ଯାତ୍ରା ଷ୍ଟେଜ ଉପରେ ଆଇଟମ ଗାର୍ଲ ରାନୀ ପ୍ରିୟଦର୍ଶିନୀଙ୍କ କରିଲେ ଏମିତି ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେ ନାହିଁ ଆପଣ…

ବନ୍ଧୁଗଣ ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଛି ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ସବୁଦିନ ଦେଖିବାକୁ ପାଉଥିବେ | ତେବେ ଯାତ୍ରା ଜଗତର ଡାନ୍ସ ଓ କିଛି ମନୋଛୁଆଁ ଭିଡ଼ିଓ ଗୁଡିକ ବି ଏବେ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ଦେଖିବାକୁ ମିଳିଛି ଯାତ୍ରା ଜଗତର ହଟ ଆଇଟମ ଡାନ୍ସର ରାଣୀ ପ୍ରିୟଦର୍ଶିନୀ ଙ୍କର ଯାତ୍ରା ମଞ୍ଚରେ ହଟ ଆଇତମ ଡାନ୍ସ ର କମାଲ |

ଆଉ ଯେଉଁ ଡାନ୍ସ ର ଭିଡ଼ିଓ କୁ ଆପଣ ମାନେ ମଧ୍ୟ ଦେଖିଲେ ଖୁସି ହୋଇଯିବେ ବୋଲି କୁହାଯାଉଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା | କୁହାଯାଏ କି ଯାତ୍ରା ଜଗତ ଆଜି କାଲି ଅନେକ ଆଗକୁ ଯିବାକୁ ଲାଗିଲାଣି | ଆଉ ଯାତ୍ରା କଳାକାର ମାନେ ଯାତ୍ରା ମଞ୍ଚରେ ସେମାନଙ୍କର ଡାନ୍ସ ର କମାଲ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଉଛନ୍ତି |

ତାହା ସହିତ ଯାତ୍ରା ଜଗତରେ ଭାଇରାଲ ହେଉଥିବା ଅନେକ ସିନ ଦେଖିବାକୁ ପାଉଥିବେ ଯାହାକୁ ଲୋକ ମାନେ ଦେଖି ବେଶ ଖୁସି ହେଵା ସହିତ ଯାତ୍ରା ର ଆଇଟମ ଡାନ୍ସ ସମସ୍ତଙ୍କ ମନକୁ କିଣି ନେଇଥାଏ | ଯାତ୍ରା ଗୋଟିଏ ଏମିତି ଜିନିଷ ଯାହାକୁ ଲୋକ ମାନେ ଦେଖିବା ପାଇଁ ଆଜି କାଲି ଅଧିକ ପସନ୍ଦ କରୁଛନ୍ତି | ତେବେ ଆଜି କାଲି ଯାତ୍ରା ପୂର୍ବରୁ ଦେଖିବାକୁ ମିଳୁଛି ମେଲୋଡି ର କମାଲ, ଆଉ ଯେଉଁଥି କୁହାଯାଉଛି କି ଯାତ୍ରା ମଞ୍ଚରେ ମେଲୋଡି ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଯାତ୍ରା ଜଗତର ହଟ ଆଇଟମ ଡାନ୍ସର ରାଣୀ ପ୍ରିୟଦର୍ଶିନୀ |

ତେବେ ଦେଖିବାକୁ ମିଳିଛି କି ଏହି ହଟ ଡାନ୍ସର ଙ୍କର ଜବରଦସ୍ତ ପୋରଫୋମେନ୍ସ କୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ଯାତ୍ରା ର ମଞ୍ଚ ଉପରେ |ତାହା ସହିତ କୁହାଯାଉଛି କି ପ୍ରଥମେ ଦିଲବର ଗୀତ ରେ ନିଜର ଜବରଦସ୍ତ ପୋରଫୋମେନ୍ସ ଦେଖାଇଥିଲେ ରାଣୀ ପ୍ରିୟଦର୍ଶିନୀ |

ଆଉ ତାହା ପରେ ମୋର ମନ ଉଡି ଯାଏରେ ଗୀତ ରେ ସୁନ୍ଦର ଭାବରେ ନିଜର ହଟ ଡାନ୍ସ କୁ ଦେଖାଇବାକୁ ଲାଗିଥିଲେ ଯାତ୍ରା ମଞ୍ଚରେ ରାଣୀ ପ୍ରିୟଦର୍ଶିନୀ | ଆଉ ତାଙ୍କର ସେହି ଡାନ୍ସ କୁ ଦେଖି ଦର୍ଶକ ମାନେ ବେଶ ଏନଜୟ କରିବାକୁ ଲାଗିଥିଲେ ବୋଲି କୁହାଯାଉଛି | ଆଉ ତାହା ସହିତ ରାଣୀ ପ୍ରିୟଦର୍ଶିନୀ ଙ୍କର ଡାନ୍ସ କୁ ଦେଖି ଦର୍ଶକ ମାନେ ମଧ୍ୟ ଡାନ୍ସ କରିବାକୁ ଲାଗିଥିଲେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |