ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହେଲେ ମାୟା ସିରିଏଲର Rudri, ଆସିଲା ବଡ ଖବର ଦେଖନ୍ତୁ

ଦର୍ଶକବନ୍ଧୁ ଆପଣମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ମାୟା ସିରିଏଲ ଟି ନିଶ୍ଚିତ ଭାବରେ ଦେଖୁଥିବେ ସେଥିରେ ଅଭିନୟ କରୁଥିବା ୠଦ୍ରୀ ବା ଜସ୍ମିନକୁ ଆପଣମାନେ ବହୁତ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ନଂ 1 ସିରିଏଲ ହୋଇପାରିଛି ମୟାସିରିଏଲ ଟି |

ତେବେ ବର୍ତମାନ ଏହି ଫୋଟ ଟି ସୋସିଆଲ ମିଡିଆରେ ପ୍ରଚୁର ମାତ୍ରାରେ ଭାଇରଲ ହବାରେ ଲାଗିଛି ସେଠାରେ ଏଖ ଅଛି କି ଗଡ଼ ପ୍ଲିଜ଼ ଜସ୍ମିନ ଦିଦିଙ୍କୁ ଶୀଘ୍ର ଭଲକରିଦିଅ ଯାହାକି ଆପଣମାନେ ଏ ଫୋଟୋ ରେ ଦେଖିପାରୁଥିବେ |


ୠଦ୍ରୀ ମେଡିକାଲ ବେଡ଼ ରେ ସୋଇଛନ୍ତି କିନ୍ତୁ ଏହା ଏକ ଗୁଜବ ଖବର ଅଟେ କିଏ କେଉଁ କାରଣ ପାଇଁ ଏ ଫୋଟୋ ଟି ଲେଖି ପୋଷ୍ଟ କରିଛନ୍ତି ଏପର୍ଯ୍ୟନ୍ତ ଜଣାପଡୁନାହିଁ ତେବେ ଦର୍ଶକବନ୍ଧୁ ଆମପାଖରେ ୠଦ୍ରୀଙ୍କର କିଛି ଏପରି ଖବର ହସ୍ତାନ୍ତର ହୋଇନାହିଁ ତେବେ ଏହା ଏକ ଗୁଜବ ଖବର ମିଛଠାରେ ଭାଇରଲ କରୁଛନ୍ତି ତେବେ ଆପଣ ଏ ମିଛ ଖବର କୁ ଭାଇରଲ କରନ୍ତୁ ନାହିଁ ଏହାର ସଠିକ ଖବର ଆମେ ଆପଣଙ୍କୁ ଜଣେଇବୁ |