ପ୍ରତୋକ ପିତାମାତା ଏହା ଚାହିଁଥାନ୍ତି କି ତାଙ୍କ ପିଲାମାନେ ବଡ଼ ହେଇ IAS ଅଫିସର ହୁଅନ୍ତୁ I କିନ୍ତୁ ଏହା ସବୁ କ୍ଷେତ୍ର ରେ ସମ୍ଭବ ହେଇ ନ ଥାଏ I କାରଣ IAS ର ଇଣ୍ଟରଭିୟୁ ରେ ପଚରାଯାଉଥିବା କିଛି ପ୍ରଶ୍ନ ଖୁବ କଷ୍ଟକର ହେଇଥାଏ ଏବଂ ସବୁ ପ୍ରତିଯୋଗୀ ଙ୍କ ପକ୍ଷ୍ୟ ରେ ଏହା ର ଉତ୍ତର ଦେବା ସମ୍ଭବ ହେଇ ନ ଥାଏ I
ଆସନ୍ତୁ ଜାଣିବା କଣ ସବୁ ପ୍ରଶ୍ନ ପଚରାଯାଇଥାଏ IAS ଇଣ୍ଟରଭିୟୁ ରେ
IAS ଇଣ୍ଟରଭିୟୁ ରେ ଯେଉଁ ସବୁ ପ୍ରଶ୍ନ ପଚରାଜିଥାଏ ଏହା ଆପଣ ଜୀବନ ରେ ନିଶ୍ଚିତ ରୂପେ ଶୁଣିଥିବେ ଓ ଜାଣିଥିବେ I ପ୍ରଶ୍ନ – ଏପରି କେଉଁ ଲେଟର ଯାହା ବର୍ଷ କୁ ଥରେ ଆସିଥାଏ ଓ ମାସ କୁ ଦୁଇ ଥର ଆସିଥାଏ I ସପ୍ତାହ କୁ ତିନି ଥର ଓ ଦିନ କୁ ଚାରି ଥର ଆସିଥାଏ I ହୁଏତ ଏପରି ପ୍ରଶ୍ନ ର ଉତ୍ତର ଆପଣ ଙ୍କ ପାଖ ରେ ନ ଥିବ I ଏହି ପ୍ରଶ୍ନ ର ଉତ୍ତର ହେଉଛି F I
ଆଉ ଏକ IAS ପ୍ରଶ୍ନ
ସେହିପରି ଆଉ ଏକ IAS ଇଣ୍ଟରଭିୟୁ ସମ୍ବନ୍ଧିତ ପ୍ରଶ୍ନ -ଏକ ପିତା ନିଜ ଝିଅ କୁ ତା ଜନ୍ମ ଦିନ ରେ ଏକ ଉପହାର ଦେଇଥିଲା ଏବଂ କହିଥିଲେ ଭୋକ ଲାଗିଲେ ଖାଇବ , ଶୋଷ ଲାଗିଲେ ପିଇବ , ଥଣ୍ଡା ଲାଗିଲେ ଜଳାଇବ I ଏହା ର ଉତ୍ତର ମଧ୍ୟ ହୁଏତ ଆପଣ ଙ୍କ ପାଖ ରେ ନ ଥିବ I ଉତ୍ତର ଟି ହେଉଛି ନଡ଼ିଆ I ନଡ଼ିଆ କୁ ଭୋକ ଲାଗିଲେ ଖାଇପାରିବେ , ଶୋଷ ଲାଗିଲେ ଏହା ପାଣି ପିଇ ପାରିବେ ଓ ସିତ ଲାଗିଲେ ନଡ଼ିଆ କତା କୁ ଜଳାଇ ପାରିବେ I