ହେ ପ୍ରଭୁ ସିରିଏଲର Actor ମାନଙ୍କର ପ୍ରକୃତ ଜୀବନ ସାଥି, ଆଗରୁ ଦେଖି ନଥିବେ

ନମସ୍କାର ଦର୍ଶକ ବନ୍ଧୁ ଆଜି ଆମେ ଏହି ପୋଷ୍ଟରେ କଥା ହେବା ହେ ପ୍ରଭୁ ସିରିଏଲର ଆକ୍ଟର ମାନଙ୍କ ପ୍ରକୃତ ଜୀବନ ସାଥୀଙ୍କ ବିଷୟରେ | ତେବେ କଣ ଆପଣ ଜାଣିଛନ୍ତି ହଁହଁ ପ୍ରଭୁ ସରିଏଲର ଆକ୍ଟର ମାନଙ୍କ ପ୍ରକୃତ ଜୀବନ ସାଥି କିଏ ଯଦି ନା ତେବେ ଆମର ଏହି ପୋଷ୍ଟକୁ ଶେଷ ଯାଏଁ ପଢନ୍ତୁ| ଚାଲନ୍ତୁ ଆରମ୍ଭ କରିବା …

ସୁଭାଶିଷ ଶର୍ମା

ସୁଭାଶିଷ ଶର୍ମା ଯିଏକି ଏ ସିରିଏଲ ରେ ପ୍ରଭୁ ଭୂମିକାରେ ଜବରଦସ୍ତ ଅଭିନୟ କରୁଥିବାର ଆପଣମାନେ ଦେଖୁଥିବେ | ସୁଭାଶିଷ 2017 ମସିହାରେ ବାହା ହୋଇଛନ୍ତି ଏବଂ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ଅନିଶା ଶର୍ମା |

ପ୍ରିୟଙ୍କା ମହାପାତ୍ର

ଆପଣମାନେ ପ୍ରିୟଙ୍କା ଙ୍କ ଖୁବ ସୁନ୍ଦର ଅଭିନୟ ଏ ସିରିଏଲ ରେ ନିଷ୍ଛିତ ଭାବରେ ଦେଖୁଥିବେ ପ୍ରିୟଙ୍କା ଏ ସିରିଏଲ ରେ ସ୍ୱାତୀ ଭୂମିକାରେ ଅଭିନୟ କରୁଛନ୍ତି ପ୍ରିୟଙ୍କା ରିଏଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ସେ କାହାକୁ ଡେଟ କରୁ ନାହାନ୍ତି |

ସନ୍ଦୀପ ମିଶ୍ର

ସନ୍ଦୀପ ମିଶ୍ରଙ୍କୁ ଆପଣମାନେ ଏ ସିରିଏଲ ରେ ଆଦର୍ଶ ଭୂମିକାରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ | ସନ୍ଦୀପ ରିଏଲ ଲାଇଫ ରେ ସୁଶ୍ରୀ ହୋତା ଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ବାହାଘର 2019 ମସିହାରେ ହୋଇଥିଲା |

ଶ୍ଵେତା ଆଚାର୍ଯ୍ୟ

ଆପଣମାନେ ଶ୍ଵେତା ଆଚାର୍ଯ୍ୟ ଙ୍କ ଖୁବ ସୁନ୍ଦର ଅଭିନୟ ଏ ସିରିଏଲ ରେ ଦେଖିପାରୁଥିବେ ଶ୍ଵେତା ଏ ସିରିଏଲ ରେ ଝରଣା ଭୂମିକାରେ ଅଭିନୟ କରୁଛନ୍ତି ଶ୍ଵେତା ରିଏଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ତାଙ୍କର କେହି ବୟଫ୍ରେଣ୍ଡ ନାହାନ୍ତି |

ପ୍ରତିଭା ପଣ୍ଡା

ବନ୍ଧୁଗଣ ଆପଣମାନେ ପ୍ରତିଭା ପଣ୍ଡା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଦେଖିଥିବେ ସେ ଏ ସିରିଏଲ ରେ ଭଦ୍ରା ଭୂମିକାରେ ଅଭିନୟ କରୁଛନ୍ତି ଓ ପ୍ରତିଭା ଙ୍କ ହଯବେଣ୍ଟ ଙ୍କ ନାମ ହେଉଛି ରୁନା ପଣ୍ଡା ଏବଂ ତାଙ୍କର ଗୋଟେ ଝିଅ ମଧ୍ୟ ଅଛି |

ପ୍ରତିଭା ଦାସ

ପ୍ରତିଭା ଦାସ ଙ୍କୁ ଆପଣମାନେ ଏ ସିରିଏଲ ରେ ରେଣୁ ଭୂମିକାରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖୁଥିବା | ପ୍ରତିଭା ରିଏଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ତାଙ୍କର କେହି ବୟଫ୍ରେଣ୍ଡ ନାହାନ୍ତି |

ଜ୍ୟାକଲିନ ପରିଡା

ବନ୍ଧୁଗଣ ଆପଣମାନେ ଜ୍ୟାକଲିନ ପରିଡାଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଜ୍ୟାକଲିନ ଏ ସିରିଏଲ ରେ ଲେଖା ଭୂମିକାରେ ଅଭିନୟ କରୁଛନ୍ତି | ଜ୍ୟାକଲିନ 2021 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ତାଙ୍କର ହଜବେଣ୍ଟ ଙ୍କ ନାମ ହେଉଛି ଅରବିନ୍ଦ ମହାରଣା |

ଲିପ୍ସା ମିଶ୍ର

ବନ୍ଧୁଗଣ ଆପଣମାନେ ଲିପ୍ସା ମିଶ୍ରଙ୍କୁ ଏ ସିରିଏଲ ରେ କୁହୁ ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତେବେ ଦର୍ଶକବନ୍ଧୁ ଆପଣମାନେ ଏ ଫୋଟୋ ରେ ଦେଖିପାରୁଥିବେ ଲିପ୍ସା ଙ୍କର ବୟଫ୍ରେଣ୍ଡ ଯିଏକି ଜଣେ ଡ଼ାଇରେକ୍ଟର ଅଛନ୍ତି |

ପ୍ରଦୁମ୍ନ ଲେଙ୍କା

ପ୍ରାଦୁମ୍ନ ଲେଙ୍କା କୁ ଆପଣମାନେ ଏ ସିରିଏଲ ରେ ଜାନକୀ ନାଥ ଚରିତ୍ରରେ ଅଭିନୟ କରୁଛନ୍ତି | ପ୍ରଦୁମ୍ନ ରିଏଲ ଲାଇଫ ରେ ମ୍ୟାରେଜ କରିଛନ୍ତି ତେବେ ଆପଣମାନେ ଏ ଫୋଟୋ ରେ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ଦେଖିପାରୁଥିବେ |

ଭିକି ରାଉତ

ଭିକି ଏ ସିରିଏଲ ରେ ସୂର୍ଯ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଭିକି ରିଏଲ ଲାଇଫ ରେ ସିଂଗିଲ ଅଛନ୍ତି ଏବଂ ସେ କାହାକୁ ଡେଟ କରୁ ନାହାନ୍ତି |