ହିନ୍ଦୁ ଧର୍ମ ରେ ତୁଳସୀ ଗଛ ର ବିଶେଷ ମହତ୍ୱ ରହିଥାଏ I ହିନ୍ଦୁ ଧର୍ମ ରେ ଲୋକେ ଏହି ତୁଳସୀ ଗଛ କୁ ପୂଜା ମଧ୍ୟ କରିଥାନ୍ତି I ତୁଳସୀ ଗଛ ର ଅନେକ ଔଷଧୀୟ ଗୁଣ ରହିଥାଏ I ଏହି ତୁଳସୀ ପତ୍ର ର ସେବନ ଦ୍ୱାରା ଅନେକ ରୋଗ ଭଲ ହେଇଥାଏ I
ତୁଳସୀପତ୍ର ସେବନ ର ଲାଭକାରୀ
1. ଋତୁ ପରିବର୍ତନ ସମୟ ରେ ହେଉଥିବା ରୋଗ ରୁ ମୁକ୍ତି
ଯଦି ପ୍ରତିଦିନ ଆପଣ ତୁଳସୀ ପତ୍ର ର ସେବନ କରନ୍ତି ତେବେ ଋତୁ ପରିବର୍ତନ ସମୟ ରେ ହେଉଥିବା ରୋଗ ରୁ ଆପଣ ମୁକ୍ତି ପାଇଥାନ୍ତି I ଥଣ୍ଡା ଜ୍ୱର ପରି କୌଣସି ସମସ୍ୟା ହେଇ ନ ଥାଏ ଓ ଆପଣ ଙ୍କ ର ଶରୀର ର ରୋଗ ପ୍ରତିଷେଧକ କ୍ଷମତା ବୃଦ୍ଧି ପାଇଥାଏ I
2. ମୁଣ୍ଡ ବ୍ୟଥା ରୁ ମୁକ୍ତି
ଯଦି ଆପଣ ନିୟମିତ ତୁଳସୀ ପତ୍ର ର ସେବନ କରୁଛନ୍ତି ତେବେ ମୁଣ୍ଡ ବ୍ୟଥା ପରି ସମସ୍ୟା ରୁ ମୁକ୍ତି ମିଳିଥାଏ I ଏପରି କ୍ଷେତ୍ର ରେ ଆପଣ ତୁଳସୀ ପତ୍ର କୁ କ୍ଷୀର ରେ ପକାଇ ମଧ୍ୟ ସେବନ କରିପାରିବେ I
3.ଶ୍ୱାସକ୍ରିୟା ସମସ୍ୟା
ପ୍ରତୋକ ଦିନ ସକାଳୁ ଖାଲି ପେଟ ରେ ତୁଳସୀ ପତ୍ର ର ସେବନ କରିବା ଦ୍ୱାରା ଶ୍ୱାସକ୍ରିୟା ସମ୍ବନ୍ଧିତ ସମସ୍ୟା ହେଇ ନ ଥାଏ I ଏବଂ ଆପଣ ସୁସ୍ଥ ରହିଥାନ୍ତି I
ତୁଳସୀ ପତ୍ର ସେବନ ର ବିଧି I
ଯଦି ଆପଣ ତୁଳସୀପତ୍ର ସେବନ କରୁଛନ୍ତି ତେବେ ଏହା ର ବିଧି ଜାଣିବା ଜରୁରୀ ଅଟେ I ଆପଣ ପ୍ରତୋକ ଦିନ ସକାଳୁ 10 ଗୋଟି ତୁଳସୀ ପତ୍ର କୁ ପାଣି ରେ ଗରମ କରି ସେହି ତୁଳସୀ ପତ୍ର କୁ ଗୁଣ୍ଡ କରି ଏହା ର ପାଉଡର ସେବନ କରନ୍ତୁ I