ରାଜନେତା ଙ୍କ ର ଚର୍ଚା ରେ ରହିବା ସାଧାରଣ କଥା ଅଟେ କିନ୍ତୁ ଅନେକ ସମୟ ରେ ଅନ୍ୟ କିଛି କାରଣ କୁ ନେଇ ତାଙ୍କ ଘର ଲୋକେ ମଧ୍ୟ ମିଡ଼ିଆ ରେ ଚର୍ଚା କୁ ଆସିଥାନ୍ତି I କିଛି ଏହିପରି ବିଜେପି ନେତା ଙ୍କ ର ଝିଅ ଙ୍କ କ୍ଷେତ୍ର ରେ ଦେଖିବାକୁ ମିଳିଛି I ବଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନେତ୍ରୀ ଙ୍କ ର ସୁନ୍ଦରତା ପାଁଇ ସେମାନେ ଚର୍ଚା ରେ ରହିଥାନ୍ତି I କିନ୍ତୁ ଭାରତ ରେ ଜଣେ ଏପରି ଫିଟ୍ନେସ ଟ୍ରେନ୍ର ଅଛନ୍ତି ଯିଏ କି ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି I
ତେବେ ଏହି ସ୍ୱପ୍ନା ନାମ ଯୁବତୀ କୌଣସି ସାଧାରଣ ଯୁବତୀ ନୁହନ୍ତି , ଏ ହେଉଛନ୍ତି ଗୁଜୁରାଟ ର ବିଜେପି ନେତା ଜୟ ନାରାୟଣ ବ୍ୟାସ ଙ୍କ ର ଝିଅ ଅଟନ୍ତି I ସେ ନିଜ ଟ୍ରେନିଂ ସମୟ ରେ 1 ବର୍ଷ ରେ 30 କିଲୋ ଓଜନ କମାଇଛନ୍ତି ଏବଂ ରିବାକ ତରଫରୁ ତାଙ୍କୁ ସାର୍ଟିଫିକେଟ ମଧ୍ୟ ମିଳିଛି I
ସ୍ୱପ୍ନା ଇନ୍ଷ୍ଟଗ୍ରାମ ଓ ଫେସବୁକ , ଟ୍ୱିଟର ଆଦି ରେ ଆକ୍ଟିଭ ରହିଥାନ୍ତି I ବିଗତ ଦିନ ରେ ସ୍ୱପ୍ନା ଙ୍କ ର ଫୋଟୋ ଖୁବ ଭାଇରଲ ହେଇଥିଲା I ଏବଂ ନିଜ ର ସୁନ୍ଦରତା କୁ ନେଇ ସ୍ୱପ୍ନା ଖୁବ ଚର୍ଚା ରେ ମଧ୍ୟ ଅଛନ୍ତି I ସ୍ୱପ୍ନା ଜଣେ ଫିଟ୍ନେସ ଟ୍ରେନ୍ର ସହ ଜଣେ ମଡେଲିଙ୍ଗ ମଧ୍ୟ କରୁଛନ୍ତି I ଏବଂ ଏହା କୁ ନେଇ କିଛି ବ୍ୟକ୍ତି ଙ୍କ କହିବା କଥା ଯଦି ସ୍ୱପ୍ନା ବଲିଉଡ ରେ କାମ କରିବେ ତ ବଡ଼ ବଡ଼ ଅଭିନେତ୍ରୀ ମଧ୍ୟ ତାଙ୍କ ଆଗ ରେ ଫେଲ ମାରିବେ I