ଯଦି ଆପଣଙ୍କ ସାଥି ବା ପ୍ରେମିକା ଙ୍କର ନାମ P , M ଓ S ଅକ୍ଷରରୁ ଆରମ୍ଭ ହେଉଛି ତ ନିଶ୍ଚିନ୍ତ ପଢନ୍ତୁ ଏହି ଖବର କୁ

ଆଜି ଆମେ ଆଲୋଚନା କରିବା ଆପଣ ଙ୍କ ର ଜୀବନସାଥୀ ଙ୍କ ର ନାମ ଓ ତାଙ୍କ ର ବ୍ୟକ୍ତିତ୍ୱ ସମ୍ବନ୍ଧ ରେ I ଜଣେ ବ୍ୟକ୍ତି ଙ୍କ ର ନାମ ର ପ୍ରଥମ ଅକ୍ଷର ରୁ ହିଁ ସେହି ବ୍ୟକ୍ତି ଙ୍କ ର ବିଷୟ ରେ ଜଣାପଡିଥାଅ I ତେବେ ଜୋତିଷ ଶାସ୍ତ୍ର ଅନଶୁୟାରେ P , M ଓ S ଅକ୍ଷର ଥିବା ବ୍ୟକ୍ତି ଏକ ଉତ୍ତମ ଜୀବନସାଥୀ ହେଇଥାନ୍ତି ବୋଲି ଜଣାଯାଇଛି I ଏବଂ ଏପରି ଜୀବନସାଥୀ ପାଁଇ ଆପଣ ସର୍ବଦା ଖୁସି ରେ ଜୀବନ ଅତିବାହିତ କରିଥାନ୍ତି I

P ଅକ୍ଷର ଥିବା ଲୋକେ – ଯେଉଁ ଲୋକ ଙ୍କ ର ନାମ P ଅକ୍ଷର ରୁ ଆରମ୍ଭ ହେଇଥାଏ , ସେମାନେ ନିଜ କାମ କୁ ଅଧିକ ପ୍ରାଥମିକତା ଦେଇଥାନ୍ତି I ତାଙ୍କ ର ଏହି ଅଭ୍ୟାସ କାରଣ ରୁ ଲୋକେ ତାଙ୍କୁ ମତଲବି କହିଥାନ୍ତି I କିନ୍ତୁ ସେମାନେ ନିଜ କାମ ପ୍ରତି ବିଶ୍ୱସ୍ତ ହେଇଥାନ୍ତି , ଅଯଥା ସମୟ ବି ନଷ୍ଟ କରି ନ ଥାନ୍ତି I

M ଅକ୍ଷର ଥିବା ବ୍ୟକ୍ତି – ଯେଉଁ ଲୋକ ଙ୍କ ର ନାମ M ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନେ ନିଜ ପରିବାର ର ବିଶେଷ ଦାଇତ୍ୱ ନେଇଥାନ୍ତି I ସେମାନେ ଢ଼ୋକେବାଜ ହେଇ ନ ଥାନ୍ତି I ତାଙ୍କୁ ଶାନ୍ତ କରିବା ଖୁବ ସହଜ ହେଇଥାଏ I ଏବଂ ଏପରି ଜୀବନସାଥୀ ଆପଣ ଙ୍କ ର ଭାଗ୍ୟ ବଦଳାଇଥାନ୍ତି I

S ଅକ୍ଷର ନାମ ର ବ୍ୟକ୍ତି – ଯେଉଁ ଯୁବକ ଙ୍କ ର ନାମ S ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନେ ବହୁତ ସଚୋଟ ହେଇଥାନ୍ତି I ଏହି ଯୁବକ ଙ୍କ ର ବିଶେଷ କଥା ଏହା କି ଏମାନେ କାହାରି କୁ ପ୍ରେମ ରେ ଧୋକା ଦେଇ ନ ଥାନ୍ତି I ଏବଂ ସର୍ବଦା ଜୀବନସାଥୀ ଙ୍କ ର ଭଲ ହିଁ ଖୋଜିଥାନ୍ତି I