ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା ଘଟିଛି ଝାଡ଼ଖଣ୍ଡ ର ଏକ ଗାଁ ରେ ପୁରା ଘଟଣାଟି ଶୁଣିଲେ ଆପଣ ପୁରା ଆଶ୍ଚର୍ଯ୍ୟ ହୋଇଯିବେ ସାଧାରଣ ତ ଗୋଟେ ପୁଅ ସହ ଗୋଟେ ଝିଅର ବିବାହ ହୋଇଥାଏ କିନ୍ତୁ ଏଠାରେ ଗୋଟେ 18 ବର୍ଷର ଝିଅ ଏକ କୁକୁରକୁ ବିବାହ କରିଛି କଥାଟିକୁ ସୁଣିଲାକୁ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ କଥାଟି ସତ୍ୟ ଅଟେ ଘଟଣା କ୍ରମେ ବିବାହ ଟି ର ଘରଲୋକଙ୍କ ଇଛାରେ ସମ୍ପୂର୍ଣ୍ଣ ହୋଇଥିଲା |
ଝିଅଟିର ନାମ ମଙ୍ଗଳି ଝିଅଟିକୁ ମାତ୍ର 18 ବର୍ଷ ତେବେ ତଥ୍ୟ ଅନୁସାରେ ଗାଁ ର ଜଣେ ପୂଜାରୀ କହିଥିଲେ ଯେ ଝିଅଟିର ମଙ୍ଗଳ ଦୋଷ ରହିଛି ଏବଂ ଏଇ କାରଣରୁ ତାଙ୍କ ଜୀବନରେ କ୍ଷୟ କ୍ଷତି ହୋଇପାରେ ବାପା ମା ଝିଅର ଜୀବନକୁ ସୁଖମୟ କରିବାପାଇଁ ଏଇ ମଙ୍ଗଳ ଦୋଷ ଲୁ ହଟାଇବାର ଉପାୟ ପଚାରିଥିଲେ ଉପାୟ ଅନୁସାରେ ଏଇ 18 ବର୍ଷ ର ଝିଅକୁ କୁକୁରକୁ ବିବାହ କରିବାର ଥିଲା ଏଇ ବିବାହ ନାମ ମାତ୍ରକେ ବିବାହ ଥିଲା ଯାହାଦ୍ୱାରା ସେ ଦୋଷ କୁକୁର ଦ୍ୱାରା ଖଣ୍ଡନ ହୋଇଯାଇଥିଲା |
ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ କୁକୁର ସହିତ ଝିଅଟିର ବିବାହ ହୋଇଥିଲା ଏଇ ସମାହାରରେ ଝିଅଟିର ପରିବାର ବର୍ଗ ଗାଁ ଲୋକ ଏବଂ ବନ୍ଧୁ ବାନ୍ଧବ ଙ୍କୁ ମିଶାଇ ପାଖା ପାଖି 70 ଜଣ ଲୋକ ଉପସ୍ତିତି ଥିଲେ ଝିଅଟିକୁ ଯେତେବେଳେ ପ୍ରଥମେ କୁକୁର ସହ ବିବାହ କଥା କୁହାଯାଇଥିଲା ସେତେବେଳେ ଝିଅଟି ମାନିନଥିଲା କିନ୍ତୁ ପରେ ସମସ୍ତଙ୍କ କଥା ଅନୁସାରେ ସେ କୁକୁରଟିକୁ ବିବାହ କରିବାକୁ ବାଧ୍ୟ ହୋଇଥିଲା ତାହା କୁହାଯାଇଥିଲା କି ବିବାହପରେ କୁକୁରକୁ କିଛିଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିବାକୁ ପଡିବ ଯାହାଦ୍ୱାରା ତାହାଉପରେ ଥିବା ମଙ୍ଗଳ ଦୋଷ କଟିଯିବ |
ପରେ ଆଉ କାହାକୁ ବିବାହ କରି ପାରିବ ସମ୍ପୂର୍ଣ୍ଣ ରୀତିନୀତି ରେ ଆଦିବାସୀଙ୍କ ପୋଷାକ ପିନ୍ଧାଇ କୁକୁରଟିକୁ ବେଦିରେ ବସାଯାଇଥିଲା ଏବଂ ଝିଅଟିର ବିବାହ କରିଦିଆଯାଇଥିଲା ବିବାହପରେ ଚତୁର୍ଥୀ ମଧ୍ୟ ସେଇ କୁକୁର ସହିତ ହେବାର ଥିଲା ତେବେ ଚର୍ତୁଥି କେବଳ ଲୋକ ଦେଖଣିଆ ଅଟେ ଝିଅଟି ନିଜ ଭବିଷ୍ୟତ ଖୁସିରେ କାଟିବାକୁ ସମସ୍ତଙ୍କ କଥା ମାନି ନେଇଥିଲା ଝିଅଟି ଏବେ ଖୁସିରେ ଅଛି ସେ ତାର ସ୍ୱପ୍ନର ରାଜ କୁମାର ର ଅପେକ୍ଷାରେ ଅଛି ଯାହାକୁ ସେ ବିବାହ କରିବ ଏବଂ ସ୍ୱାମୀ ରୂପରେ ଗ୍ରହଣ କରିବ |