IAS ଇଣ୍ଟରଭିଉରେ ପଚରାଗଲା- ଏପରି କଣ ଜିନିଷ ଅଛି ଯାହାକୁ ଝିଅ ମାନେ ପିନ୍ଧନ୍ତି ଓ ଖାଇ ମଧ୍ୟ ଥାନ୍ତି? ଯୁବକ ଦେଲା ଏପରି କି ସାର ହୋଇଗଲେ ବେହୋସ …

ସର୍ବଦା ଲୋକେ ପହେଲୀ ର ସମାଧାନ କରିବା ରେ ଅନେକ ବୁଦ୍ଧି ର ପ୍ରୟୋଗ କରିଥାନ୍ତି I ଏହା ଦ୍ୱାରା ଅଧିକ ବୁଦ୍ଧି ର ପ୍ରୟୋଗ ହେଇଥାଏ I ଆଜି ଆମେ ଆପଣ ଙ୍କ ପାଁଇ କିଛି ଏପରି ପ୍ରଶ୍ନ ର ଉତ୍ତର ନେଇ ଅଶିଚୁ I

ଆଜି ଆମେ ଆପଣ ଙ୍କୁ କିଛି ଏପରି ପ୍ରଶ୍ନ ଓ ଏହା ର ଉତ୍ତର ବିଷୟ ରେ କହିବା କୁ ଯାଉଛୁ ତେବେ ଏହା ଟିକେ କଷ୍ଟକର ହେଇପାରେ କିନ୍ତୁ ଆପଣ ନିଜ ର ବୁଦ୍ଧି ର ପ୍ରୟୋଗ କରି ଏହା ର ସରଳ ସମାଧାନ କରିପାରିବେ I

ପ୍ରଶ୍ନ – ସେ କିଏ ଯିଏ କି ଗୂଂଗା ଓ ବେହେରା ଅଟେ ଓ ଅନ୍ଧ ମଧ୍ୟ ଅଟେ କିନ୍ତୁ ସର୍ବଦା ସତ କହିଥାଏ ?
ଉତ୍ତର – ଦର୍ପଣ
ପ୍ରଶ୍ନ – ଏପରି କେଉଁ ଜିନିଷ ଯାହା କୁ ଗରିବ ଲୋକେ ପକାଇ ଦେଇଥାନ୍ତି କିନ୍ତୁ ଧନୀ ଲୋକେ ପାକେଟ ରେ ରଖିଥାନ୍ତି ?
ଉତ୍ତର – ନାକ ସିଙ୍ଗାଣି

ପ୍ରଶ୍ନ – ଏପରି କେଉଁ ଜିନିଷ ଯାହା କୁ ଯୁବତୀ ପିନ୍ଧିଥାନ୍ତି ଓ ଖାଇଥାନ୍ତି ?
ଉତ୍ତର – ଲବଙ୍ଗ

ପ୍ରଶ୍ନ -ଏପରି କେଉଁ ଇଂରାଜୀ ଶବ୍ଦ ଯାହା କୁ ସର୍ବଦା ଇଂରାଜୀ ରେ ହିଁ ଉଚ୍ଚାରଣ କରାଯାଇଥାଏ ?
ଉତ୍ତର – INCORRECTLY

ପ୍ରଶ୍ନ – କିଛି ମାସ 31 ଦିନ ର ଅଟେ ତେବେ କେତେ ମାସ 28 ଦିନ ର ଅଟେ ?
ଉତ୍ତର – ପ୍ରତୋକ ମାସ ରେ 28 ଦିନ ଆସିଥାଏ I

ପ୍ରଶ୍ନ – ଏପରି ଜିନିଷ ର ନାମ କୁହ ଯାହା କୁ ଜଳାଇ ହେବ ନାହିଁ କି ପାଣି ରେ ଓଦା କରି ହେବ ନାହିଁ I ଏହା କୁ ମୃତ୍ୟୁ ମଧ୍ୟ ମାରିପାରିବ ନାହିଁ ?
ଉତ୍ତର – ଛାଇ