ଯଦି ଆପଣଙ୍କ ସାଥିଙ୍କ ପାଖରେ ରହିଛି ଏହି 5ଟି ଗୁଣ ତେବେ ବାହାଘରରେ ଆଉ ଡେରି କରନ୍ତୁ ନାହିଁ, ନଚେତ ଜୀବନ ସାରା କରିବେ ପଶ୍ଚାତାପ

କିଛି ଏପରି ଘଟଣା ଯାହା କି ପ୍ରେମ ରେ ବାଧା ସୃଷ୍ଟି କରିଥାଏ I କିନ୍ତୁ ଅନେକ କଳି ଝଗଡା ସତ୍ୱେ ମଧ୍ୟ ସେହି ପ୍ରେମ ସମ୍ବନ୍ଧ ରେ ଫାଟ ସୃଷ୍ଟି ହେଇ ନ ଥାଏ I ପ୍ରତୋକ ଲୋକ ଙ୍କ ଜୀବନ ରେ କଳି ଝଗଡା ହେବା ଏକ ସମୟ କଥା ହେଇଥାଏ I ତେବେ ଆଜି ଆସନ୍ତୁ ଆଲୋଚନା କରିବା କେଉଁ କେଉଁ ସମ୍ପର୍କ ପ୍ରେମ ସମ୍ବନ୍ଧ କୁ ମଜବୁତ କରିଥାଏ I

1. ପ୍ରେମ ସମ୍ବନ୍ଧ ଏକ ମଧୁର ସମ୍ପର୍କ ହେଇଥାଏ I ସାମାନ୍ୟ କିଛି ଫୁଲ ରେ ମଧ୍ୟ ପ୍ରେମ ର ପରିଭାଷା ଦ୍ୱିଗୁଣିତ ମଧୁର ହେଇଯାଇଥାଏ I ସାଥି ଙ୍କୁ ଉପହାର ଦେବା ଦ୍ୱାରା ପ୍ରେମ ସମ୍ବନ୍ଧ ବୃଦ୍ଧି ପାଇଥାଏ I ଯଦି ଆପଣ ଙ୍କ ପାର୍ଟନର ଆପଣ ଙ୍କୁ ଉପହାର ଦେଇଥାନ୍ତି ଓ ସର୍ବଦା ଆପଣ ଙ୍କୁ ଖୁସି ଦେଖିବାକୁ ଚାହୁଁଛନ୍ତି ତେବେ ଏହା ଆପଣ ଙ୍କ ପାଁଇ ଖୁସି ର ବିଷୟ ଅଟେ I

2.ଅନେକ ଲୋକେ ନିଜ ବ୍ୟକ୍ତିଗତ ସମସ୍ୟା କୁ ପାର୍ଟନର ଙ୍କ ସହ ସେୟାର ନ କରିବାକୁ ପରାମର୍ଶ ଦେଇଥାନ୍ତି I କିନ୍ତୁ ପାର୍ଟନର ଙ୍କ ସହ ସେୟାର କରିବେନି ତ ଆଉ କାହା ସହ ସେୟାର କରିବେ I ତେଣୁ ଯେଉଁ ପାର୍ଟନର ମାନେ ଆପଣ ଙ୍କୁ ତାଙ୍କ ସମସ୍ୟା ବିଷୟ ରେ କହିଥାନ୍ତି ସେମାନେ ହିଁ ଏକ ଉତ୍ତମ ଜୀବନସାଥୀ ହେଇଥାନ୍ତି I

3.ସମୟ ବହୁତ ମୂଲ୍ୟବାନ ହେଇଥାଏ I ଯଦି ଆପଣ ଙ୍କ ସାଥି ଆପଣ ଙ୍କୁ ସମୟ ଦେଉଛନ୍ତି ଏବଂ କୁଆଡେ ଆପଣ ଙ୍କ ସହ ବୁଲିବାକୁ ଯାଉଛନ୍ତି ତେବେ ଏହା ବହୁତ ଖୁସିର ବିଷୟ ହେଇଥାଏ I ଏପରି ପାର୍ଟନର ଯଦି ଆପଣ ଙ୍କ ର ସବୁ ସମସ୍ୟା ର ପୁରା ସହଯୋଗ କରୁଛନ୍ତି ତେବେ ଏପରି ପାର୍ଟନର ଙ୍କୁ ବିବାହ କରିବାକୁ କେବେ ହେଲେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ I

4.ପ୍ରତୋକ ସମ୍ପର୍କ ର ମୂଳ ଦୁଆ ହେଉଛି ସଂମାନ I ସାଥି ଯଦି ଆପଣ ଙ୍କୁ ପୁରା ସଂମାନ ଦେଉଛନ୍ତି ତେବେ ଏପରି ସାଥି ଙ୍କୁ କେବେ ହେଲେ ଆପଣ ନିଜ ଠାରୁ ଦୁରେଇ ରଖିବାକୁ ଚେଷ୍ଟା କରନ୍ତୁ ନାହିଁ I

5.ଯେଉଁଠାରେ ପ୍ରେମ ଥାଏ ସେଠାରେ କଳି ଝଗଡା ମଧ୍ୟ ହେଇଥାଏ I ଯେଉଁ ପାର୍ଟନର ମାନେ କଳି ଝଗଡା କୁ କିଛି ସମୟ ରେ ଭୁଲିଯାଇଥାନ୍ତି ତାହା ହିଁ ପ୍ରକୃତ ପ୍ରେମ ହେଇଥାଏ ଓ ଏପରି ପାର୍ଟନର ଙ୍କୁ ଆପଣ ଙ୍କ ଜୀବନ ରୁ କେବେ ହେଲେ ଦୂରନ୍ତୁ ନାହିଁ I କିନ୍ତୁ ଆପଣ କେବେ ହେଲେ ନିଜ ପାର୍ଟନର ଙ୍କ ସହ ମାଡ଼ ମାରିବା କିମ୍ବା ଗୁଲଜ କରିବା ପରି କାମ କରନ୍ତୁ ନାହିଁ I