ଇଣ୍ଟରଭିଉରେ ପଚରାଗଲା- କ’ଣ୍ଡୋମକୁ ହିନ୍ଦୀରେ କଣ କୁହାଯାଇଥାଏ? ମିଳିଲା ଏପରି ଉତ୍ତର ଶୁଣିକି ସାର ହେଲେ ବେହୋସ …

ଆଜି ଆମେ ଆପଣ ଙ୍କୁ କିଛି ଏପରି ପ୍ରଶ୍ନ କରିବାକୁ ଯାଉଛୁ ଯାହା ର ଉତ୍ତର ଖୁବ ସରଳ ଅଟେ I କିନ୍ତୁ ଏହା ର ଉତ୍ତର ଆପଣ ଙ୍କ ପାଖ ରେ ନାହିଁ I ଆଜିକା ସମୟ ରେ ଯେ କୌଣସି ବି ଚାକିରୀ କରିବାକୁ ହେଲେ ବିନା ଇଣ୍ଟରଭିୟୁ ରେ କିଛି ବି ହେଇ ନ ଥାଏ I ଏବଂ ଏହି ଇଣ୍ଟରଭିୟୁ କ୍ଲିୟର କରିବା ପ୍ରତୋକ ଙ୍କ ପକ୍ଷରେ ସମ୍ଭବ ହେଇ ନ ଥାଏ I

ଏହି ସମୟ ରେ ଆପଣ ଙ୍କ ର ମନ ର ସ୍ତିତି ଜାଣିବାକୁ ଚେଷ୍ଟା କରାଯାଇଥାଏ I ଏବଂ ଆପଣ ଙ୍କ ର IQ ଟେଷ୍ଟ ମଧ୍ୟ କରାଯାଇଥାଏ ଯାହା ଦ୍ୱାରା କି ଆପଣ ସେହି ପଦବୀ ପାଁଇ କେତେ ଯୋଗ୍ୟ ଏହା ଦେଖାଯାଇଥାଏ I ତେବେ ଆଜି ଆମେ ଏହିପରି କିଛି ଇଣ୍ଟରଭିୟୁ ସମ୍ବନ୍ଧିତ ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା I

1.ସଂସାର ର ସବୁଠାରୁ ଗଭୀର ପୋଖରୀ କେଉଁଟି
ଉତ୍ତର – ବେକାଲ ପୋଖରୀ

2.ଭାରତ ରେ ରାସାୟନିକ ଜୀବ ବିଜ୍ଞାନ ସଂସ୍ଥା କେଉଁଠି ?
ଉତ୍ତର – କଲିକତା

3. ବିଶ୍ୱ ର କେଉଁ ଦେଶ ରେ ଗୋଟେ ହେଲେ ଖେତ ନାହିଁ ?
ଉତ୍ତର – ସିଙ୍ଗାପୁର

4.ଗଭରମେଣ୍ଟ ଅଫ ଇଣ୍ଡିଆ ଆକ୍ଟ କେବେ ଲାଗୁ ହେଇଥିଲା ?
ଉତ୍ତର – 1935 ରେ

5.ସାର୍ବଜନିକ ଅଂଚଳ ରେ କେଉଁ ବ୍ୟକ୍ତି ଟି ବ୍ୟାଙ୍କ ମଧ୍ୟ ରେ ବଡ଼ ଅଟେ ?
ଉତ୍ତର – ଭାରତୀୟ ଷ୍ଟେଟ ବ୍ୟାଙ୍କ

6.କଣ୍ଡୋମ କୁ ହିନ୍ଦୀ ରେ କଣ କୁହନ୍ତି ?
ଉତ୍ତର – ରବଡ଼ ର ଠିପି , ଛତ୍ରୀ