ଗୋଟେ ଏମିତି ଗାଁ ଯେଉଁଠି ସବୁ ଝିଅଙ୍କୁ ବେସ୍ୟା ହେବା ପାଇଁ ବାଧ୍ୟ କରିଥାନ୍ତି ତାର ଭାଇ ଓ ବାପା ମାନେ, ଆଉ ନିଜେ ବି…

ବେସ୍ୟା ଙ୍କର ଗ୍ରାମ– ଆମ ଦେଶ ରେ ଆଜି ମଧ୍ୟ ପୁଅ ଓ ଝିଅ ମଧ୍ୟ ରେ ଭେଦ ଭାବି ରହିଛି , ଏବଂ ଏହା ସତ୍ୱେ ମଧ୍ୟ ଏପରି ଅନେକ ପିତା ମାତା ଅଛନ୍ତି ଯେଉଁମାନେ କି ତାଙ୍କ ପିଲାଙ୍କୁ ପାଠପଢାଇ ଭଲ ସଂସ୍କାର ଦେଇଥାନ୍ତି | ଯାହା ଫଳରେ କି ବିବାହ ପରେ ବି ସେ ଯେଉଁ ଠାରେ ରୁହନ୍ତି ସେହି ଠାରେ ତାଙ୍କ ମାତା ପିତାଙ୍କ ର ନାମ କୁ ବଜାୟ ରଖିଥାନ୍ତି |

ଆଜିର ସମୟରେ ଝିଅ ମାନେ ପୁଅ ଙ୍କ ଠାରୁ କୌଣସି ମାତ୍ରା ରେ କମ ନୁହନ୍ତି

ଗୋଟେ ପଟେ ଦେଶ ରେ ଝିଅ ଙ୍କୁ ଉତ୍ସହ କରାଯାଉଛି କିଉଛି କିପରି ସେମାନେ ଆଗକୁ ବଢିବେ ଓ ପୁଅଙ୍କ ସମକକ୍ଷ ହେଇପାରିବେ | ତ ଅନ୍ୟ ପଟେ ଆମ ଦେଶ ରେ ଏପରି ମଧ୍ୟ ଏକ ସ୍ଥାନ ରହିଛି ଯେଉଁଠାରେ କି ଝିଅ ଙ୍କୁ ବେସ୍ୟା ବୃତି କୁ ଆପଣେଇବାକୁ ତାଙ୍କ ନିଜ ଘର ଲୋକେ ହିଁ ବାଧ୍ୟ କରିଥାନ୍ତି |

ଗୁଜୁରାଟ ର ବଡ଼ିଆ ଗ୍ରାମ ଅଟେ ବେଶ୍ୟା ଙ୍କ ଗ୍ରାମ

ଏମିତିରେ ତ ଦେଶ ରେ ଅନେକ ସ୍ଥାନ ରେ ଆପଣ ସେକ୍ସ ରେକଟ ଚାଲୁଥିବା ର ଦେଖିଥିବେ ଏବଂ ଗ୍ଲାମର ଜଗତର ଅନେକ ତରୁଣୀ ମାନେ ମଧ୍ୟ ଏଥିରେ ଫସି ରହିଛନ୍ତି | ଆଜି ଆମେ ଏହି ଯୋଉ ଗ୍ରାମ ବିଷୟ ରେ କହୁଚୁ ତାହା ସବୁଠାରୁ ଭିର୍ଣ୍ଣ ଅଟେ |

କହିବାକୁ ଗଲେ ଏହି ଗ୍ରାମ ପ୍ରତିଟି ଘର ର ଝିଅ ମାନେ କହିବାକୁ ଗଲେ ଏକ ବେଶ୍ୟ ଅଟନ୍ତି | ଏବଂ ସେମାନେ ଏହି କାର୍ଯ୍ୟ ରେ ସର୍ବଦା ହିଁ ଲିପ୍ତ ରହିଥାନ୍ତି |
ବେସ୍ୟା ଙ୍କର ଗ୍ରାମ

ଗୁଜୁରାଟ ର ଏହି ଗ୍ରାମ ରେ ଆପଣ ଙ୍କୁ ଗୋଟେ ବି ଏପରି ଝିଅ ମିଳିବେନି ଯିଏ କି ଏହି ବେସ୍ୟା ବୃତି ରେ ଲିପ୍ତ ନ ଥିବେ | କାରଣ ଏହି ଗ୍ରାମ ର ପ୍ରତିଟି ଝିଅ ଏହି କାର୍ଯ୍ୟ ରେ ଲିପ୍ତ ରହିଥାଏ |