ଦର୍ଶକବନ୍ଧୁ ଆପଣମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ମାୟା ସିରିଏଲ ଟି ନିଶ୍ଚିତ ଭାବରେ ଦେଖୁଥିବେ ସେଥିରେ ଅଭିନୟ କରୁଥିବା ୠଦ୍ରୀ ବା ଜସ୍ମିନକୁ ଆପଣମାନେ ବହୁତ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ନଂ 1 ସିରିଏଲ ହୋଇପାରିଛି ମୟାସିରିଏଲ ଟି |
ତେବେ ବର୍ତମାନ ଏହି ଫୋଟ ଟି ସୋସିଆଲ ମିଡିଆରେ ପ୍ରଚୁର ମାତ୍ରାରେ ଭାଇରଲ ହବାରେ ଲାଗିଛି ସେଠାରେ ଏଖ ଅଛି କି ଗଡ଼ ପ୍ଲିଜ଼ ଜସ୍ମିନ ଦିଦିଙ୍କୁ ଶୀଘ୍ର ଭଲକରିଦିଅ ଯାହାକି ଆପଣମାନେ ଏ ଫୋଟୋ ରେ ଦେଖିପାରୁଥିବେ |
ୠଦ୍ରୀ ମେଡିକାଲ ବେଡ଼ ରେ ସୋଇଛନ୍ତି କିନ୍ତୁ ଏହା ଏକ ଗୁଜବ ଖବର ଅଟେ କିଏ କେଉଁ କାରଣ ପାଇଁ ଏ ଫୋଟୋ ଟି ଲେଖି ପୋଷ୍ଟ କରିଛନ୍ତି ଏପର୍ଯ୍ୟନ୍ତ ଜଣାପଡୁନାହିଁ ତେବେ ଦର୍ଶକବନ୍ଧୁ ଆମପାଖରେ ୠଦ୍ରୀଙ୍କର କିଛି ଏପରି ଖବର ହସ୍ତାନ୍ତର ହୋଇନାହିଁ ତେବେ ଏହା ଏକ ଗୁଜବ ଖବର ମିଛଠାରେ ଭାଇରଲ କରୁଛନ୍ତି ତେବେ ଆପଣ ଏ ମିଛ ଖବର କୁ ଭାଇରଲ କରନ୍ତୁ ନାହିଁ ଏହାର ସଠିକ ଖବର ଆମେ ଆପଣଙ୍କୁ ଜଣେଇବୁ |