ସିଭିଲ ସେବା ପରୀକ୍ଷା ଦେଶ ର ସବୁଠାରୁ ବଡ଼ ପରୀକ୍ଷା ହେଇଥାଏ I ତେବେ ଏହି ପରୀକ୍ଷା ଯେଉଁ ପ୍ରଶ୍ନ ପଚରାଯାଇଥାଏ ଏହା ର ବିଶେଷ ଗୁରୁତ୍ୱ ରହିଥାଏ I ଏହି ପରୀକ୍ଷା ରେ ପାସ ହେବାକୁ ହେଲେ ତିନିଗୋଟି ପର୍ଯ୍ୟାୟ ଦେଇ ଯିବାକୁ ହେଇଥାଏ I ଏବଂ ଏହି ପରୀକ୍ଷା ରେ ଯେଉଁ ବିଦ୍ୟାର୍ଥୀ ସଫଳ ହେଇଥାନ୍ତି ସେମାନେ ଆଇ ଏ ଏସ , ଆଇ ପି ଏସ , ଆଇ ଏଫ ଏସ , ଆଇ ଆର ଏସ ଆଦି ପଦବୀ ପାଁଇ ନିଯୁକ୍ତି ପାଇଥାନ୍ତି I
ଅନେକ ସମୟ ରେ କିଛି ଇଣ୍ଟରଭିୟୁ ରେ କିଛ ଏପରି ବି ପ୍ରଶ୍ନ ପଚରାଯାଇଥାଏ ଯାହା ବହୁତ ଆଜିବି ହେଇଥାଏ I ଏପରି ଟେଢା ପ୍ରଶ୍ନ ପ୍ରତୋକ ଲୋକ ଙ୍କୁ ସମସ୍ୟା ରେ ପକାଇଥାଏ I ତେବେ ଏହି ପରି ଜଣେ ଯୁବକ ଙ୍କୁ ଜଣେ ଯୁବତୀ ଙ୍କ ର ସମ୍ବନ୍ଧିତ କିଛି ପ୍ରଶ୍ନ ପଚରାଯାଇଥିଲା I
ପ୍ରଶ୍ନ – ପୁରୁଷ 12 KM ଉତ୍ତର କୁ , ପୁଣି 15 କିମି ପୂର୍ବ କୁ ଓ ପୁଣି 19 କିମି ପଶ୍ଚିମ କୁ ପୁଣି 15 କିମି ଦକ୍ଷିଣ କୁ ଯଦି ଚାଲିବ ତେବେ ମନୁଷ୍ୟ ତା ପ୍ରପିମ୍ଭିକ କେନ୍ଦ୍ର ରୁ କେତେ ଦୂର ରେ ରହିବ I
ଉତ୍ତର – 5 KM
ପ୍ରଶ୍ନ – ଏପରି କେଉଁ ଜିନିଷ ପଡିଲେ ବି ଭାଙ୍ଗି ନ ଥାଏ ?
ଉତ୍ତର – ବର୍ଷା
ପ୍ରଶ୍ନ – ଯୁବତୀ ଙ୍କ ର ଶରୀର ର କେଉଁ ଅଙ୍ଗ ଆମେ ଖାଇଥାନ୍ତି ?
ଉତ୍ତର -ଲେଡି ଫିଙ୍ଗର ଯାହା କୁ ହିନ୍ଦୀ ରେ ଭେଣ୍ଡି କୁହାଯାଇଥାଏ ଏହା ଏକ ପରିବା ଅଟେ I