ହାତକୁ ହାତରେ ଏମିତି ମାରିଥିଲା… ସାମ୍ନାକୁ ଆସିଲା Dineshଙ୍କ ଏମିତି ଭିଡ଼ିଓ, ଦେଖିଲେ କହିବେ ବାଃ ବାଃ… ଦୀପିକା ଠିକ କରୁଛି…

ନମସ୍କାର ବନ୍ଧୁଗଣ ଦୀପିକା ପର୍ଦ୍ଦାଫାଶ କଲେ ଦିନେଶର ଆଣ୍ଠୁଆ ପ୍ରେମ ରାଜଧାନୀର ଏକ ପ୍ରତିଷ୍ଠିତ କଲେଜ୍ ପାଖର ଏହି ଦୃଶ୍ୟ ପରି ଜଣା ପଡ଼ୁଥିବା ଏଠି ଜଣାପଡୁଛି ଯେ କିଭଳି ଅନ୍ଧାର ଜାଗାରେ ମୋବାଇଲ୍ ଟର୍ଚ୍ଚ ଆଲୁଅରେ ଆଣ୍ଠେଇ ଆଣ୍ଠେଇ ପ୍ରେମ ନିବେଦନ କରୁଛନ୍ତି ଦିନେଶ ହେଲେ ଯୁବତୀ ଜଣଙ୍କ ଜାଣିଛନ୍ତି କି ଯାହାର ପ୍ରେମ ନିଦେବନ ସେ ସ୍ୱୀକାର କରିବା ପାଇଁ ଯାଉଛି ସେ ଆଗରୁ ଆଉ ଗୋଟିଏ ଝିଅକୁ ପ୍ରେମ ନିବେଦନ କରି ଗୋଟିଏ ଛୁଆର ମାଆ ବନେଇ ସାରିଛି |

ଦୀପିକା ପ୍ରମାଣିତ କରି ଦେଇଛନ୍ତି ପ୍ରେମ ପାଇଁ କେତେ ନାଟକବାଜି କରିପାରେ ଦିନେଶ ପ୍ରେମ ପାଇଁ ଯେତେବେଳେ ନିଜଠୁ ୨ ବର୍ଷ ବଡ ଝିଅକୁ ପ୍ରତିଶ୍ରୁତି ଦେଇ ଦେଇ କୁକୁର ନେଇଯାଏ ତ କେତେବେଳେ ରାସ୍ତା ଉପରେ ଆଣ୍ଠେଇ ପଡି ଗୋଲାପ ବି ଦେଇଦିଏ ଦୀପିକା ଦେଇଥିବା ଏହି ଭିଡିଓ ତାହା ହିଁ ପ୍ରମାଣ କରି ଦେଉଛି ଆଉ ଦିନେଶର କିଭଳି ଭାବରେ ଲାଳାୟିତ କରିଦେବା ଗୁଣ ଅଛି ତାହା ବି ଜଣା ପଡୁଛି ଏହି ଭିଡ଼ିଓରୁ ନହେଲେ ରାସ୍ତା ଉପରେ ଝିଅକୁ ପ୍ରପୋଜ୍ କରିବାର ଏହି ଷ୍ଟାଇଲ ରସିକ ପଣିଆର ପରିଚୟ ନୁହେଁ ତ ଆଉ କଣ।

ଦୀପିକା ଏହି ସଞ୍ଜ ଭିଜୁଆଲ ଦେଇଛନ୍ତି ଗଣମାଧ୍ୟମକୁ ଓ ଏହା ସହିତ ମଧ୍ୟ ଦିନେଶଙ୍କ ମୁଖା ଖୋଲି ଦେଇଛନ୍ତି ତେବେ ଦିନେଶଙ୍କ ଦୁଆରେ ବସିଥିବା ଦୀପିକା କେବଳ ଚାହାଁନ୍ତି ନିଜ ପୁଅ ପାଇଁ ପରିଚୟ ଯାହା ସେ ମୂଳରୁ ହିଁ ପରିଷ୍କାର କରି ଆସିଛନ୍ତି ତାଙ୍କର ସେଭଳି କୌଣସି ସ୍ବପ୍ନ ନାହିଁ ପୁଣିଥରେ ଦିନେଶ ସହିତ ପ୍ରେମର ସମ୍ପର୍କ ଗଢ଼ିବାକୁ ଯାହାକି କିଛି ଗଣମାଧ୍ୟମରେ ରଙ୍ଗ ଢ଼ଙ୍ଗ ଆଉ ମିର୍ଚି ମସଲା ନେଇ ପରିବେଷଣ କରାଯାଉଛି ଦୀପିକା ମୂଳରୁ କହିଦେଇଛନ୍ତି |

ସେ ଚାହାଁନ୍ତି ନାହିଁ ଦିନେଶ ସହିତ ସୁନାର ସଂସାର ସେ କେବଳ ଚାହାଁନ୍ତି ଦିନେଶ ସହିତ ଏଥିପାଇଁ ରହିବାକୁ କାରଣ ସେ ଚାହାଁନ୍ତି ଗୋଟିଏ ପୁଅ ପାଇଁ ବାପର ପରିଚୟ ଆଉ ଏହି ଭିଜୁଆଲ ଦ୍ଵାରା ସେ ଏକଥାକୁ ବି ପ୍ରମାଣିତ କରି ଦେଇଛନ୍ତି ସେ ଯେଉଁ ଅଭିଯୋଗ ଆଣିଛନ୍ତି କଦଳୀ ବାଲା ଝିଅ ସହିତ ଦିନେଶଙ୍କ ସମ୍ପର୍କ ଅଛି |

ଇଏ ହେଉଛନ୍ତି ସେହି ଯୁବତୀ ଜଣଙ୍କ ଆଉ ଯାହାଙ୍କ ସାଇଟ୍ ପବ୍ ରେ ତାଳକୁ ତାଳ ପକେଇ ନାଚୁ ଥିବାର ଭିଜୁଆଲ ଏବେ ଗଣମାଧ୍ୟମକୁ ଦେଇଛନ୍ତି ଦୀପିକା ଦେଇଥିଲେ ହାତକୁ ଛାଟି ସାର୍ଟକୁ ଝିଙ୍କି ଯୁବତୀଙ୍କ ସହିତ ରଙ୍ଗୀନ ଡାନ୍ସ କରୁଛନ୍ତି ଦିନେଶ ନାଚ କର ଭଲ କଥା କିନ୍ତୁ ଗୋଟିଏ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ତାକୁ ଗର୍ଭବତୀ କରାଇ ଦାଣ୍ଡରେ ବସାଇବା କୌଣସି ଭଦ୍ର ସମାଜର ପୁରୁଷର ପରିଚୟ ନୁହେଁ।