SBI ବ୍ୟାଙ୍କର ଗ୍ରାହକ ମାନଙ୍କ ପାଇଁ ଆସିଲା ବଡ ଖୁସିର ଖବର, ଶୁଣିଲେ ଆପଣ ବି ଖୁସିରେ ନାଚି ଉଠିବେ… ଦେଖନ୍ତୁ ପୁରା ଖବର…

ବନ୍ଧୁଗଣ ଯଦି ଆପଣମାନେ SBI ରେ ଖାତା ଖୋଲିଛନ୍ତି ଟଙ୍କା ଜମା ଏବଂ ଉଠାଣ ମଧ୍ୟ କରୁଛନ୍ତି ତେବେ ଆପଣମାନଙ୍କ ପାଇଁ ଆସିଲା ଏକ ବଡ଼ ଖୁସି ଖବର ଯାହାକି ଭାରତୀୟ ଷ୍ଟେଟ ବ୍ୟାଙ୍କ ବଢ଼ିଲା ସୁଦ୍ଧ ହାର ଆସନ୍ତା ଜୁନ 1 ତାରିଖ ରୁ ଏହୁ ସୁଦ୍ଧ ହାର ଲାଗୁ ହେବ ତେବେ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ଖବର ଆସନ୍ତୁ ଜାଣିବା |

ତେବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଜର ଏକ୍ସଟରେନାଲ ବେଜ ମାର୍କ ଲେଣ୍ଡିଙ୍ଗ ରେଟ ଯାହାକି ବୃଦ୍ଧି କରାଯାଇଛି | ବ୍ୟାଙ୍କ ପକ୍ଷରୁ ଗୃହ ଋଣ ଉପରେ ଏବିଏଲଆର 0.5 % ବୃଦ୍ଧି କରି 7.05 % ଧାର୍ଯ୍ୟ କରାଯାଇଛି ପୂର୍ବରୁ ଏହା 6.65 % ଥିଲା ଏହା ସହ ରିପଲିଣ୍ଟ ଲେଣ୍ଡିଙ୍ଗ ରେଟ ଯାହାକି ଆରଏଲ କୁ 6.65 % ବୃଦ୍ଧି କରାଯାଇଛି |

ତେବେ ଏହା ପୂର୍ବରୁ 6.25 % ଥିଲା ଏସବୁ ସୁଦ୍ଧ ସହିତ କ୍ରେଡିଟ ରିସ୍କ ପ୍ରିମିୟମ ସିଆରପି ଲାଗୁ ହେବ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ୱେବସାଇଟ ରେ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା ଜୁନ 1 ରୁ ଏହି ବର୍ଦ୍ଧିତ ସୁଦ୍ଧ ହାର ଲାଗୁହେବ |

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଇବିଏଲଆର କଣ ଏଜର ଅର୍ଥ ହେଉଛି ଏଷ୍ଟ୍ରନାଲ ବେଚମାର୍କ ଲେଣ୍ଡିଙ୍ଗ ରେଟ ରିଜର୍ଵ ବ୍ୟାଙ୍କ ଗତ 1 ଅକ୍ଟୋବର 2019 ରୁ ନିଜର ଗୃହ ଲୁଣ ସୁଦ୍ଧ ହାର କୁ ସଂଯୁକ୍ତ କରିଛି ଅର୍ଥାତ ରିଜର୍ଵ ବ୍ୟାଙ୍କ ରେପୋ ହାର ବଢ଼ାଇଲେ ବ୍ୟାଙ୍କ ନିଜର ଏବିଏଲଆର ବୃଦ୍ଧି କରିଥାଏ|

ଏହି କ୍ଷେତ୍ରରେ ରିଜର୍ଵ ବ୍ୟାଙ୍କ ରେପୋ ହାରକୁ ଷ୍ଟେଟ ବ୍ୟାଙ୍କ ଏଷ୍ଟ୍ରୋନାଲ ବ୍ୟାଚ ମାର୍କ ଭାବେ ଗ୍ରହଣ କରିଛି ଚଳିତ ମାସ 4 ତାରିଖରେ ରିଜର୍ଵ ବ୍ୟାଙ୍କ ରେପୋ ହାର ବୃଦ୍ଧି କରିଥିଲା ତେବେ ବନ୍ଧୁଗଣ ଏହା ଥିଲା ବର୍ତ୍ତମାନ ସମୟର ବଡ଼ ଖବର |