ଗରୁଡ଼ ପୁରାଣ ଅନୁସାରେ ଏହି 5ଟି କାର୍ଯ୍ୟ କରୁଥିବା ଲୋକେଙ୍କର ବୟସ ମାତ୍ର 45 ବର୍ଷ ହିଁ ହୋଇଥାଏ, ଏହା ଠାରୁ ଅଧିକ ସେ ବଞ୍ଚି ପାରନ୍ତି ନାହିଁଗରୁଡ଼ ପୁରାଣ ଅନୁସାରେ ଏହି 5ଟି କାର୍ଯ୍ୟ କରୁଥିବା ଲୋକେଙ୍କର ବୟସ ମାତ୍ର 45 ବର୍ଷ ହିଁ ହୋଇଥାଏ, ଏହା ଠାରୁ ଅଧିକ ସେ ବଞ୍ଚି ପାରନ୍ତି ନାହିଁ

ଜୀବନ ଓ ମୃତ୍ୟୁ ଭଗବାନ ଙ୍କ ହାତ ରେ ଅଛି I କେତେବେଳେ କେଉଁ ବ୍ୟକ୍ତି ଙ୍କ ର ଜନ୍ମ ହେବ କେଉଁ ବ୍ୟକ୍ତି ଙ୍କ ର ମୃତ୍ୟୁ ହେବ ଏହା କେବଳ ଭଗବାନ ହିଁ ଜାଣିଥାନ୍ତି I ଆମ ଧର୍ମ ଶାସ୍ତ୍ର ରେ କିଛି କାର୍ଯ୍ୟ ର ଉଲେଖ ରହିଛି ଯାହା କରିବା ଦ୍ୱାରା ଆମ ର ଆୟୁ କମିଯାଇଥାଏ I ଏପରି 5 ଗୋଟି କାମ ରହିଛି ଯାହା କରିବା ଦ୍ୱାରା ଆମ ର ଆୟୁ କମିଯାଇଥାଏ ଓ ଆମେ ଅଳ୍ପ ଆୟୁ ରେ ମୃତ୍ୟୁବରଣ କରିଥାଉ I

1. ରାତି ରେ ଦହି ସେବନ – ଦହି ସେବନ ଖୁବ ଶରିରୀ ପାଁଇ ଭଲ ହେଇଥାଏ କିନ୍ତୁ ଏହି ଦହି ରାତି ରେ ସେବନ କରିବା ଉଚିତ ନୁହେଁ I ଏହା ଦ୍ୱାରା ନାନା ପେଟ ରୋଗ ଆରମ୍ଭ ହେଇଥାଏ I ରାତି ରେ ଭୋଜନ କରିବା ପରେ ଆପଣ ଅଧିକ ପରିଶ୍ରମ କରି ନ ଥାନ୍ତି ଓ ଯାଇ ସୋଇପଡିଥାନ୍ତି ଯାହା ଦ୍ୱାରା କି ଖାଦ୍ୟ ଠିକ ରେ ହଜମ ହେଇ ନ ଥାଏ I ଯାହା ଦ୍ୱାରା କି ନାନା ସଂକ୍ରମଣ ଆରମ୍ଭ ହେଇଥାଏ I ତେଣୁ ରାତି ରେ ଦହି ସେବନ କୁ ବାରଣ କରାଯାଇଛି I

2.ଶୁଷ୍କ ମାଂସ ସେବନ – ବାସି କିମ୍ଭା କିଛି ଦିନ ର ମାସ କୁ ସେବନ କରିବା ଦ୍ୱାରା ବି ଏହା ଶରୀର ପାଁଇ ହାନିକାରକ ହେଇଥାଏ I କାରଣ ଏହା ସୁଖୀ ଯାଇଥାଏ ଏବଂ ଏଥିରେ ବ୍ୟାକ୍ଟେରିଆ ଉତ୍ପରଃନ ହେଇଥାନ୍ତି I ବ୍ୟାକ୍ଟେରିଆ ଦ୍ୱାରା ଆମ ଶରୀର ରେ ନାନା ସଂକ୍ରମଣ ବି ହେଇଥାଏ I ଯାହା ଦ୍ୱାରା ରୋଗ ର ଆରମ୍ଭ ହେଇଥାଏ I

3.ସକାଳୁ ଅଧିକ ସମୟ ଶୋଇବା – ସକାଳୁ ଅଧିକ ସମୟ ଶୋଇବା ଦ୍ୱାରା ମନୁଷ୍ୟ ର ଆୟୁ କମି ଯାଇଥାଏ I ଆୟୁର୍ବେଦ ଦୃଷ୍ଟି ରୁ ଦେଖିବାକୁ ଗଲେ ସକାଳୁ ବ୍ରହ୍ମମୁହୂର୍ତ ରେ ହିଁ ଶଯ୍ୟା ତ୍ୟାଗ କରିବା ଉଚିତ I ଏହି ସମୟ ରେ ବାତାବରଣ ରେ ଶୁଷ୍କ ବାୟୁ ରହିଥାଏ ଏହି ବାୟୁ ଶରୀର ପାଁଇ ଲାଭଦାୟକ ଅଟେ I କିନ୍ତୁ ଡେରି ପର୍ଯ୍ୟନ୍ତ ଶୋଇବା ଦ୍ୱାରା ଆପଣ ସେହି ସୁଦ୍ଧ ବାୟୁ ଗ୍ରହଣ କରି ପାରି ନ ଥାନ୍ତି I ଯାହା ଦ୍ୱାରା ନାନା ରୋଗ ଆରମ୍ଭ ହେଇଥାଏ I

4.ମସାଣି ର ଧୁଆ – ମସାଣି ର ଧୁଆ ଯାହା କି ସବ ଦାହ ସମୟ ରେ ଆସିଥାଏ I ଏକ ମୃତ ଶରୀର ର ପୋଡା ଯିବା ସମୟ ରେ ସେହି ଶରୀର ରେ ଥିବା ସମସ୍ତ ବ୍ୟାକ୍ଟେରିଆ ଏହି ଧୁଆ ରେ ଆସିଥାନ୍ତି ଯାହା କି ଆପଣ ଙ୍କ ର ନିଶ୍ୱାସ ରେ ଯାଇ ନାନା ରୋଗ ର କାରକ ହେଇଥାଏ I ଏବଂ ଏହି ରୋଗ ଦ୍ୱାରା ମନୁଷ୍ୟ ଙ୍କ ର ଆୟୁ କମିଯାଇଥାଏ I

5.ସକାଳୁ ଅତ୍ୟଧିକ ମୈଥୁନ କରିବା – ସକାଳ ସମୟ ରେ ମୈଥୁନ କରିବା ଦ୍ୱାରା ମନୁଷ୍ୟ ର ଆୟୁ କମିଯାଇଥାଏ I କାରଣ ସକାଳ ସମୟ ହେଇଥାଏ ଯୋଗ , ପ୍ରାଣାୟାମ ଆଦି କରିବା ର ସମୟ I କିନ୍ତୁ ଏହି ସମୟ ରେ ଯଦି କୌଣସି ବ୍ୟକ୍ତି ନାରୀ ଙ୍କ ସହ ଶାରୀରିକ ସମ୍ବନ୍ଧ ରେ ଲିପ୍ତ ରହିଥାନ୍ତି ତେବେ ସେହି ବ୍ୟକ୍ତି ଙ୍କ ର ଶରୀର କମଜୋର ହେଇଥାଏ I ଏହା ଦ୍ୱାରା ଆୟୁ କମିଯାଇଥାଏ I