ଆମ ଦେଶ ରେ ଇଣ୍ଟରଭିୟୁ ରେ ଅନେକ ଏପରି ପରୀକ୍ଷ ରହିଛି ଯାହା ର ପ୍ରଶ୍ନ ଶୁଣି ଆପଣ ବି ଆଶ୍ଚଯ୍ୟ ହେଇଯିବେ I ଏହିପରି ପ୍ରଶ୍ନ ରେ ଅନେକ ବିଦ୍ୟାର୍ଥୀ ପରୀକ୍ଷ ରେ ଫେଲ ହେଇଥାନ୍ତି I
ଅଧିକାରୀ ମାନେ ଅନେକ ପ୍ରକାର ର ପ୍ରଶ୍ନ ପଚାରିଥାନ୍ତି I ଆଜି ଆମେ ଇଣ୍ଟରଭିୟୁ ରେ ପଚରାଯାଇଥିବା ଏପରି କିଛି ପ୍ରଶ୍ନ ବିଷୟ ରେ ଆଲୋଚନା କରିବା I ଏହିପରି ପ୍ରଶ୍ନ ଆପଣ ଙ୍କ ପାଁଇ କୌଣସି ଚାଲେଞ୍ଜ ରୁ କମ ନୁହେଁ I
ପ୍ରଶ୍ନ ଓ ଉତ୍ତର
1.ସେଲ୍ରଜଙ୍ଗ ସଂଗ୍ରହାଳୟ କେଉଁଠାରେ ରହିଛି ?
ଉତ୍ତର – ହାଇଦ୍ରାବାଦ ରେ
2.ବିଗତ ଦିନ ରେ ଜାରି କରାଯାଇଥିବା ବିଶ୍ୱ ପର୍ଯ୍ୟଟନ ସ୍ଥଳ କେଉଁଟି ?
ଉତ୍ତର – କବଡୀୟ ର ଅନଂକୋରା ମନ୍ଦିର |
3.ଅଲମ୍ପିକ ପଦକ ଜିତୁଥିବା ଭାରତୀୟ ବ୍ୟକ୍ତି କିଏ ?
ଉତ୍ତର – କରଣମାଲ ମୋଲ୍ଲେଶ୍ୱରୀ |
4.ଭାରତୀୟ ସମ୍ବିଧାନ ଦିବସ କେଉଁ ସ୍ତିତି ରେ ପାଳିତ ହେଇଥିଲା ?
ଉତ୍ତର – 26 ନଭେମ୍ବର ରେ |
5.ପ୍ରଥମ ବିକଳାଙ୍ଗ ବିଦ୍ୟାଳୟ ଉତ୍ତରପ୍ରଦେଶ ରେ କେଉଁଠାରେ ସ୍ଥାପିତ ହେଇଥିଲା ?
ଉତ୍ତର – ଚିତ୍ରକୂଟ ରେ |
6.ବିଶ୍ୱ ର ସବୁଠାରୁ ଘନା ସହର କେଉଁଟି ଅଟେ ?
ଉତ୍ତର -ମେକ୍ସିକୋ |
7.ଏପରି କେଉ ଜାଗା ଯେଉଁଠାକୁ ୧୦୦ ଲୋକେ ଯାଇଥାନ୍ତି କିନ୍ତୁ ଫେରିଥାନ୍ତି ୨୯୯ ଜଣ ଲୋକେ ?
ଉତ୍ତର – ସ୍ମସାନ |
8.ପେଟ୍ରୋଲିୟମ ନିର୍ଯାତକ ଦେଶ ର ସଂଗଠନ ର ମୁଖ୍ୟାଳୟ କେଉଁଠାରେ ରହିଛି ?
ଉତ୍ତର – ଅଷ୍ଟ୍ରେଲିଆ ର ଵିୟୋନା ରେ |