ବର୍ତମାନ ଗରମ ଦିନ ଚାଲିଛି ଏବଂ ସମୟ ବି ଏପରି ଚାଲିଛି ଯାହା ବିଷୟରେ ନ କହିଲେ ଭଲ | ଲୋକମାନେ ନିଜ ଘର ଭିତରେ ବନ୍ଧ ହେଇ ରହିଛନ୍ତି ଏବଂ ଏହି କାରଣରୁ ଅନେକ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ତେବେ, ଏହି ସମୟରେ ଦମ୍ପତିଙ୍କ ମାନଙ୍କ ମଧ୍ୟରେ ଜୋରଦାର ରୋମାନ୍ସ ବି ଚାଲିଛି | ତେବେ କାହିଁକି ହବନି? ସ୍ୱାମୀ-ସ୍ତ୍ରୀ ସମ୍ପର୍କ ତ ସେଇଥି ପାଇଁ ? କିନ୍ତୁ ଯଦି ସବୁଦିନ ରୋମାନ୍ସ ହେବ ତ ସ୍ୱାମୀଙ୍କର ଉର୍ଜା ବି ତ କମିଯିବ, ଏପରି ପରିସ୍ଥିତିରେ ଆପଣଙ୍କୁ ଗ୍ରୀଷ୍ମ ଋତୁରେ ଏହି ଫଳ ଖାଇବା ଆବଶ୍ୟକ |
ଆପଣ ଥରେ ଏହାକୁ ସେବନ କରି ଦେଖନ୍ତୁ ଆନନ୍ଦ ଦୁଇଗୁଣ ହେଇଯିବ |ଆମେ ଆଜି ଯେଉଁ ଫଳ ବିଷୟରେ କହୁଛୁ ତାହ ହେଉଛି ତରଭୁଜ | ଏହି ତରଭୁଜ ରେ ଅନେକ ପୋଷକତତ୍ୱ ରହିଛି I ଯାହା କି ପୁରୁଷ ଙ୍କ ର ରକ୍ତ ସଂଚାର କୁ ଦୁଇ ଗୁଣିତ କରିଥାଏ |
ପୁରୁଷ ଙ୍କ ର ଗୁପ୍ତାଙ୍ଗ ସ୍ଥାନରେ ମଧ୍ୟ ରକ୍ତସଂଚାଳନ ଅଧିକ ହେଇଥାଏ ଯାହା ଦ୍ୱାରା ତାହା ବହୁତ ଆକ୍ଟିଭ ରହିଥାଏ, ହରମୋନରେ ସନ୍ତୁଳନ ରକ୍ଷ୍ୟା କରାଇଥାଏ | ଟେସ୍ଟୋସ୍ଟେରନ ର ସ୍ତର ବୃଦ୍ଧି ହେଇଥାଏ | ଏବଂ ପୁରୁଷ ଙ୍କ ର ଷ୍ଟାମିନା ମଧ୍ୟ ବୃଦ୍ଧି ହେଇଥାଏ | ତେବେ ଗରମ ଦିନ ରେ ପୁରୁଷ ମାନେ ଏହି ତରଭୁଜ ସେବନ କରିବା ଦ୍ୱାରା ଅନେକ ଉପକୃତ ହାସିଲ ହେଇଥାଏ I
ତରଭୁଜ ସେବନ ର ଅନ୍ୟ କିଛି ଫାଇଦା ମଧ୍ୟ ରହିଛି ଯେପରି କି ଆପଣ ଙ୍କର ହଜମ ଶକ୍ତି ମଜବୁତ କରାଇବା, ଶରୀରରେ ରକ୍ତର ମାତ୍ରା ବଢାଇବା, ମାନସିକ ଦୁଶ୍ଚିନ୍ତା ଦୂର କରିବା | କିନ୍ତୁ ଏକ ସୀମିତ ମାତ୍ରା ରେ ହିଁ ଏହା ର ସେବନ କରିବା ଲାଭଦାୟକ ହେଇଥାଏ |