ଇଣ୍ଟରଭିୟୁ ରେ ପଚରାଗଲା- ଝିଅ ବିବାହର ପ୍ରଥମ କାର୍ଡ କାହାକୁ ଦିଆ ଯାଇଥାଏ? ପୁଅ ଦେଲା ଏପରି ଉତ୍ତର

ଆଜିକା ସମୟ ରେ କୌଣସି ବି ଚାକିରୀ ବିନା ଇଣ୍ଟରଭିୟୁ ରେ ସଫଳ ହେଇ ନ ଥାଏ I କିନ୍ତୁ କିଛି ଇଣ୍ଟରଭିୟୁ ଖୁବ ସହଜ ହେଇଥାଏ ତ ଆଉ କିଛି ବହୁତ କଷ୍ଟକର ଇଣ୍ଟରଭିୟୁ ହେଇଥାଏ I ଏବଂ ଏହି କଷ୍ଟକର ଇଣ୍ଟରଭିୟୁ ରେ ଅନେକ ଲୋକେ ଫେଲ ମାରିଥାନ୍ତି I

ଏହି ଇଣ୍ଟରଭିୟୁ ରେ ଆପଣ ଙ୍କ ର ମନୋସ୍ଥିତି ବିଷୟ ରେ ପଚରାଯାଇଥାଏ I ଏବଂ ଏପରି ଇଣ୍ଟରଭିୟୁ ରେ ଏପରି କିଛି ପ୍ରଶ୍ନ ପଚରାଯାଇଥାଏ ଯାହା କି ଆପଣ କୌଣସି ବି ବହି ରେ ପଢି ନ ଥିବେ I ଏବଂ ସମୁଖ ରେ ବସିଥିବା ବ୍ୟକ୍ତି ଆପଣ ଙ୍କ ର IQ ଟେଷ୍ଟ କରିଥାନ୍ତି I

ପ୍ରଶ୍ନ – ବିଶ୍ୱ ରେ ସବୁଠାରୁ ଅଧିକ ଚା ଉତ୍ପାଦନ କେଉଁ ଦେଶ ରେ ହେଇଥାଏ ?
ଉତ୍ତର – ଭାରତ ରେ

ପ୍ରଶ୍ନ -ସେହି ଜିନିଷ ର ନା କୁହ ଯାହା କୁ ଲୋକେ ଖାଇବା ପାଁଇ କିଣିଥାନ୍ତି ?
ଉତ୍ତର – ପ୍ଲେଟ

ପ୍ରଶ୍ନ – ଭାରତ ର ସବୁଠାରୁ ଛୋଟ ଜିଲ୍ଲା କେଉଁଟି ?
ଉତ୍ତର – ପଣ୍ଡିଚେରୀ ର ମାହି ନାମ ଜିଲ୍ଲା I

ପ୍ରଶ୍ନ – ଯୁବତୀ ଙ୍କ ର ବିବାହ ର ପ୍ରଥମ କାର୍ଡ କାହାକୁ ଦିଆ ଯାଇଥାଏ ?
ଉତ୍ତର – ଯୁବତୀ ଙ୍କ ର ବିବାହ ର ପ୍ରଥମ କାର୍ଡ ପ୍ରଭୁ ଗଣେଶ ଙ୍କୁ ଦିଆ ଯାଇଥାଏ , ଭାରତୀୟ ପରମ୍ପରା ଅନୁସାରେ ଭଗବାନ ଗଣେଶ ହେଉଛନ୍ତି ପ୍ରଥମ ପୂଜନୀୟ I