କୌଣସି ବି ନାରୀ ଙ୍କ ର ବ୍ୟବହାର ଓ ଆଚରଣ ସମାଜ ରେ ବିଶେଷ ଗୁରୁତ୍ୱ ରହିଥାଏ I କୌଣସି ନାରୀ ବିନା ପୁରୁଷ ଅଧୁରା ରହିଥାଏ I ଜଣେ ପୁରୁଷ ଜୀବନ ଅତିବାହିତ କରିବା କୁ ଏକ ଜୀବନସାଥୀ ଟି ର ଆବଶ୍ୟକତା କରିଥାଏ I
ମହିଳା ଙ୍କୁ ସର୍ବଦା ସଂମାନ ଦୃଷ୍ଟି ରେ ଦେଖିବା ଜରୁରୀ ଅଟେ I କିନ୍ତୁ ଆମ ସମାଜ ରେ କିଛି କୁସଂସ୍କରୀ ଲୋକେ ରହିଛନ୍ତି ଯେଉଁମାନେ କି ମହିଳା ଙ୍କୁ ଅଶ୍ଳୀଳ ଦୃଷ୍ଟି ରେ ଦେଖିଥାନ୍ତି I
ଆଜି ଆମେ ଆପଣ ଙ୍କୁ କିଛି ଏପରି ଜରୁରୀ କଥା କହିବା କୁ ଯାଉଛେ ଯାହା କି ଆପଣ ଙ୍କ ର ଜାଣିବା ଜରୁରୀ ଅଟେ I କିଛି ସ୍ତ୍ରୀ ଏପରି ମଧ୍ୟ ରହିଥାନ୍ତି ଯାହା ଙ୍କ ସହ କୌଣସି ପୁରୁଷ ଙ୍କୁ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ I ଯଦି ପୁରୁଷ ମାନେ ଏପରି କରନ୍ତି ତେବେ ସେମାନେ ପାପ ରେ ଭାଗି ହେଇଥାନ୍ତି I
କୌଣସି ପୁରୁଷ ଙ୍କୁ ତାଙ୍କ ବନ୍ଧୁ ଙ୍କ ର ପତ୍ନୀ ଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ I ଭୁଲ ରେ ଚିନ୍ତା କରିବା ମଧ୍ୟ ଉଚିତ ନୁହେଁ I ଯଦି କୌଣସି ପୁରୁଷ ଏପରି କରନ୍ତି ତେବେ ସେ ପାପ ରେ ଭାଗିଦାରୀ ହେଇଥାନ୍ତି I
ଯେଉଁ ମହିଳା ବ୍ରହ୍ମଚର୍ଯ୍ୟ ର ପାଳନ କରିଥାନ୍ତି ସେହି ମହିଳା ଙ୍କୁ ଖରାପ ଦୃଷ୍ଟି ରେ ଦେଖିବା ମଧ୍ୟ ପାପ ହେଇଥାଏ I ଏହା ମଧ୍ୟ ଘୋର ପାପ ହେଇଥାଏ I
କୌଣସି ପୁରୁଷ କୌଣସି ଅବିବାହିତ ନାରୀ ସହ ସମ୍ବନ୍ଧ ରଖିବା ଉଚିତ ନୁହେଁ I ଏପରି କରିବା ଦ୍ୱାରା ମଧ୍ୟ ଆପଣ ପାପ ରେ ଭାଗିଦାରୀ ହେଇଥାନ୍ତି I
ଆପଣ ଙ୍କ ର ଶତ୍ରୁ ଙ୍କ ର ପତ୍ନୀ ଙ୍କ ସହ ମଧ୍ୟ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ I ଯଦି ଆପଣ ରାସ୍ତା ରେ ଶତ୍ରୁ ଙ୍କ ର ପତ୍ନୀ ଙ୍କୁ ଦେଖନ୍ତି ତେବେ ଅଣଦେଖା କରି ଚାଲିଯିବା ହିଁ ଭଲ ହେବ I