IAS ଇଣ୍ଟରଭିୟୁ ରେ ଝିଅକୁ ପାଚରାଗଲା ପ୍ରଶ୍ନ, ଏକ ଏପରି ଜିନିଷ ଯାହାର ନାଁ ଧରିଲେ ଏହା ଭାଙ୍ଗି ଯାଏ?

ତେବେ ଆଜି ଆମେ ଜାଣିବା ଏହି IAS ପରୀକ୍ଷା ରେ ପଚରା ଯାଇଥିବା କିଛି ପ୍ରଶ୍ନ I ଯାହା କି ଆମ ର ଜ୍ଞାନ ବଢାଇବା I

ପ୍ରଶ୍ନ : ଭାରତ ର ସମ୍ବିଧାନ କେବେ ଲାଗୁ ହେଲା ?
ଉତ୍ତର : ଭାରତ ର ସମ୍ବିଧାନ 26 ଜାନୁୟାରୀ 1950 ରେ ଲାଗୁ ହେଇଥିଲା I

ପ୍ରଶ୍ନ : ବିହାର ର ପ୍ରଥମ ମୁସଲିମ ମୁଖ୍ୟମନ୍ତ୍ରୀ ଙ୍କ ର ନାମ କଣ ଥିଲା ?
ଉତ୍ତର : ଅବଦୁଲ ଗଫୁର ଖାଁ ବିହାର ରାଜ୍ୟ ର ପ୍ରଥମ ମୁଖ୍ୟମନ୍ତ୍ରୀ I

ପ୍ରଶ୍ନ :କାହାର ଜନ୍ମ ଦିବସ କୁ ଅଂତରରାଷ୍ଟ୍ରୀୟ ଅହିଂସା ଦିବସ ରୂପେ ପାଳନ କରାଯାଇଥାଏ ?
ଉତ୍ତର :ମହାତ୍ମା ଗାନ୍ଧୀ ଙ୍କ ର ଜନ୍ମ ଦିବସ କୁ ଅଂତରରାଷ୍ଟ୍ରୀୟ ଅହିଂସା ଦିବସ ରୂପେ ପାଳନ କରାଯାଇଥାଏ I

ପ୍ରଶ୍ନ : କେଉଁ ପଠାର ଏସିଆ ର ଛାତ ବୋଲି କୁହାଯାଇଥାଏ ?
ଉତ୍ତର : ପମୀର ପଥର କୁ ଏସିଆ ର ଛାତ ବୋଲି କୁହାଯାଇଥାଏ I
ପ୍ରଶ୍ନ : କେଉଁ ଗବର୍ନର ଜେନେରାଲ ଇନାମ କମିଶନ ର ସ୍ଥାପନା କରିଥିଲେ ?
ଉତ୍ତର : ଲର୍ଡ଼ ଦଲହଜି I

ପ୍ରଶ୍ନ : କଣ କରିବେ ଜାଣି ଅଚାନକ ଆପଣ ସକାଳୁ ଉଠି ଜାଣିବେ କି ଆପଣ ଗର୍ଭବତୀ ?
ଉତ୍ତର :ମୁ ବହୁତ ଖୁସି ହେବି ଓ ମୋ ସ୍ୱମୀ ଙ୍କୁ ଏହି ଖୁସି ଖବର ଜଣାଇବି I

ପ୍ରଶ୍ନ :କୌଣସି ବ୍ୟକ୍ତି ଆଠ ଦିନ ନ ସୋଇ କିପରି ରହି ପାରିବ ?
ଉତ୍ତର : ସେ ରାତି ରେ ଶୋଇବା I

ପ୍ରଶ୍ନ : ଯଦି ଆଠ ଜଣ ଲୋକେ ମିଶିକି ଏକ ଦୁଆର କୁ 10 ଘଣ୍ଟା ରେ ପ୍ରସ୍ତୁତ କରିଥାନ୍ତି ତ 4 ଜଣ କେତେ ଘଣ୍ଟା ରେ କରିବେ ?
ଉତ୍ତର :କୌଣସି ସମୟ ଲାଗିବ ନାହିଁ ସେହି ଦୁଆର ପୂର୍ବ ରୁ ହିଁ ପ୍ରସ୍ତୁତ ହେଇଥିବ I

ପ୍ରଶ୍ନ :ଏକ ବିଲେଇ ର ତିନିଗୋଟି ପିଲା ଥିଲେ ଜାନୁୟାରୀ , ଫ୍ରେବୁୟାରୀ ଓ ମଇ ଥିଲା ତ ମା ର ନା “କ୍ୟା” ଥିଲା ?
ଉତ୍ତର :”କ୍ୟା” ହେଉଛି ମା ର ନାମ I

ପ୍ରଶ୍ନ : ଯଦି ଆପଣ ଙ୍କ ର ଗୋଟେ ହାତ ରେ 3 ସେଉ ଓ 4 କମଳା ଅଛି ଓ ଅନ୍ୟ ହାତ ରେ 3 ସେଉ ଓ 4 କମଳା ଅଛି ଆପଣ କଣ ନେବେ ?
ଉତ୍ତର :ବଡ଼ ହାତ ସବୁ ସେଓ ଓ କମଳା ନେବି I

ପ୍ରଶ୍ନ :ଶ୍ରାବଣୀ ମେଳା ଉତ୍ତରାଖଣ୍ଡ ରେ କେଉଁ ଅଂଚଳ ରେ ଲାଗିଥାଏ ?
ଉତ୍ତର : ଯୋଗେଶ୍ୱର ରେ ଶ୍ରାବଣୀ ମେଳା ଲାଗିଥାଏ I

ପ୍ରଶ୍ନ : ସେ କେଉଁ ଜିନିଷ ଯାହାର ନା ଧରୁ ଭାଙ୍ଗିଯାଇଥାଏ ?
ଉତ୍ତର : ନିରବ (Silence) ଏକ ଏପରି ଜିନିଷ ଯାହା ନା ନେଉ ନେଉ ଭାଙ୍ଗିଯାଇଥାଏ I