IAS ଇଣ୍ଟରଭିଉ ରେ ଜଣେ ଝିଅ ପୁଅକୁ ପଚାରିଲା ଗୋଟେ ଝିଅ ପୁରା କପଡା କେତେବେଳେ ଓଲ୍ହାଇ ଥାଏ; ପୁଅଟି କିଛି ଏପରି ଉତ୍ତର ଦେଇଥିଲା

ହଁ ବନ୍ଧୁ ମାନେ IAS ଇଣ୍ଟରଭିଇଉ ସମୟରେ ଏହି ପ୍ରକାରର ପ୍ରଶ୍ନ ହିଁ ପଚରା ଯାଇଥାଏ I କି କୌଣସି ବି ବ୍ୟକ୍ତି ରାଗିଜିବ I କିନ୍ତୁ ଏହି ପ୍ରଶ୍ନ ପଚାରିବା ପଛରେ ତାଙ୍କୁ ଅନେକ କାରଣ ରହିଥାଏ I ଏବଂ କେଉଁ ପରିସ୍ଥିତି କୁ କିପରି ନିୟନ୍ତ୍ରଣ କରିବାରେ ଆପଣ ସମର୍ଥ ଏଥିରୁ ଜଣାପଡିଥାଏ I

1.
ପ୍ରଶ୍ନ – ଝିଅ ପୁରା କପଡା କେତେବେଳେ ତା ଶରୀରରୁ କାଢିଥାଏ ?
ଉତ୍ତର – ଗୋଟେ ଝିଅ ତାର ସବୁ କପଡା ସେତେବେଳେ କଢ଼ାଇଥାଏ , ଯେତେବେଳେ ତାର ରେ ଶୁଖା ଯାଇଥିବା କପଡା ସବୁ ଶୁଖିଯାଏ I

2.
ପ୍ରଶ୍ନ – ତୁମ ସମୁଖରେ କଣ ଗୋଲ ଗୋଲ ଓହଳି ରହିଛି ?
ଉତର – ମୋ ବେକରେ ଚେନ ଓ କାନ୍ଥରେ ଘଣ୍ଟା ଓହଳା ହେଇଚି I

3.
ପ୍ରଶ୍ନ – ଗୋଟେ ସ୍ତ୍ରୀ ର କେଉଁ ରୂପ କୁ କେବଳ ତା ସ୍ୱାମୀ ଙ୍କୁ ଛାଡିକି ସମସ୍ତେ ଦେଖିଥାନ୍ତି ?
ଉତର -ଏହାର ଉତର ହେଉଛି ବିଧବା , କାରଣ ସ୍ୱାମୀ ର ମୃତ୍ୟୁ ପରେ ଜଣେ ମହିଳା ବିଧବା ହେଇଯାଇଥାଏ I

4.
ପ୍ରଶ୍ନ – ଏପରି କେଉଁ ଜିନିଷ , ଯାହାକୁ ପିନ୍ଧିଥିବା ଲୋକେ କିଣି ପାରିବେନି ?
ଉତର – ଏହା ର ଉତର ହେଲା କଫନ ଯାହା କୁ କେହି ନିଜ ପାଁଇ କିଣିପାରନ୍ତି ନାହିଁ I

5.
ପ୍ରଶ୍ନ – ଏପରି ଜିନିଷ ଯେଉଁଥିରେ ଆମେ ଖାଇବା ପାଁଇ କିଣିଠୁ କିନ୍ତୁ ଖାଇପାରୁନା ?
ଉତର – ପ୍ଲେଟ

6.
ପ୍ରଶ୍ନ -ଏପରି କେଉଁ ଜିନିଷ ଯାହାକୁ କି ଉଭୟ ପୁରୁଷ ଓ ମହିଳା ରାତିରେ ନେବାକୁ ପସନ୍ଦ କରନ୍ତି ?
ଉତର – ନିଦ

ଦେଖିଲେ ତ ଉତର କେତେ ସହଜ , ଏହି ପରି IAS ପାଁଇ ର୍ପସ୍ତୁତି କରିବା ଉଚିତ I