ଇଣ୍ଟରଭିଉ ରେ ପଚରାଗଲା : ଏପରି କଣ ଅଛି ଯାହା ଯୋଗୁ ନଖ ଓ ବାଳ କାଟିଲେ ଆମ୍ଭ ମାନଙ୍କୁ କଷ୍ଟ ହେଇ ନ ଥାଏ, ମିଳିଲା ଏପରି ଉତ୍ତର କି

ଶରୀର ର ପ୍ରତୋକ ଅଙ୍ଗ ରେ ଟିକେ ଜୋର ରେ ଆଘାତ ଲାଗିଲେ କଷ୍ଟ ହେଇଥାଏ I କିନ୍ତୁ ନଖ କି ବାଳ କାଟିଲେ ଆମ କୁ କିଛି କଷ୍ଟ ହେଇ ନ ଥାଏ ଏହା ର କଣ କାରଣ ଆପଣ ମଧ୍ୟ ଚିନ୍ତା କରୁଥିବେ I

କଣ ଆପଣ କେବେ ଚିନ୍ତା କରିଛନ୍ତି ଏପରି କାହିଁକି ହେଉଛି ? ଏପରି କେଉଁ କାରଣ ଯାହା ଦ୍ୱାରା କି ବାଳ ଓ ନଖ କାଟିବା ଦ୍ୱାରା ମଧ୍ୟ ଆମ କୁ ଯନ୍ତ୍ରଣା ଅନୁଭବ ହେଇ ନ ଥାଏ I

ଶରୀର ବିଜ୍ଞାନ କଥା ଦେଖିଲେ ଏପରି ଉଲେଖ ରହିଛି କି ବାଳ ଓ ନଖ ମୃତ କୋଷିକା ସହ ମିଶି ହେଇଚି I ମୃତ କୋଷିକା ଦ୍ୱାରା ହେବା କାରଣ ରୁ ଏହା କୁ କାଟିବା ଦ୍ୱାରା କୌଣସି କଷ୍ଟ ଆମେ ଅନୁଭବ କରି ନ ଥାଉ I କିନ୍ତୁ ଏହା ନଖ ଉପରେ ଲାଗୁ ନୁହେଁ I ମୂର୍ତ କୋଷିକା ସମ୍ପୂର୍ଣ ରୂପେ ବାଳ ରେ ରହିଛି I

କେବଳ ବୁଢା ହେଇଯାଇଥିବା ନଖ ଗୁଡିକ କାଟିବା ଦ୍ୱାରା କଷ୍ଟ ହେଇ ନ ଥାଏ କିନ୍ତୁ ଯାହା କି ଚର୍ମ କୁ ଲାଗି ରହିଥାଏ ଏହା କୁ କାଟିଲେ ଯନ୍ତ୍ରଣା ହେଇଥାଏ I କାରଣ ଯେଉଁ ସ୍ଥାନ ପର୍ଯ୍ୟନ୍ତ ନଖ ଚମଡା କୁ ଲାଗି ରହିଥାଏ ତାହା ଜୀବିତ କୋଷିକା ଅଟେ I ଏବଂ ସେଠାରେ ମାଡ଼ ବାଜିଲେ ମଧ୍ୟ ଆପଣ ଯନ୍ତ୍ରଣା ଅନୁଭବ କରିଥାନ୍ତି I