ଦୁନିଆ ରେ ଏପରି ଅନେକ ଲୋକେ ଅଛନ୍ତି ଯେଉଁମାନେ କୌଣସି କାରଣ ବଶତଃ ନିଜ ର ସହନଶୀଳତା ଓ ଧାର୍ଯ୍ୟ କୁ ହଜେଇଥାନ୍ତି I ଯେପରି କି ଆପଣ ଜାଣିଥିବେ ଅନେକ ଲୋକେ ଆଜିକା ସମୟ ଆତ୍ମହତ୍ୟା କରିଦେଇଥାନ୍ତି I କାରଣ ଘରେ ଘଟୁଥିବା କିଛି ଘଟଣା ରେ ତାଙ୍କୁ ଶକ୍ତ ଆଘାତ ପହଂଚିଥାଏ I ଏବଂ ଏହି ସମସ୍ୟା କୁ ସେ ଅଧିକ ବ୍ୟତିବସ୍ତ ହେଇଯାଇଥାନ୍ତି I ଏବଂ ସହିନପାରି ଆତ୍ମହତ୍ୟା କରିଦେଇଥାନ୍ତି I
ଯେଉଁ ବ୍ୟକ୍ତି ଏହି ସବୁ ସମସ୍ୟା କୁ ସହି ଆଗ କୁ ବଢିଥାଏ ସେ ବ୍ୟକ୍ତି ଜୀବନ ରେ ଆଗ କୁ ବଢ଼ିପାରିଥାଏ I କିନ୍ତୁ ଅନେକ ସମୟ ରେ ଆପଣ ଙ୍କ ର ଜୀବନ ରେ ଏପରି କିଛି ସମସ୍ୟା ଆସିଥାଏ ଯାହା ର ସମାଧାନ ଆପଣ ଙ୍କ ପାଖ ରେ କିଛି ବି ନ ଥାଏ I ଏବଂ ଏହି କାରଣ ରୁ ବ୍ୟକ୍ତି ଆତ୍ମହତ୍ୟା କରିଥାନ୍ତି I କିନ୍ତୁ ଲୋକେ କ୍ରୋଧ ରେ ଏପରି କିଛି କରିବସିଥାନ୍ତି ଯାହା ଦ୍ୱାରା ଯଦି ଆପଣ ବଂଚିଯାଇଥାନ୍ତି ତେବେ ଆପଣ ନିଜ ର ଭୁଲ କୁ ଜାଣିପାରିଥାନ୍ତି I ଏବଂ ଅନେକ ସମୟ ଲୋକେ ବିଷ ପି ଆତ୍ମହତ୍ୟା କରିଥାନ୍ତି I
ଏବଂ ଜଣେ ବ୍ୟକ୍ତି ଯଦି ବିଷ ପିଇଥାନ୍ତି ତାଙ୍କୁ ବନ୍ଚିଵାକୁ କେବଳ ଦୁଇଟି ରାସ୍ତା ରହିଥାଏ I ପ୍ରଥମ ଯଦି ଜଣେ ବିଷ ପିଛି ତେବେ ତାଙ୍କୁ ବାନ୍ତି କରାଇ ଦିଅନ୍ତୁ I ବାନ୍ତି କରାଇବା ପାଁଇ ଯାହା କରିପାରିବେ କରନ୍ତୁ I ଏବଂ ଯଥା ସମ୍ଭବ ଜଣେ ବ୍ୟକ୍ତି ଙ୍କୁ ଅଧିକ ରୁ ଅଧିକ ପାଣି ପିଆନ୍ତୁ I ଯଦି ସେହି ବ୍ୟକ୍ତି ବାନ୍ତି କରୁନାହାନ୍ତି ତେବେ ପାଟି ରେ ଆଙ୍ଗୁଳି ପୁରାଇ ବାନ୍ତି କରନ୍ତୁ I ଯଦି ସେହି ବ୍ୟକ୍ତି ବାନ୍ତି କରିଦେଇଥାନ୍ତି ତେବେ ଜୀବନ ବଂଚିବା ର ଆଶା ରହିଛି I ଏବଂ ଏହା ପରେ ଦ୍ୱିତୀୟ ଟି ହେଲା ସଂଗେ ସଂଗେ ଡାକ୍ତର ଙ୍କ ପାଖ କୁ ନେଇଯାନ୍ତୁ I