ସୃଷ୍ଟି ର ନିୟମ ରେ କେବଳ ମନୁଷ୍ୟ ନୁହେଁ ଭଗବାନ ବି ବାନ୍ଧି ହେଇଛନ୍ତି I ଏହି ନିୟମ ରେ ଚାଲିବାକୁ ହେଇଥାଏ I ସଂସାର ରେ ଯଦି ଜନ୍ମ ହେଇଚ ତେବେ ମୃତ୍ୟୁ ସୁନିଶ୍ଚିତ ଅଟେ I ତେବେ ଆପଣ ଭାବୁଥିବେ ମନୁଷ୍ୟ ଙ୍କ ର ମୃତ୍ୟୁ ଅଚାନକ କିପରି ହେଉଛି ତେବେ ଆପଣ ଭୁଲ ଭାବୁଛନ୍ତି , କାରଣ ମନୁଷ୍ୟ ମୃତ୍ୟୁ ପୂର୍ବ ରୁ ଯମରାଜ କିଛି ସଂକେତ ଦେଇଥାନ୍ତି I
ଜଣେ ମନୁଷ୍ୟ ବିଷୟ ରେ ଭବିଷ୍ୟବାଣୀ କରିବା ସହଜ ହେଇଥାଏ କିନ୍ତୁ କୌଣସି ବି ବ୍ୟକ୍ତି ଙ୍କ ର ମୃତ୍ୟୁ ବିଷୟ ରେ କହିବା ଏତେ ସହଜ ହେଇ ନ ଥାଏ I ସାରା ସଂସାର ରେ କେହି ବି ଜାଣି ନ ଥାନ୍ତି କି ମୃତ୍ୟୁ କେବେ ହେବ I ତେବେ ଆଜି ଆମେ ଆପଣ ଙ୍କୁ ଯେଉଁ କଥା କହିବାକୁ ଯାଉଛୁ ଏହା ଶୁଣି ଆପଣ ବି ଆଶ୍ଚଯ୍ୟ ହେବେ I ଏହା ହିଁ ହେଇଥାଏ କି ମୃତ୍ୟୁ ପୂର୍ବ ରୁ ଯମରାଜ ଆମ କୁ କିଛି ସଂକେତ ଦେଇଥାନ୍ତି I ଏବଂ ଏହି ସଂକେତ କୁ ଆମେ ଅଣଦେଖା କରିଥାଉ I
ଆସନ୍ତୁ ଜାଣିବା ଲକ୍ଷଣ ବିଷୟ ରେ
1.ଯେଉଁ ବ୍ୟକ୍ତି ଙ୍କ ର ମୃତ୍ୟୁ ହେବ ସେହି ବ୍ୟକ୍ତି ଙ୍କୁ ଚନ୍ଦ୍ର ରେ ଫାଟ ଦେଖାଯିବ I କେବଳ ସେହି ବ୍ୟକ୍ତି ଦେଖି ପାରିବେ I ଏବଂ ଏହା ର 7ଦିନ ଭିତରେ ସେହି ବ୍ୟକ୍ତି ଙ୍କ ର ମୃତ୍ୟୁ ହେବ I ଏପରି ସଂକେତ ପାଉଥିବା ବ୍ୟକ୍ତି ଖୁବ ଶୀଘ୍ର ମୃତ୍ୟୁ ବରଣ କରିଥାନ୍ତି I
2.ଯେଉଁ ବ୍ୟକ୍ତି ଙ୍କ ର ମୃତ୍ୟୁ ନିକଟତର ହେଇଥାଏ ସେହି ବ୍ୟକ୍ତି ଙ୍କୁ ଖାଲି ମୃତ ବ୍ୟକ୍ତି ହିଁ ଦେଖା ଯାଇଥାନ୍ତି I କେବେ ଏକାକୀ ତ କେବେ ସମସ୍ତ ଙ୍କ ସମୁଖ ରେ I
