ଏହି ଦୁନିଆ ରେ ଏପରି ଅନେକ ଲୋକେ ଅଛନ୍ତି ଯେଉଁମାନେ ନିଜ ର ଅଧିକ ଓଜନ କୁ ନେଇ ବେଶ ଚିନ୍ତା ରେ ରହିଛନ୍ତି I କିନ୍ତୁ ଯେଉଁ ଲୋକ ଙ୍କ ର ଅଧିକ ଓଜନ ରହିଛି ସେମାନେ ସର୍ବଦା ଚେଷ୍ଟା କରିଥାନ୍ତି କିପରି ନିଜ ର ଓଜନ କୁ କମେଇବେ I ଏହା ତ ସାଧାରଣ କଥା କି ଆଜିକା ସମୟ ରେ ଲୋକ ଙ୍କ ର ଓଜନ ରେ ବୃଦ୍ଧି ପାଇବା ରେ ଲାଗିଛି I
ଯଦି ଆପଣ ବାସ୍ତବ ରେ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ଭୋଜନ ପୂର୍ବ ରୁ କେବଳ ଏକ କାମ କରନ୍ତୁ I ଆପଣ ନିଜ ର ଓଜନ କମାଇବାକୁ ଅନେକ ଉପାୟ ତ ଆପଣେଇଥିବେ କିନ୍ତୁ କିଛି ଆପଣ ଙ୍କ ପାଁଇ ହାନିକାରକ ମଧ୍ୟ ହେଇଥାଏ I କିନ୍ତୁ କିଛି ଏପରି ଉପାୟ ଯାହା କି ଆପଣ ଙ୍କ ପାଁଇ ଲାଭକାରୀ ଅଟେ I
ଅଧୟନ ଅନୁସାରେ ଯଦି ଆପଣ ଖାଇବା ପୂର୍ବ ରୁ ଏକ ଗ୍ଲାସ ପାଣି ପିଅନ୍ତି ତେବେ ସେହି ବ୍ୟକ୍ତି ଙ୍କ ର ଓଜନ ଶୀଘ୍ର କମିଯାଇଥାଏ I ବୈଜ୍ଞାନିକ ଙ୍କ କହିବା ଅନୁସାରେ ଖାଇବା ପୂର୍ବ ରୁ ପାଣି ପିଇବା ଦ୍ୱାରା ଏହା ର ଅନେକ ଭଲ ପ୍ରଭାବ ଶରୀର ଉପରେ ପଡିଥାଏ I ଖାଇବା ପୂର୍ବ ରୁ ପାଣି ପିଇବା ଦ୍ୱାରା ଆପଣ ଙ୍କ ର ପେଟ ଫୁଲ ଲାଗିଥାଏ ଏବଂ ଆପଣ ଖାଦ୍ୟ ବି ଏକ ନିର୍ଧାରିତ ପରିମାଣ ର ହିଁ ଖାଇଥାନ୍ତି I ଏହା ଦ୍ୱାରା ବ୍ୟକ୍ତି ଙ୍କ ର ଓଜନ ନିୟନ୍ତ୍ରିତ ରହିଥାଏ I
ପାଣି ପିଇବା ଦ୍ୱାରା ଆପଣ ଙ୍କ ର ଓଜନ କମିବା ସହ ଆପଣ ଙ୍କ ର ଚେହେରା ବି ଗୋରା ହେଇଥାଏ I ଅନେକ ରୋଗ ବି ଦୂର ହେଇଥାଏ I ତେଣୁ ଆପଣ ନିଜ କୁ ଫିଟ ରଖିବାକୁ ହେଲେ ଖାଦ୍ୟ ସେବନ ପୂର୍ବ ରୁ ଏକ ଗ୍ଲାସ ପାଣି ପିଇବା ଲାଭକାରୀ ଅଟେ I
ଯଦି ସହଜରେ କମାଇବାକୁ ଚାହୁଁଛନ୍ତି ନିଜ ର ଓଜନ, ତ ଖାଇବା ପୁର୍ବରୁ ବାସ କରନ୍ତୁ ଏହି ଗୋଟେ ଛୋଟ କାମ, ଗୋଟେ ସପ୍ତାହ ମଧ୍ୟରେ କମିବ ଓଜନ
