ଘରେ କେହି ନଥିବା ସମୟରେ, କୁନି ଝିଅକୁ କେମିତି ଆକଟ କରୁଛି ବିଲେଇ, Video ହେଉଛି ଭାଇରାଲ…

ନମସ୍କାର ବନ୍ଧୁଗଣ କୁନି ଝିଅକୁ ମାଆ ପରି ଆକଟ କରୁଛି ବିଲେଇ ବାଲ୍କୁନିର ରେଲିଂରେ ଚଢ଼ୁଥିଲା କୁନି ଛୁଆ ମନା କରୁଥିଲା ବିଲେଇ ଭିଡିଓ ହେଉଛି ଭାଇରାଲ୍ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର। ଏହି ଭିଡିଓରେ ବିଲେଇ ତାର ମାଲିକ ପ୍ରତି ତାହା ଦେଖିବାକୁ ମିଳୁଛି ତେବେ ସୋସିଆଲ ମିଡିଆରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଭିଡିଓ ପୋଷ୍ଟ କରାଯାଏ ଆଉ ସେଥିମଧ୍ୟରୁ କିଛି ଭାଇରାଲ୍ ହୋଇଥାଏ |

ସେହି ଭାଇରାଲ୍ ଭିଡିଓ ମଧ୍ୟରେ କିଛି ଏମିତି ଭିଡିଓ ଥାଏ ଯାହାକି ୟୁଜରଙ୍କ ମନ କିଣି ନେଇଥାଏ ଠିକ୍ ଏହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ଖୁସୀ ହୋଇଯିବେ ସାଧାରଣତଃ ଗୃହ ପାଳିତ ପଶୁ ମାନଙ୍କର ମଧ୍ୟରେ ବିଲେଇ ଓ କୁକୁର ଭିଡିଓ ଭାଇରାଲ୍ ହୋଇଥାଏ ଦେଖାଯାଇଥାଏ ଯେ କୁକୁର ସବୁବେଳେ ତାର ମାଲିକ ପ୍ରତି କେତେ ଯତ୍ନବାନ |

ଆଉ ସେହି ଭିଡିଓ ଗୁଡ଼ିକୁ ଲୋକମାନେ ବେଶ୍ ପସନ୍ଦ ମଧ୍ୟ କରିଥାନ୍ତି ଆଉ ବିଲେଇ ମାନେ ସାଧାରଣତଃ ସେମାନଙ୍କ ଅଜବ କାରନାମା ପାଇଁ ଭାଇରାଲ୍ ହୋଇଥାନ୍ତି ହେଲେ ଆଜିର ଭିଡିଓରେ ବିଲେଇ ତାର ମାଲିକ ପ୍ରତି କେତେ ଯତ୍ନବାନ ତାହା ଦେଖିବାକୁ ମିଳିଛି ଭିଡିଓଟିରେ ଗୋଟିଏ କୁନି ଛୁଆ ଏକା ଏକା ବାଲ୍କୁନିରେ ଖେଳୁଛି ବୁଲୁଛି ଆଉ ମଝିରେ ମଝିରେ ବାଲ୍କୁନିରେ ଲାଗିଥିବା ରେଲିଂକୁ ଧରି ଚଢ଼ିବାକୁ ଚେଷ୍ଟା କରୁଛି |