ନମସ୍କାର ବନ୍ଧୁଗଣ ହାଇଦ୍ରାବାଦରେ ପହଞ୍ଚିଛନ୍ତି ପିଣ୍ଟୁ ନନ୍ଦ ଆଉ ତାଙ୍କର ଶରୀର ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି ଏବେ ସାମ୍ନାକୁ ଆସିଛି ଆଉ ଗୋଟିଏ ଚେହେରା ଯେଉଁଥିରେ ସେ ହାଇଦ୍ରାବାଦରେ ପହଞ୍ଚିଲା ମାତ୍ରେ ମୁଣ୍ଡରୁ ସବୁ ଚୁଟିକୁ କାଢ଼ି ଦେଇଛନ୍ତି ଯାହାକି ସଂପୂର୍ଣ୍ଣ ରୂପେ ଲଣ୍ଡା ହୋଇ ଯାଇଛନ୍ତି ଏହି ଦୃଶ୍ୟ ଏବେ ଆପଣମାନେ ଦେଖି ପାରୁଥିବେ ଯେ କିଭଳି ପିଣ୍ଟୁ ନନ୍ଦଙ୍କ ମୁଣ୍ଡରେ ଆଉ ଚୁଟି ନାହିଁ ଦିଲ୍ଲୀ ମେଡ଼ିକାଲ୍ ରୁ ହାଇଦ୍ରାବାଦକୁ ଆସିବା ପରେ କିଛି ଏଭଳି ଦୃଶ୍ୟ ଏବେ ସାମ୍ନାକୁ ଆସିଛି ହେଲେ ପିଣ୍ଟୁ ନନ୍ଦ କାହିଁକି ନଣ୍ଡା ହେଲେ ହାଇଦ୍ରାବାଦର ଏହି ମେଡିକାଲରେ ଡାକ୍ତର କାହିଁକି ପିଣ୍ଟୁ ନନ୍ଦଙ୍କୁ ନଣ୍ଡା ହେବାକୁ କହିଲେ।
ଦୁଇଦିନ ତଳେ ଦିଲ୍ଲୀ ମେଡ଼ିକାଲ୍ ରୁ ହାଇଦ୍ରାବାଦ ଆସିଛନ୍ତି ତେବେ ଦିଲ୍ଲୀ ମେଡ଼ିକାଲ୍ ରେ ଥିବା ସମୟରେ ପିଣ୍ଟୁ ନନ୍ଦଙ୍କ ଲିଭରରୁ ରକ୍ତସ୍ରାବ ହୋଇଥିଲା ଯେଉଁଥିରେ ଦିଲ୍ଲୀ ଡାକ୍ତର ସିଧା ହାଇଦ୍ରାବାଦକୁ ରେଫର୍ କରିଥିଲେ ହାଇଦ୍ରାବାଦରେ ପହଞ୍ଚିଲା ପରେ ପିଣ୍ଟୁ ନନ୍ଦ ଏଭଳି ନଣ୍ଡା ହୋଇଥିବା ଦେଖିବାକୁ ମିଳିଛି ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି ଯାହାକି ଲିଭର ଗୋଟିଏ ପ୍ରକାରରେ ଖରାପ ହୋଇ ଯାଇଛି |
ଯାହାକି କିଛିଦିନ ତଳେ ଡାକ୍ତର କହିଥିଲେ ୮୦ ପ୍ରତିଶତ ଲିଭର ତାଙ୍କର ଖରାପ ହୋଇ ଯାଇଛି ଏବେ ଯଦି ଅନୁମାନ କରାଯିବ ଏହି ପ୍ରତିଶତ ଏବେ ବଢିଯାଇପାରେ ଆଉ ୬ଦିନ ତଳେ ଲିଭରରୁ ରକ୍ତ ବି ବାହାରୁଥିଲା ଶରୀରରେ ପାଚକ ତତ୍ତ୍ଵ ଏବଂ ଖାଦ୍ୟ ପହଞ୍ଚିବା ପାଇଁ ଲିଭରର ମୁଖ୍ୟ ଭୂମିକା ରହିଛି ଆଉ ପିଣ୍ଟୁ ନନ୍ଦଙ୍କ ଲିଭର ଏବେ ମାତ୍ର ୨୦ ପ୍ରତିଶତ କାମ କରୁଛି ଆଉ ଏଭଳି ସ୍ଥଳରେ ଶରୀରର ସବୁ ଅଙ୍ଗକୁ ଯେତେ ପ୍ରତିଶତ ପୋଷାକ ଆବଶ୍ୟକ ହେଉଥିବ |