ଯଦି ଆପଣ ବି ସକାଳୁ ସକାଳୁ ଅଦା ଚା ପିଉଛନ୍ତି,ତ ଛାଡି ଦିୟନ୍ତୁ ଏହି ଅଭ୍ୟାସ, ଶରୀର ପାଁଇ ବିଷ ହୋଇପାରେ ଏହି ଚା

ପ୍ରତୋକ ବ୍ୟକ୍ତି ଙ୍କ ର ସକାଳ ଚା ରୁ ଆରମ୍ଭ ହେଇଥାଏ I ସକାଳ ର ଜଳଖିଆ ହେଉ କି ନ ହେଉ କିନ୍ତୁ ଯଦି ଅଦା ଚା ଟିକେ ମିଳିଯାଇଥାଏ ତେବେ ଆଉ କିଛି ଆବଶ୍ୟକ ନ ଥାଏ I ଏପରି ଅନେକ ଲୋକେ ଅଛନ୍ତି ଯେଉଁମାନେ ବିନା ଅଦା ରେ ଚା ପିଅନ୍ତି ନାହିଁ I ଏପରି ଲୋକ ଙ୍କ ର ଚିନ୍ତା ରହିଛି କି ଅଦା ଚା ଶରୀର ପାଁଇ ଭଲ ଅଟେ I କିନ୍ତୁ ଏହା ବିଷୟ ରେ ଆପଣ ଜାଣି ଆଶ୍ଚଯ୍ୟ ହେବେ I

ଏକ ଗବେଷଣା ରୁ ଜଣାଯାଇଛି କି ଏହି ଅଦା ଚା ଶରୀର ପାଁଇ ଯେତିକି ଉପକାର ସେତିକି ଅପକାର ମଧ୍ୟ ହେଇଥାଏ I ଅଦା ଚା ପିଇବା ଦ୍ୱାରା କିଛି ଲୋକ ଙ୍କ ର ଛାତି ଜଳାପୋଡ଼ା ହେଇଥାଏ ଏବଂ ପେଟ ବି ଖରାପ ହେଇଥାଏ I ତେଣୁ ଅନେକ କ୍ଷେତ୍ର ରେ ଏହା ଶରୀର ପାଁଇ ହାନିକାରକ ହେଇଥାଏ I

ଖାଲି ପେଟ ରେ ଅଦା ଚା ପିଇବା ଦ୍ୱାରା ପେଟ ଖରାପ ହେଇଥାଏ I ଗର୍ଭବତୀ ମହିଳା ଏହି ଅଦା ଚା ର ସେବନ କରିଥାନ୍ତି କିନ୍ତୁ ଡାକ୍ତର ଙ୍କ ର କହିବା ଅନୁସାରେ ଏହି ଅଭ୍ୟାସ ଦ୍ୱାରା ଏହା ର ଖରାପ ପ୍ରଭାବ ପିଲାଟି ଉପରେ ପଡିଥାଏ I ତେଣୁ ଗର୍ଭବତୀ ମହିଳା ବି ଏହି ଅଦା ଚା ପିଇବା ଅନୁଚିତ I

ଯେଉଁ ଲୋକେ ଉଚ ରକ୍ତ ଚାପ ରୋଗୀ ଅଟନ୍ତି ସେମାନେ ଅଦା ଚା ରୁ ଦୁରେଇ ରହିବା ଭଲ ହେଇଥାଏ ଏବଂ ଏହି ବାବଦ ରେ ଡାକ୍ତର ଙ୍କ ର ପରାମର୍ଶ ନେବା ଉଚିତ I

ଅଦା ଚା ର ସେବନ ଦ୍ୱାରା ଭୋକ ମଧ୍ୟ କମ ହେଇଥାଏ I କାରଣ ଅଦା ରେ Serotonin hormone ରହିଥାଏ ଯାହା କି ଆପଣ ଙ୍କ ର ଭୋକ ର ମାତ୍ରା କୁ କମାଇଥାଏ I ଯେଉଁମାନେ ନିଜ ର ଓଜନ ବଢାଇବାକୁ ଚାହୁଁଛନ୍ତି ସେହି ଲୋକେ ଏହି ଚା ରୁ ଦୁରେଇ ରହିବା ଉଚିତ I