ଇଣ୍ଟରଭିୟୁ ରେ ପଚରାଗଲା- ଜନ୍ମରୁ ଅନ୍ଧ ଥିବା ବ୍ୟକ୍ତିଙ୍କୁ ସ୍ବପ୍ନରେ କଣ ଦେଖା ଯାଇଥାଏ? ଜବାବ ଶୁଣି ଚମକି ଗଲେ ସବୁ ସାର

ଆଜିକା ସମୟ ରେ କୌଣସି ବି ଚାକିରୀ ବିନା ଇଣ୍ଟରଭିୟୁ ରେ ମିଳି ନ ଥାଏ I କିଛି ଇଣ୍ଟରଭିୟୁ ସହ ହେଇଥାଏ ତ କିଛି ବହୁତ କଷ୍ଟ ମଧ୍ୟ ହେଇଥାଏ I ଏପରି କିଛି ଇଣ୍ଟରଭିୟୁ ପାସ କରିବା ସବୁ ଲୋକ ଙ୍କ ର ପକ୍ଷ୍ୟ ରେ ସହଜ ହେଇ ନ ଥାଏ I

ଏପରି ଇଣ୍ଟରଭିୟୁ ରେ ଆପଣ ଙ୍କ ର ଇଣ୍ଟରଭିୟୁ ଦ୍ୱରା ମନୋସ୍ଥିତି କୁ ଜଣାଯାଇଥାଏ I ଏପରି ପ୍ରଶ୍ନ ଦ୍ୱାରା ଆପଣ ଙ୍କ ର IQ ଟେଷ୍ଟ କରାଯାଇଥାଏ I ଏବଂ ଏହା ଦେଖିବାକୁ ମିଳିଥାଏ କି କେଉଁ ପରିସ୍ଥିତି ରେ ଆପଣ କେତେ ସଠିକ ଉତ୍ତର ଦେଇଥାନ୍ତି I ତେବେ ଆଜି ଆମେ ଆଲୋଚନା କରିବା ଏପରି କିଛି ପ୍ରଶ୍ନ ଓ ଉତ୍ତର ବିଷୟ ରେ ଯାହା କି ବଡ଼ ବଡ଼ ଇଣ୍ଟରଭିୟୁ ରେ ପଚରାଯାଇଥାଏ I

ପ୍ରଶ୍ନ – ପେଂଗିବନ ପକ୍ଷୀ ର ନିବାସ ସ୍ଥାନ କେଉଁଟି ?
ଉତ୍ତର – ପେଂଗିବନ ପକ୍ଷୀ ର ନିବାସ ସ୍ଥାନ ଆଣ୍ଟାର୍କଟିକା ଅଟେ I

ପ୍ରଶ୍ନ – ଏପରି କେଉଁ ଜାଗା ଯେଉଁଠାରେ 100 ଲୋକେ ଗଲେ 101 ଜଣ ଫେରିଥାନ୍ତି ?
ଉତ୍ତର – ବିବାହ ରେ ଯଦି 100 ଲୋକେ ଯାଇଥାନ୍ତି ତେବେ କନ୍ୟା ଙ୍କୁ ବିବାହ କରି ବର ,ବରଯାତ୍ରୀ ସହ ଫେରିବା ସମୟ ରେ 101ଲୋକେ ଆସିଥାନ୍ତି I

ପ୍ରଶ୍ନ – ଜନ୍ମ ରୁ ଜଣେ ଅନ୍ଧ ବ୍ୟକ୍ତି ଙ୍କୁ ସ୍ବପ୍ନ କଣ ପାଁଇ ଆସି ନ ଥାଏ ?
ଉତ୍ତର – କାରଣ ସେହି ବ୍ୟକ୍ତି କେବେ କିଛି ଦେଖି ହିଁ ନାହିଁ I