ହଜାର ଲୋକଙ୍କ ସାମ୍ନାରେ ଏହି ଅଭିନେତା ଅଭିନେତ୍ରୀ କାଜଲଙ୍କର ଇଜ୍ଜତ ଉପରେ ଦେଲେ ହାତ, ଯାହା କଲେ ଜବରଦସ୍ତ କଲେ

ସାଉଥ ଫିଲ୍ମ ର ଅଭିନେତ୍ରୀ କାଜଲ ଅଗ୍ରୱାଲ ଙ୍କୁ ବିଗତ ଦିନ ରେ ଏପରି କିଛି ଘଟଣା ର ସମୁଖୀନ କରିବାକୁ ପଡିଛି I ଫିଲ୍ମ Kavacham ର ଟିଜର ଲଞ୍ଚ ରେ ତାଙ୍କ ର କୋ ଷ୍ଟାର ଛୋଟା କେ ନାଇଡୁ ତାଙ୍କୁ ଜବରଦସ୍ତି କିସ କରିଛନ୍ତି I

ସୋମବାର ହାଇଦ୍ରାବାଦ ରେ ଫିଲ୍ମ Kavacham ର ଟିଜର ଲଞ୍ଚ ସମୟ ରେ କାଜଲ ଧନ୍ୟବାଦ ଜଣାଇଥିଲେ I ଏବଂ ସେ ସମୟ ରେ ସେ କୋ ଷ୍ଟାର ନାଇଡୁ ଙ୍କ ର ନାମ ନେଇଥିଲେ I ଏବଂ ଷ୍ଟେଜ ରେ ତାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କୁ କିସ ବି କରିଛନ୍ତି I ଏହା ଦେଖି କାଜଲ ଟିକେ ଚମକିଯାଇଥିଲେ I ତେବେ ଏହି ସମୟ ର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଯାଇଥିଲା I

ଏବଂ ପର ମୁହୂର୍ତ୍ତ ରେ କେ ନାଇଡୁ ନିଜ କଥା ବଦଳାଇଦେଇଥିଲେ ଏବଂ କାଜଲ ଙ୍କ ଦୋଷ ଦେଇଥିଲେ ଏବଂ କହିଲେ କେ ନାଇଡୁ ଏପରି କରିବାକୁ ତାଙ୍କ ର ସାହସ ନାହିଁ I ତେଣୁ ସେ ଷ୍ଟେଜ ଉପରେ ଏପରି କିସ କରିଥିଲେ I କାଜଲ ଅନେକ ବଲିଉଡ ଫିଲ୍ମ ରେ କାମ କରିଛନ୍ତି I ଏବଂ ସେ ରୋହିତ ସେଠୀ ଙ୍କ ର ଫିଲ୍ମ ରେ ବି ଡେବ୍ୟୁ କରିଛନ୍ତି I