ଗାଧୋଇବା ପାଣିରେ ପକାନ୍ତୁ ଲେମ୍ବୁ ରସ, ଆଉ ତାପରେ ଦେଖନ୍ତୁ ଯାଦୁ, ପୁରା ଗୋରା ହୋଇଯିବ ଶରୀର, ବାସ ପକେଇବାର ସଠିକ ଉପାୟ ଜାଣି ନିୟନ୍ତୁ

ପୁରା ଦିନ ର ଥକାପଣ ଦୂର କରିବାକୁ ଲୋକେ ପାଣି ରେ ମୁହଁ ଓ ହାତ ଧୋଇଥାନ୍ତି କିମ୍ଭା ଗାଧୋଇଥାନ୍ତି I ଏପରି କ୍ଷେତ୍ର ରେ କେବଳ ପାଣି ର ବ୍ୟବହାର ହିଁ ଆପଣ ଙ୍କ ର ଥକାପଣ କୁ ଦୂର କରିଥାଏ I କିନ୍ତୁ ଏହି ପାଣି ରେ ଏପରି କିଛି ଜିନିଷ ରହିଛି ଯଦି ଆପଣ ପକାନ୍ତି ତେବେ ଏହାଦ୍ୱାରା ଆପଣ ଙ୍କ ର ତ୍ୱଚା ଗୋରା ହେଇଯାଇଥାଏ I ପ୍ରତୋକ ଘରେ ବି ଏହା ସହଜ ରେ ମିଳିଯାଇଥାଏ I

ଯଦି ଆପଣ ଗାଧୋଇବା ପାଣି ରେ ସାମାନ୍ୟ ଲେମ୍ବୁ ପକାଇ ଦିଅନ୍ତି ତେବେ ଆପଣ ଙ୍କ ର ଶରୀର ର ରଙ୍ଗ ଗୋରା ପଡିଯାଇଥାଏ I ଲେମ୍ବୁ ଏକ ଗୁଣକାରୀ ଅଟେ ଏଥିରେ ଭିଟାମିନ ସି ରହିଥାଏ ଯାହା ଦ୍ୱାରା ଆପଣ ଙ୍କ ର ତ୍ୱଚା ଗୋରା ହେଇଥାଏ I ଯଦି ଆପଣ ଙ୍କ ର ଶୀତଦିନ ରେ ତ୍ୱଚା ସମ୍ବନ୍ଧିତ ସମସ୍ୟା ଦେଖିବାକୁ ମିଳୁଛି ତେବେ ଲେମ୍ବୁ ର ବ୍ୟବହାର କରିପାରିବେ I

ଯଦି ଆପଣ ଗାଧୋଇବା ପାଣି ରେ 3-4 ଗୋଟି ଲେମ୍ବୁ ପକାଇ ଦିଅନ୍ତି ତେବେ ଆପଣ ଆପଣ ଙ୍କ ର ତ୍ୱଚା ଗୋରା ପଡ଼ିଯିବ I ପୁରା ଦିନ ଆପଣ ଫ୍ରେସ ଅନୁଭବ କରିବେ I ଯଦି ଆପଣ ଲେମ୍ବୁ ଓ ମହୁ କୁ ବରାବର ମାତ୍ରା ରେ ମିଶନ୍ତି ତେବେ ଚେହେରା ରେ କିଛି ସମୟ ଲଗାଇବା ପରେ ଧୋଇଦିଅନ୍ତି ତେବେ ଏହା ଦ୍ୱାରା ସାରା ଦିନ ଆପଣ ଫ୍ରେସ ଅନୁଭବ କରିବେ I

ପାଣି ରେ ଲେମ୍ବୁ ରସ ପକାଇବା ପରେ ହାତ କୁ କିଛି ସମୟ ସେଥିରେ ବୁଡାଇ ରଖନ୍ତୁ , ଏହା ପରେ ତଉଲିଆ ରେ ପୋଛି ଦିଅନ୍ତୁ ଦେଖିବେ ହାତ ରେ ଜମିଥିବା ମୈଲା ସବୁ ସଫା ହେଇଯିବ I ଯେଉଁ ଲୋକ ଙ୍କ ର ତେଲିଆ ସ୍କିଂନ ତାଙ୍କ ପାଁଇ ଏହି ଉପାୟ ବେଶ ଲାଭକାରୀ ଅଟେ I ଆପଣ ଙ୍କ ର ମୁହଁ ରେ ପିମ୍ପଲସ ସମସ୍ୟା ବି ରହିବ ନାହିଁ I