ନମସ୍କାର ଦର୍ଶକବନ୍ଧୁ ଆପଣମାନେ ପ୍ରତିଦିନ ନିଶ୍ଚିତ ଭାବରେ ରଜ କୁଇନ୍ ଦେଖିଥିବେ। ହେଲେ ଜାଣିଛନ୍ତି କି ପ୍ରକୃତରେ ରଜ କୁଇନ୍ ବିଜେତା ମାନଙ୍କ ବୟସ କେତେ। ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।
୧ ବର୍ଷାମୋହିନୀ ଦାସ – ଆପଣମାନେ ଜାଣିଥିବେ କି ବର୍ଷାମୋହିନୀ ଦାସ ଯିଏକି ରଜକୁଇନ୍ ସିଜିନ ୧ ର ବିଜେତା ହୋଇଥିଲେ। ତାଙ୍କର ପ୍ରକୃତ ବୟସ ହେଉଛି ୨୬ ବର୍ଷ।
୨. ଦେବସ୍ମିତା ପଣ୍ଡା – ଦେବସ୍ମିତା ପଣ୍ଡା ରଜ କୁଇନ୍ ସିଜିନ୍ ୨ ର ବିଜେତା ହୋଇଥିଲେ। ତାଙ୍କର ପ୍ରକୃତ ବୟସ ହେଉଛି ୨୫ ବର୍ଷ।
୩. ସ୍ମାରଣିକା ପ୍ରିୟଦର୍ଶିନୀ – ସ୍ମାରଣିକା ପ୍ରିୟଦର୍ଶିନୀ ରଜକୁଇନ୍ ସିଜିନ ୩ ର ବିଜେତା ହୋଇଥିଲେ। ତାଙ୍କର ପ୍ରକୃତ ବୟସ ହେଉଛି ୨୪ ବର୍ଷ.
୪. ଜାଙ୍କଲିନ୍ ପରିଡା – ଜାଙ୍କଲିନ୍ ପରିଡା ରଜକୁଇନ୍ ସିଜିନ ୪ ର ବିଜେତା ହୋଇଥିଲେ। ତାଙ୍କର ପ୍ରକୃତ ବୟସ ହେଉଛି ୨୩ ବର୍ଷ।
୫. ରଞ୍ଜିତା ପାଣିଗ୍ରାହୀ – ରଞ୍ଜିତା ପାଣିଗ୍ରାହୀ ରଜକୁଇନ୍ ସିଜିନ ୪ ର ଦୀତ୍ଵିୟ ବିଜେତା ହୋଇଥିଲେ। ରଞ୍ଜିତାଙ୍କର ପ୍ରକୃତ ବୟସ ହେଉଛି ୨୪ ବର୍ଷ।
୬. ସବିତା ପଲାଇ – ସବିତା ପଲାଇ ରଜକୁଇନ୍ ସିଜିନ ୫ ର ବିଜେତା ହୋଇଥିଲେ। ସବିତାଙ୍କ ପ୍ରକୃତ ବୟସ ହେଉଛି ୨୩ ବର୍ଷ।
୭. ଶୁଭଶ୍ରୀ ଜେନା – ଶୁଭଶ୍ରୀ ଜେନା ରଜକୁଇନ୍ ସିଜିନ ୬ ର ବିଜେତା ହୋଇଥିଲେ। ଶୁଭଶ୍ରୀ ଜେନାଙ୍କ ପ୍ରକୃତ ବୟସ ହେଉଛି ୨୫ ବର୍ଷ।
୮. ସୁମନ ପଟ୍ଟନାୟକ – ସୁମନ ପଟ୍ଟନାୟକ ରଜକୁଇନ୍ ସିଜିନ ୬ ର ଦୀତ୍ୱିୟ ବିଜେତା ହୋଇଥିଲେ। ସୁମନଙ୍କ ପ୍ରକୃତ ବୟସ ହେଉଛି ୨୧ ବର୍ଷ।
୯. ସିପ୍ରା ନୟକ- ସିପ୍ରା ନୟକ ରଜକୁଇନ୍ ସିଜିନ ୭ ର ବିଜେତା ହୋଇଥିଲେ। ତାଙ୍କର ପ୍ରକୃତ ବୟସ ହେଉଛି ୨୫ ବର୍ଷ।
୧୦. ଆଦିତି ଦାସ – ଆଦିତି ଦାସ ରଜକୁଇନ୍ ସିଜିନ ୮ ର ବିଜେତା ହୋଇଥିଲେ। ଆଦିତିଙ୍କ ପ୍ରକୃତ ବୟସ ହେଉଛି ୨୧ ବର୍ଷ।
He Prabhu ରଜ କୁଇନ ବିଜେତା ମାନଙ୍କର ପ୍ରକୃତ ବୟସ ଜାଣିଲେ ମୁଣ୍ଡରେ ହାତ ଦେବେ…
