ଇଣ୍ଟରଭିୟୁରେ ପଚରାଗଲା: ଜଣେ ମହିଳା ଏହି ଜିନିଷ ସମସ୍ତଙ୍କୁ ଦେଇଥାଏ କିନ୍ତୁ ନିଜ ସ୍ୱାମୀଙ୍କୁ ଦେଇ ନଥାଏ ? ଉତ୍ତର ଶୁଣି ସାର ହେଇଗଲେ ବେହୋସ ..

UPSC ପରୀକ୍ଷ ଖୁବ କଷ୍ଟକର ହେଇଥାଏ I ବିଦ୍ୟାର୍ଥୀ ମାନେ ଦିନ ରାତି ପରିଶ୍ରମ କରି ମଧ୍ୟ ଏହି ପରୀକ୍ଷ ରେ ସହଜ ରେ ସଫଳ ହେଇ ନ ଥାନ୍ତି I IAS ପଦବୀ ପାଁଇ ଏହି ପରୀକ୍ଷ ଖୁବ କଷ୍ଟକର ହେଇଥାଏ ଏବଂ ଏଠାରେ ଇଣ୍ଟରଭିୟୁ ରେ ଯେଉଁପରି ପ୍ରଶ୍ନ ପଚରାଯାଇଥାଏ ତାହା ଖୁବ କଷ୍ଟକର ହେଇଥାଏ I ଏହି ପ୍ରଶ୍ନ ର ଉତ୍ତର ଖୁବ ସହଜ ହେଇପାରେ କିନ୍ତୁ କେବଳ ଯୋଗ୍ୟ ପ୍ରାର୍ଥୀ ହିଁ ଏହି ଉତ୍ତର ଦେଇପାରିବେ I

ପଚରାଯାଇଥାଏ ଏପରି ପ୍ରଶ୍ନ
କିଛି ବର୍ଷ ପୂର୍ବ ରେ IAS ଇଣ୍ଟରଭିୟୁ ରେ ଏକ ପ୍ରଶ୍ନ ପଚରାଯାଇଥିଲା , ଯାହା ଶୁଣି ଆପଣ ଙ୍କ ର ମଧ୍ୟ ହୋସ ଉଡିଯିବ I ଜଣେ ଯୁବତୀ ଙ୍କୁ ଏପରି ପ୍ରଶ୍ନ ପଚରାଯାଇଥିଲା ଓ ସେ ସଠିକ ଉତ୍ତର ମଧ୍ୟ ଦେଇଥିଲେ I ଆପଣ ହୁଏତ ଏହି ପ୍ରଶ୍ନ ଶୁଣି ଆଶ୍ଚଯ୍ୟ ହେଇପାରନ୍ତି I କିନ୍ତୁ ଏହା ର ଉତ୍ତର ଖୁବ ସରଳ ଅଟେ I

ଯୋଗ୍ୟ ପ୍ରାର୍ଥୀ ଙ୍କ ର ଚୟନ
IAS ଓ IPS ପରୀକ୍ଷ ଇଣ୍ଟରଭିୟୁ ରେ କିଛି ଏପରି ପ୍ରଶ୍ନ ପଚରାଯାଇଥାଏ ଯାହା କି ଖୁବ କଷ୍ଟକର ହେଇଥାଏ ଓ ଚିନ୍ତା କରିବା ରେ ପ୍ରାର୍ଥୀ ମାନେ ସମୟ ନେଇଯାଇଥାନ୍ତି I କିନ୍ତୁ ଏହିପରି ଏକ ପ୍ରଶ୍ନ ର ଉତ୍ତର ଜଣେ ଯୁବତୀ ଦେଇଛନ୍ତି ଯାହା ର ଉତ୍ତର ଶୁଣି ସମୁଖ ରେ ଥିବା ଅଫିସର ଙ୍କ ର ହୋସ ଉଡିଯାଇଛି I ତେବେ ଚାଲନ୍ତୁ ଜାଣିବା ଏପରି କିଛି ପ୍ରଶ୍ନ ଓ ଉତ୍ତର I

ପ୍ରଶ୍ନ – କିଏ ପ୍ରଥମେ ଅଶୋକ ଙ୍କ ର ଅଭିଲେଖା କୁ ପଢିଥିଲେ ?
ଉତ୍ତର – ଜେମ୍ସ ପରିସେପ

ପ୍ରଶ୍ନ -କଂଗ୍ରେସ ଦ୍ୱାରା ପୂର୍ବ ସ୍ୱାଧୀନତା ର ପ୍ରସ୍ତାବ କେବେ ପାରିତ ହେଇଥିଲା ?
ଉତ୍ତର – 1929 ରେ ଲାହୋର ରେ ପାରିତ ହେଇଥିଲା I

ପ୍ରଶ୍ନ – ଜଣେ ମହିଳା ସମସ୍ତଙ୍କୁ ଏହି ଜିନିଷ ଦେଇପାରିବ କିନ୍ତୁ ନିଜ ପତି ଙ୍କୁ ନୁହେଁ ?
ଉତ୍ତର – ରାଖୀ

ପ୍ରଶ୍ନ – କେଉଁ ଦେଶ ରେ ସୂର୍ଯ୍ୟ ଅଧା ରାତି ରେ ମଧ୍ୟ ଦେଖିବାକୁ ମିଳିଥାଏ ?
ଉତ୍ତର – ନରୱେ

ପ୍ରଶ୍ନ – ଟିଭି ର ଆବିଷ୍କାର କିଏ କରିଥିଲେ ?
ଜନ୍ସ ଲଗି ବେୱାର୍ଡ଼

ପ୍ରଶ୍ନ – ମାନବ ଦ୍ୱରା କେଉଁ ଧାତୁ ର ବ୍ୟବହାର ପ୍ରଥମେ ହେଇଥିଲା ?
ଉତ୍ତର – ତମ୍ବା