ଆଶିକ ବନୟା ଆପ ନେ ଫିଲ୍ମ ର ଅଭିନେତ୍ରୀ ତନୁଶ୍ରୀ ଦତ୍ତ ବିଗତ 10 ବର୍ଷ ର ପୁରୁଣା ଯୌନ ଶୋଷଣ ମାମଲା କୁ ଅଭିନେତା ନାନା ପାଟେକର ଙ୍କ ଉପରେ ଲଦିଛନ୍ତି | ତନୁଶ୍ରୀ ଦତ୍ତ ଙ୍କ ଆରୋପ ଅନୁସାରେ 2008 ରେ ଆସିଥିବା ଫିଲ୍ମ ହର୍ନ ଓକେ ପ୍ଲିଜ ର ସେଟ ରେ ନାନା ପାଟେକର ତନୁଶ୍ରୀ ଦତ୍ତ ଙ୍କ ସହ ଅଶ୍ଳୀଳ ଆଚରଣ କରିଥିଲେ | ଏହା ପରେ ଘଟଣା ଥମିବା ର ନା ନେଇ ନ ଥିଲା | ଏଥର କିନ୍ତୁ ଆରୋପ ଲାଗିଛି ଫିଲ୍ମ ଡ଼ାଇରେକ୍ଟର ବିବେକ ଅଗ୍ନିହୋତ୍ରୀ ଙ୍କ ଉପରେ | ତନୁଶ୍ରୀ ଦତ୍ତ କହିଛନ୍ତି କି ବିବେକ ଅଗ୍ନି ହୋତ୍ରି ତାଙ୍କୁ କପଡା କାଢି ନାଚିବାକୁ କହିଥିଲେ |
ଖବର ମୁତାବିକ ଫିଲ୍ମ ଚକଲେଟ ଡିପ ଡାର୍କ ସିକ୍ରେଟ ର ଡ଼ାଇରେକ୍ଟର କହିଥିଲେ କି କପଡା କାଢି ଇରଫାନ ଙ୍କ ସମୁଖ ରେ ଡ୍ୟାନ୍ସ କରିବାକୁ | ଫିଲ୍ମ ଚକଲେଟ 2005 ରେ ରିଲିଜ ହେଇଥିଲା | ତନୁଶ୍ରୀ ଦତ୍ତ ଙ୍କ ଛଡା ଅନିଲ କପୁର , ସୁନୀଲ ସେଠି , ଇରଫାନ ଖାଁ ଓ ଇମ୍ରାନ ହାଃସ୍ମିନ ଏହି ଫିଲ୍ମ ରେ ମୁଖ୍ୟ ଭୂମିକା ରେ ଥିଲେ | ତନୁଶ୍ରୀ ଦତ୍ତ କହିଛନ୍ତି କି ଇରଫାନ ଓ ସୁନୀଲ ତାଙ୍କ ସହାୟତା କରିବାକୁ ରୁ ଡ଼ାଇରେକ୍ଟର ତାଙ୍କୁ ବି ବିରୋଧ କରିଥିଲେ |
ଇରଫାନ କହିଥିଲେ କି ତନୁଶ୍ରୀ ଦତ୍ତ ଙ୍କୁ ଆକ୍ଟିଙ୍ଗ ଆସିଛି ଏପରି କାମ କରିବା ର ଆବଶ୍ୟକ ନାହିଁ | ତେବେ ତନୁଶ୍ରୀ ଦତ୍ତ ଙ୍କ କହିବା ଅନୁସାରେ ଫିଲ୍ମ ହର୍ନ ଓକେ ପ୍ଲିଜ ରେ ଏକ ଗୀତ ସମୟ ରେ ନାନା ପାଟେକର ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ |
ସୁଟିଂ ସମୟ ରେ ନାନା ପାଟେକର ତନୁଶ୍ରୀ ଦତ୍ତ ଙ୍କୁ ଖରାପ ଉଦେଶ୍ୟ ରେ ଛୁଇଁବାକୁ ଚେଷ୍ଟା କରିଥିଲେ | ଏବଂ ବଲିଉଡ ର କିଛି କଳାକାର ତାଙ୍କୁ ସମର୍ଥନ ବି କରୁଛନ୍ତି | ଯେପରି ପ୍ରିୟଙ୍କା , ଫରହାନ ଅକ୍ଷତାର , ଟ୍ୱିଙ୍କିଲ ଖାନ୍ନା , ଟ୍ରିଚା ଛଡ୍ଡା, ଆଦି କଳାକାର ବର୍ତମାନ ବି ତନୁଶ୍ରୀ ଦତ୍ତ ଙ୍କୁ ସମର୍ଥନ କରୁଛନ୍ତି |
ହିରୋଇନ କହିଲେ- ଡ଼ାଇରେକ୍ଟର ମୋତେ ସବୁ କପଡା ଖୋଲିକି ତାଙ୍କ ସାମ୍ନାରେ ନାଚିବାକୁ କହିଲେ, ଆଉ ତାପରେ ମୁଁ …