3.କବରସ୍ଥାନ କୁ ଯିବାକୁ ହେଲେ ମନୁଷ୍ୟ ଙ୍କୁ ସଲାମ କହିବାକୁ ପଡିଥାଏ ଓ ଏବଂ ସେଠାରେ ମୁର୍ଦା ଙ୍କୁ ବି ସଲାମ କୁହାଯାଇଥାଏ କିନ୍ତୁ କେବେ ହେଲେ ତାଙ୍କ ର ସଲାମ ଶୁଣାଯାଇ ନ ଥାଏ I କିନ୍ତୁ ଯେଉଁ ବ୍ୟକ୍ତି ଙ୍କୁ ସେହି ସଲାମ ର ଉତ୍ତର ଶୁଣାଯାଇଥାଏ ସେହି ବ୍ୟକ୍ତି 3 ଦିନ ମଧ୍ୟ ରେ ମୃତ୍ୟୁବରଣ କରିଥାନ୍ତି I
4.କୁହାଯାଇଥାଏ କି ମନୁଷ୍ୟ ର ଛାଇ କେବେ ହେଲେ ତା ଠାରୁ ଦୁରେଇ ନ ଥାଏ କିନ୍ତୁ ମୃତ୍ୟୁ ସମୟ ରେ ସେହି ବ୍ୟକ୍ତି ଙ୍କ ର ଛାଇ ବି ଦୁରେଇ ଯାଇଥାଏ I
5.ଯଦି ଜଣେ ମନୁଷ୍ୟ ଙ୍କୁ ଆଇନା ରେ ତାଙ୍କ ଚେହେରା ସହ କୌଣସି ମୃତ ବ୍ୟକ୍ତି ଙ୍କ ର ଚେହେରା ଦେଖାଯାଇଥାଏ ତେବେ ସେହି ବ୍ୟକ୍ତି 24 ଘଣ୍ଟା ରେ ହିଁ ମୃତ୍ୟୁବରଣ କରିଥାନ୍ତି I
6.ମୃତ୍ୟୁ ର 6 ମାସ ପୂର୍ବ ରୁ ହିଁ ସେହି ବ୍ୟକ୍ତି ଙ୍କ ର ନାକ , ଜିଭ , କାନ ଆଦି ପଥର ପରି ହାର୍ଡ ହେଇଯାଇଥାଏ I ଆଖି ର ରଙ୍ଗ ବି ବଦଳିବାକୁ ଲାଗିଥାଏ I
7.ଯେଉଁ ବ୍ୟକ୍ତି ଙ୍କ ର ମୃତ୍ୟୁ ନିକଟ ହେଇ ଆସିଥାଏ ସେହି ବ୍ୟକ୍ତି ଙ୍କୁ ଆକାର ରକ୍ତ ର ଲାଲ ସମାନ ଦେଖାଯାଇଥାଏ I
8.ମୃତ୍ୟୁ ପୂର୍ବ ରୁ ସେହି ବ୍ୟକ୍ତି ଙ୍କ ପାଖ ରୁ ଏପରି କିଛି ଗନ୍ଧ ଆସିବା ଆରମ୍ଭ ହେଇଥାଏ ଯେପରି ଗନ୍ଧ କୌଣସି ମୁର୍ଦାର ପାଖ ରୁ ଆସିଥାଏ I
9.ମୃତ୍ୟୁବରଣ କରୁଥିବା ବ୍ୟକ୍ତି 1 ମାସ ପୂର୍ବ ରୁ ହିଁ ଆଶ୍ଚଯ୍ୟକର ସ୍ବପ୍ନ ଦେଖିଥାଏ I ସେହି ବ୍ୟକ୍ତି ଏପରି ବ୍ୟକ୍ତି ଙ୍କ ସହ ଆଲୋଚନା କରିଥାନ୍ତି ଯେଉଁମାନେ ଏହି ଦୁନିଆ ରେ ନାହାନ୍ତି I
10.ଅକାଳମୃତ୍ୟୁ ଦିନ ସେହି ବ୍ୟକ୍ତି ଅଧିକ ପ୍ରସନ୍ନ ରହିଥାନ୍ତି I ଏବଂ ନିଜ ର ଅତି ପ୍ରିୟ ଲୋକ ଙ୍କ ପ୍ରତି ସେ ଅଧିକ ଆକର୍ଷିତ ହେଇଥାନ୍ତି I