଂ କାର୍ଯ୍ୟ ବନ୍ଦ ରହିଥିବାରୁ ଏଲିନା ବର୍ତମାନ ନିଜ ପୁରୁଣା ଘରେ ନିଜ ଗାଁ କୁ ଚାଲିଯାଇଛନ୍ତି ଆଉ ସେଠାରେ ବହୁତ ସାରା ମଜାମସ୍ତି କରୁଥିବାର ନଜର ଆସିଛନ୍ତି | ତ ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ଗୋଟେ ରିଆଲିଟି ସୋ ମାଧ୍ୟମରେ ଓଲିଉଡ଼ କୁ ଏଣ୍ଟ୍ରି କରିଥିଲେ |
ଏଲିନା ଓ ଏହାପରେ ଅନେକ ସାରା ଫିଲ୍ମ ରେ ଅଭିନୟ କରି ଦର୍ଶକମାନଙ୍କ ମନକୁ ଜିତିବାରେ ସଫଳ ହୋଇପାରିଛନ୍ତି| ରଜ ଉପଲକ୍ଷେ ଏଲିନା ନିଜ ଗାଁ ରେ ରହିଛନ୍ତି ଆଉ ନିଜ ଗାଁ ରେ ସାଙ୍ଗପିଲାଙ୍କ ସହିତ ରଜ ପାଳନ କରୁଥିବାର ନଜର ଆସିଛନ୍ତି | ଆପଣମାନେ ଜାଣିଥିବେ ଏଲିନା ଙ୍କର ଦୁଇ ଦୁଇଟି ଫିଲ୍ମ ଆଗାମୀ ଦିନମାନଙ୍କରେ ରିଲିଜ ହେବାକୁ ଯାଉଛି ଯାହାକି ଆପଣମାନେ ତରଙ୍ଗ ଚାଇନାଲ ରେ ଦେଖିବାକୁ ପାଇବେ |
ତେବେ ଏ ଫିଲ୍ମର ସୁଟିଂ ଆଉ କିଛି ବାକି ରହିଥିବା ବେଳେ ସରକାର ଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ଗାଇଡଲାଇନ ଅନୁଯାୟୀ ଆଉ ସୁଟିଂ କାର୍ଯ୍ୟ ଆଗକୁ ବଢିପାରୁନାହିଁ | ଏଲିନା ଗତ କିଛିଦିନ ହେବ ନିଜ ଗାଁ କୁ ଚାଲିଯାଇଛନ୍ତି ଆଉ ଗାଁରେ ଗୋଟେ ଗାଉଁଲି ଝିଅଭଳି ନିଜ ସାଙ୍ଗମାନଙ୍କ ସହ ବୁଲିବା ଆଉ ରଜ ପର୍ବ ପାଳନ କରୁଥିବାର ନଜର ଆସିଛନ୍ତି | ତେବେ ବନ୍ଧୁଗଣ ଆପଣମାନେ କିଛିଦିନ ତଳେ ଏଲିନାଙ୍କୁ ତାଙ୍କ ଗାଁ ରେ ରହି ବାରି ଜାମୁକୋଳି ଖାଉଥିବାର ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ |
ଯାହାକି ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରଲ ହେଉଥିଲା ତେବେ ବର୍ତମାନ ସମୟରେ ଏଲିନା ନିଜ ଘରେ ରଜ ପାଳନ କରୁଥିବାର ନଜର ଆସିଛନ୍ତି ତ ସେ ତାଙ୍କ ଗାଁ ଲୋକଙ୍କ ସହ ମିଶି ବହୁତ ସାରା ମଜାମସ୍ତି କରୁଥିବାର ନଜର ଆସିଛନ୍ତି ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଏଲିନା ସାମନ୍ତରାୟ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |