ବନ୍ଧୁଗଣ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଲିପ୍ସା ଙ୍କର ଜନ୍ମ 15 ଜୁଲାଇ 1992 ମସିହାରେ ପୁରୀ ରେ ହୋଇଥିଲା| ଛୋଟବେଳୁ ଲିପ୍ସା ଙ୍କର ପାଠପଢା ସହ ଅଭିନୟ ରେ ମଧ୍ୟ ରୁଚି ଥିଲା | ଲିପ୍ସା ତାଙ୍କର ଅଭିନୟ ଜୀବନର ଆରମ୍ଭ 2014 ମସିହାରେ କିଛି ଲୁହ ପି ଯାଏ ଓଠରୁ କରିଥିଲେ | ଏହାପରେ ଆପଣମାନେ ଲିପ୍ସା ଙ୍କୁ ବହୁତ ସାରା ସିରିଏଲ ଓ ଫିଲ୍ମ ରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ |
ଲିପ୍ସା ତାଙ୍କର ଖୁବ ସୁନ୍ଦର ଅଭିନୟ ପାଇଁ ବହୁତ ସାରା ଆୱାର୍ଡ ମଧ୍ୟ ନିଜ ନାମରେ କରି ସାରିଛନ୍ତି | ଦର୍ଶକବନ୍ଧୁ ଆପଣମାନେ ତଳେ ଫୋଟୋ ରେ ଦେଖିପାରୁଥିବେ ତାଙ୍କ ମା ଓ ବାପାଙ୍କୁ ଯାହାଙ୍କ ନାମ ହେଉଛି ମନ ମୋହନ ମିଶ୍ର | ଯିଏ କି ଜଣେ ରିଟାୟାର ଗମେଣ୍ଟ ଅଫିସର |
ଏହା ବ୍ୟତୀତ ଲିପ୍ସା ଙ୍କର ଫ୍ୟାମିଲି ରେ ଦୁଇଜଣ ଭଉଣୀ ମଧ୍ୟ ଅଛନ୍ତି ତାଙ୍କର ନାମ ହେଉଛି ଅଭିପ୍ସା ମିଶ୍ର ଓ ଇପ୍ସିତା ମିଶ୍ର ଓ ଆପଣମାନେ ଏ ଫୋଟୋ ରେ ଲିପ୍ସା ଙ୍କର ଭେଣେଇ ଙ୍କୁ ଦେଖିପାରୁଥିବେ | ଦର୍ଶକବନ୍ଧୁ ଆପଣ ଏ ଫୋଟୋ ରେ ଲିପ୍ସା ଙ୍କର ବୟଫ୍ରେଣ୍ଡ ଙ୍କୁ ଦେଖିପାରୁଥିବେ ଯିଏକି ଜଣେ ଡ଼ାଇରେକ୍ଟର |
ଲିପ୍ସାଙ୍କର ଜନ୍ମଦିନ ପାର୍ଟି ରୁ ଏ ଦୁହିଁଙ୍କର ଫୋଟୋ ଭାଇରଲ ହୋଇଥିଲା କିନ୍ତୁ ଏ ପର୍ଯ୍ୟନ୍ତ ଲିପ୍ସା କିଛି କ୍ଳିଅର କରି ନାହାନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ଲିପ୍ସା ଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |