ହୋଟେଲରେ ପହଞ୍ଚି କାକାଙ୍କ ଠୁ ସାହାଯ୍ୟ ମାଗିଲେ ଅନୁଭବ ମହାନ୍ତି, ତାପରେ Jaha ହେଲା, ଦେଖିଲେ କେହିବି ବିଶ୍ୱାସ କରିପାରିବେ ନାହିଁ

ନମସ୍କାର ବନ୍ଧୁଗଣ ସାଧାରଣ ହୋଟେଲ୍ ରେ କାକାଙ୍କ ସହ ବସି ଖାଉଛନ୍ତି ଭାଇଜାନ୍ ଅନୁଭବ ମହାନ୍ତି ଦର୍ଶକ ବନ୍ଧୁ ଆପଣମାନେ ତ ସମସ୍ତେ ବେଶ୍ ଭଲ ଭାବରେ ଜାଣି ସାରୁଥିବେ କି ଅନୁଭବ ମହାନ୍ତିଙ୍କର ଖୁବ୍ ଶୀଘ୍ର ଏକ ନୂଆ ଚଳଚ୍ଚିତ୍ର ଆସିବାକୁ ଯାଉଛି ଯେଉଁ ଚଳଚ୍ଚିତ୍ରର ଟାଇଟେଲ ରହିଛି ରାବଣ |

ତେବେ ଆହୁରି ଗୋଟିଏ ଖୁସିର ଖବର ଯାହା ଆପଣମାନଙ୍କ ପାଇଁ ରହିଛି ଏହି ଚଳଚ୍ଚିତ୍ରଟି ଉଭୟ ହିନ୍ଦି ଏବଂ ଓଡ଼ିଆରେ ରିଲିଜ୍ ହେବାକୁ ଯାଉଛି ପ୍ରଥମଥର ପାଇଁ ଅନୁଭବ ମହାନ୍ତିଙ୍କର ଏକ ଚଳଚ୍ଚିତ୍ର ଆସିବ ଯେଉଁ ଚଳଚ୍ଚିତ୍ରଟି ହିନ୍ଦୀରେ ରିଲିଜ୍ ହେବ ଖୁବ୍ ଶୀଘ୍ର ମଧ୍ୟ ଏହି ଚଳଚ୍ଚିତ୍ରର ହିନ୍ଦୀ ଟ୍ରେଲର ମଧ୍ୟ ରିଲିଜ୍ ହୋଇଯିବ ଏହି ହିନ୍ଦୀ ଟ୍ରେଲରର ଡବିଂ ମଧ୍ୟ ସରିସାରିଛି।

ତେବେ ଏପଟେ ଭାଇଜାନ୍ ଙ୍କ ନୂଆ ଲୁକ୍ ନଜର ଆସିଛି ତେବେ ନୂଆ ଲୁକ୍ ରେ ନଜର ଆସିବା ପରେ ସୋସିଆଲ ମିଡିଆରେ ଯାହାକି ଏକ ଖବର ଭାଇରାଲ୍ ହେବାରେ ଲାଗିଛି ସୋସିଆଲ ମିଡିଆରେ ଏକ ଫଟୋ ଯାହାକି ନିଜ ଭାଇରାଲ୍ ହେବାରେ ଲାଗିଛି ଅନୁଭବ ମହାନ୍ତି ଏକ ହୋଟେଲ୍ ରେ ବସି କାକା ସହ ମିଶି ଖାଇଥିବାର ନଜର ଆସିଛନ୍ତି|

ଏହି ଫଟୋ ମଧ୍ୟମ ଜରିଆରେ ଫ୍ୟାନ ମାନଙ୍କ ଗହଣରେ ଚର୍ଚ୍ଚା ସୃଷ୍ଟି କରିଛି ଏତେବଡ ସୁପରଷ୍ଟାର ହୋଇ ଏମିତି ଜୀବନ କାଟୁଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ତେବେ ଦର୍ଶକ ବନ୍ଧୁ ଖୁବ୍ ଶୀଘ୍ର ତାଙ୍କର ଏହି ରାବଣ ଚଳଚ୍ଚିତ୍ର ଆସିବାକୁ ଯାଉଛି ତେବେ ଆପଣମାନେ ଏହି ରାବଣ ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ତେବେ ମାତ୍ରାରେ ଉତ୍ସାହିତ ଅଛନ୍ତି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।