ନମସ୍କାର ବନ୍ଧୁଗଣ ଭଣଜା ଉପରେ ଫିଦା ହୋଇଯାଇଥିଲେ ମାଇଁ ସୁଯୋଗ ପାଇ ହୋଇଗଲେ ଫେରାର ଏବଂ କରିନେଲେ ଦ୍ୱିତୀୟ ବିବାହ। ସମାଜର ମାନ ମର୍ଯ୍ୟାଦା ନଜରରେ ଦେଖା ଯାଉଥିବା ଗୋଟିଏ ବୋହୁତ ଭଲ ସମ୍ପର୍କକୁ ଭାଗ ଭାଗ କରିଦିଆ ଯାଇଛି। ବିହାରର ଜମୁରି ଜିଲ୍ଲାର ଜଣେ ମାଇଁଙ୍କୁ ନିଜ ଭଣଜା ସହିତ ପ୍ରେମ ହୋଇଯାଇଛି ଏବଂ ସେହି ଦୁଇଜଣ ଲୁଚିକି ବାହା ହୋଇଛନ୍ତି।
ଜମୁରୀ ଜିଲ୍ଲାର ଗିଧର ବ୍ଲକ୍ କ୍ଷେତ୍ରରେ ରତନପୁର ସହୋଟୋଲା ସହିତ ଯୋଡ଼ା ଗୋଟିଏ ଘଟଣା ସାମ୍ନାକୁ ଆସିଛି। ସେଠାରେ ବାହାଘରର କିଛିଦିନ ପରେ ମାଇଁ ନିଜ ଭଣଜାର ପ୍ରେମରେ ଫେରାର ହୋଇ ବାହା ହୋଇଛନ୍ତି। ସେଠାରେ ପ୍ରେମରେ ଫେରାର ହୋଇଥିବା ମାଇଁ ଭଣଜା ବାହାଘର ହୋଇଥିବାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଶୀଘ୍ର ଭାଇରାଲ ହେଉଛି।
ସୂଚନା ଅନୁସାରେ ଲଖିସରାୟ ଚାନନ୍ ବ୍ଲକ୍ ଅନ୍ତର୍ଗତ ମଦନପୁର ଗ୍ରାମରେ ରହୁଥିବା ଯୁବକଙ୍କ ବାହାଘର ଜାଝା ଥାନାର ଦୁମୋରମୋହ ଗ୍ରାମର ରହୁଥିବା ଯୁବତୀଙ୍କ ସହିତ ବିବାହ ହୋଇଥିଲା।
ବାହାଘର ପରେ ରତନପୁର ବ୍ଲକ୍ ର ଟୋଲାର ନିବାସୀ ଚନ୍ଦନ ସାହା ନିଜ ମାମୁଁ ଘର ମଦନପୁର ଯିବା ଆସିବା କରୁଥିଲେ। ଏହା ମଧ୍ୟରେ ମାଇଁ ଭଣଜାଙ୍କ ମିଳାମିଶା ଅଧିକ ବଢ଼ି ଯାଇଥିଲା ଏବଂ ପୁଣି କଣ ହୋଇଥିଲା ଦୁଇଜଣ ଯାକ ସବୁ ସମ୍ପର୍କକୁ ଭୁଲିଯାଇ ଏକ ହେବାପାଇଁ ନିଷ୍ପତି ନେଇଥିଲେ। ସୁଯୋଗ ପାଇ ଦୁଇଜଣ ଯାକ ଫେରାର ହୋଇ ଯାଇଥିଲେ ଏବଂ ବାହା ହୋଇଯାଇଥିଲେ।