ଯେପରି କି ଆପଣ ଜାଣିଛନ୍ତି ଦୁନିଆ ରେ ସବୁ ଖେଳ ଅପେକ୍ଷ୍ୟା କ୍ରିକେଟ ଖେଳ ର ଲୋକପ୍ରିୟତା ସବୁଠାରୁ ଅଧିକ ଅଟେ I ତେବେ ଏହି ଖେଳ ର ଅନେକ ନିୟମ ବି ରହିଥାଏ ଯାହା ଖୁବ କମ ଲୋକେ ହିଁ ଜାଣିଛନ୍ତି I ତେବେ ଏହି କ୍ରିକେଟ ଖେଳ ଉପରେ ଏକ ପ୍ରଶ୍ନ ଲୋକ ଙ୍କ ମନ କୁ ଆସିଥାଏ କି ଜଣେ ବ୍ୟାଟ୍ସମ୍ୟାନ ଏକ ବଲ ବ୍ୟାଟିଂ କରିବା ପରେ ସର୍ବାଧିକ କେତେ ରନ ଦୌଡ଼ି ଦୌଡ଼ି ନେଇପାରିବ I
ଅଧିକାଂଶ ଲୋକେ ତ ଏହା ହିଁ ଭାବିଥାନ୍ତି କି ସର୍ବାଧିକ 3 ରନ ହିଁ ଦୌଡ଼ି ଦୌଡ଼ି ନେଇହେବ I କିନ୍ତୁ ଏହି ପ୍ରଶ୍ନ କୁ ଯଦି ଆପଣ କ୍ରିକେଟ ଇତିହାସ ରେ ଯୋଡି ଦେଖିବେ ତେବେ ଜାଣିପାରିବେ ଜଣେ ଖେଳାଳି କେତେ ରନ ଦୌଡ଼ି ଦୌଡ଼ି ନେଇପାରିବ I ଯଦି ପ୍ରଥମ ଶ୍ରେଣୀ କ୍ରିକେଟ କଥା ଦେଖିବା ତେବେ ସେଥିରେ ସର୍ବାଧିକ 10 ରନ ଦୌଡ଼ି ଦୌଡ଼ି ନେଇପାରିବେ I ତେବେ ଆପଣ ଭାବୁଥିବେ ଏହି ରେକର୍ଡ କେବେ ହେଇଥିଲା I
ତେବେ 1877 ମସିହା ରେ ଆଲବର୍ଟ ହାଲ ନାମ ଜଣେ ଖେଳାଳି ଏକ ବଲ ରେ ଦୌଡ଼ି ଦୌଡ଼ି ସର୍ବାଧିକ 10 ରନ କରିଛନ୍ତି I ଏହି ରେକର୍ଡ ର ବରାବରୀ କରି 1960 ରେ ସଏମୱାଲ ବୁଡ଼ ଅଂତରରାଷ୍ଟ୍ରୀୟ କ୍ରିକେଟ ରେ ଏକ ବଲ ରେ ସର୍ବାଧିକ 8 ରନ ନେଇଥିଲେ I ସେ 3 ରନ ନେବାପରେ ଯେତେବେଳେ ଵିକେଟ କିପର ବଲ ଧରିବାକୁ ଚେଷ୍ଟା କରିଥିଲା ପାରି ନ ଥିଲା I ଏବଂ ଏହି ବଲ ତାଙ୍କ ହେଲମେଣ୍ଟ ରେ ବାଜିଥିଲା ଯାହା ଦ୍ୱାରା ପେନାଲିଟି ଭାବ ରେ ଓଁପେୟାର ତାଙ୍କୁ 5 ରନ ଅଧିକ ଦେଇଦେଇଥିଲେ I ତେଣୁ ତାଙ୍କ ର ଏକ ବଲ ରେ 8 ରନ କରିବା ର ରେକର୍ଡ ରହିଛି I
ଗୋଟେ ବଲରେ ସର୍ବାଧିକ କେତେ ରନ ଦୌଡିକି ନେଇ ପାରିବେ ଖେଳାଳି? ୯୯% ଲୋକେ ଜାଣି ନଥିବେ ଏହାର ସଠିକ ଉତ୍ତର
