ଗୁରୁତ୍ତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ଏହି Heroine, ସମସ୍ତେ କରୁଛନ୍ତି ପ୍ରାଥନା…

ଗୁରୁତ୍ୱର ଅବସ୍ତାରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ଏହି ଟେଲି ଅଭିନେତ୍ରୀ । ତେବେ ଏହି ଅଭିନେତ୍ରୀ ଜଣଙ୍କ ଡାଇଲେସିସ ଦେଇ ଗତି କରୁଛନ୍ତି । ତେବେ ଯେବେ ଠାରୁ ନିଜର କିଡ୍ନୀ ଫେଲ ହେବା ପରେ ଏହି ଖବର ଟି ସୋସିଆଲ ମିଡିଆ ରେ ଭାଇରଲ କରିଛନ୍ତି । ଏବଂ ସେବେ ଠାରୁ ତାଙ୍କର ଅସୁବିଧା ବିଗିଡିବାରେ ଲାଗିଛି । ତାଙ୍କର ଏହି ରୋଗ ପାଇଁ ତାଙ୍କ ହାତ ରୁ ଅନେକ କାମ ଚାଲି ଯାଉଛି ।

ତେବେ ଗୁରୁତ୍ୱର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ମେଡିକାଲ ରେ ଏହି ଅଭିନେତ୍ରୀ ଜଣଙ୍କ । ବାରମ୍ବାର ଡାଇଲେସିସ ଏବଂ କାମର ଚିନ୍ତା ହେତୁ ସେ ସଂମ୍ପର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ତେବେ ନିକଟ ରେ ଏକ ସାକ୍ଷ୍ୟାତ କାର ରେ ସେହି ଅଭିନେତ୍ରୀ କହିଛନ୍ତି ଯେ ମୁଁ ଏହି ଦୁଇ ଦିନ ହେବ ଧାରାବାହିକ ରେ ସୁଟିଂ କରି ଫେରି ଥିବା ବେଳେ ଡାଇଲେସିସ୍ ଯୋଗୁଁ କାମ କରି ପାରୁ ନାହିଁ । ଯେଉଁ ଦିନ ଡାଇଲେସିସ ଥାଏ ସେହି ଦିନ ସେଠାରେ ପହଁଚିବାରେ ବହୁତ ଅସୁବିଧା ହୁଏ ।

ପ୍ରତି ସପ୍ତାହ ରେ 3 ଦିନ ଏବଂ ମାସ କୁ 12 ଥର ଡାଇଲେସିସ୍ ପାଇଁ ଯିବାକୁ ପଡେ । ଏହା ସେତେ ବେଳେ ପର୍ଯ୍ୟନ୍ତ ଚାଲିବ ଯେତେ ବେଳେ ପର୍ଯ୍ୟନ୍ତ କିଡ୍ନି ମିଳି ନାହିଁ । ପ୍ରତିଥର ଡାଇଲେସିସ ପାଇଁ 15 ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ଏହା ସହିତ ଔଷଧ ଖର୍ଚ୍ଚ ଅଲଗା ରହିଛି । ଲୋକପ୍ରିୟ ଟିଭି ସିରିଏଲ ଅଭିନେତ୍ରୀ ଅନନ୍ୟା ସୋନି କହିଛନ୍ତି ଯେ ମେଡିକାଲ କାମ ପାଇଁ ରୋଜଗାର ଠିକ୍ ସେ କରି ହେଉ ନାହିଁ । ରୋଜଗାର କମ୍ ହେଉଥିବା ରୁ ଏକ ଛୋଟ ଘର ନେଇ ହସ୍ପିଟାଲ ପାଖରେ ରହୁଛି ।

ଏହା ସହିତ ଯିବା ଆସିବା ଖର୍ଚ୍ଚ ବି ବଞ୍ଚି ଯାଉଛି । ମୋର ଦେହ ଅସୁସ୍ଥ ହେବା ପରେ ନିର୍ଦ୍ଧେଶକ ଏବଂ ପ୍ରୋଜଜକ ମାନେ ଭୟ କରୁଛନ୍ତି କି ମୋର ଏମିତି ଅବସ୍ଥା ରେ ସେମାନେ ଯଦି ମତେ ସାଇନ୍ କରିବେ ତେବେ ଅଧା ସୁଟିଂ ରେ ଯଦି କିଛି ହୋଇଯିବ ସେହିଥି ପାଇଁ ସେମାନେ ମତେ କାମରେ ନେଉ ନାହାଁନ୍ତି । ସେହିଥି ପାଇଁ ସେ ଛୋଟ ଭୂମିକା ରେ ଅଭିନୟ କରି ଗୁଜୁରାଣ ମେଣ୍ଟାଉଛନ୍ତି ।