ଆଜିକା ସମୟ ରେ କୌଣସି ବି ଚାକିରୀ ବିନା ଇଣ୍ଟରଭିୟୁ ରେ ସଫଳ ହେଇ ନ ଥାଏ I କିଛି ଇଣ୍ଟରଭିୟୁ ସହଜ ହେଇଥାଏ ତ କିଛି ଖୁବ କଷ୍ଟକର ଇଣ୍ଟରଭିୟୁ ହେଇଥାଏ I ଏପରି ବି କିଛି ଇଣ୍ଟରଭିୟୁ ରହିଛି ଯାହା ସାଧାରଣ ଲୋକ ଙ୍କ ପକ୍ଷ୍ୟ ରେ ସମ୍ଭବ ହେଇ ନ ଥାଏ I
ଏପରି ଇଣ୍ଟରଭିୟୁ ରେ ଆପଣ ଙ୍କ ର ମନୋସ୍ଥିତି କୁ ଜାଣିବାକୁ ସମୁଖ ରେ ଥିବା ବ୍ୟକ୍ତି ଚେଷ୍ଟା କରିଥାନ୍ତି ଏହା ଦ୍ୱାରା ଆପଣ ଙ୍କ ର IQ କେତେ ରହିଛି ବି ଜଣାପଡିଥାଏ I ତେବେ ଆଜି ଆମେ ଏହିପରି କିଛି ଇଣ୍ଟରଭିୟୁ ର ପ୍ରଶ୍ନ ବିଷୟ ରେ ଆଲୋଚନା କରିବା I ଏହି ଇଣ୍ଟରଭିୟୁ ଦ୍ୱାରା ଆପଣ ଜ୍ଞାନ କୌଶଳ ବିଷୟ ରେ ଜଣାପଡିଥାଏ I ଏହି ପ୍ରଶ୍ନ ର ଉତ୍ତର ଖୁବ ସହଜ ହେଇଥାଏ କିନ୍ତୁ ଟିକେ ବୁଦ୍ଧି ର ପ୍ରୟୋଗ କରିବାକୁ ହେଇଥାଏ I
ପ୍ରଶ୍ନ – A , Bର ବାପା କିନ୍ତୁ B, Aର ପୁଅ ନୁହେଁ ଏହା କିପରି ସମ୍ଭବ ?
ଉତ୍ତର – A, Bର ବାପା କିନ୍ତୁ B, A ର ପୁଅ ନୁହେଁ କାରଣ B ସେ ହେଉଛି ଝିଅ |
ପ୍ରଶ୍ନ – ଏକ ସମୁଦ୍ର ରେ ଏକ ଜାହାଜ ଯାଉଥିଲା ଏବଂ ସେହି ଜାହାଜରେ ସୀଢୀ ତଳକୁ ଓହଳିଥିଲା ଏହାର ଲମ୍ବା ପ୍ରାୟ 12 ଫୁଟ ଥିଲା ଏବଂ ଏଥିରେ ମାତ୍ର 7 ଗୋଟି ଷ୍ଟିକ ଲଗାଯାଇଥଲା , କିଛି ସମୟରେ ସମୁଦ୍ରର ଜଳସ୍ତର 3 ଫୁଟ ବଢି ଯାଇଥିଲା , ତେବେ କେତେ ଗୋଟି ଷ୍ଟିକ ପାଣି ଭିତରକୁ ଚାଲିଯାଇଥିଲା I
ଉତ୍ତର – ଗୋଟେ ବି ଷ୍ଟିକ ପାଣି ଭିତରକୁ ଯାଇ ନାହିଁ I କାରଣ ଜଳ ସ୍ତର ବଢିବା ସହ ଜାହାଜ ବି ପାଣି ସହ ଉପରକୁ ଆସିଯାଇଥାଏ |
ପ୍ରଶ୍ନ – ଝିଅ ଙ୍କର ଏପରି କେଉଁ ଅଙ୍ଗ ଥାଏ ଯାହା ଗାଧୋଇବା ପରେ ବି ଶୁଖିଲା ରହିଥାଏ ?
ଉତ୍ତର – ସଜୀଵ ହେଉ କି ନିର୍ଜୀଵ ପୁଅ ହେଉ କି ଝିଅ କୌଣସି ବି ଜିନିଷର ଛାଇ କେବେ ହେଲେ ଓଦା ହେଇ ନ ଥାଏ |